Latest Odisha News

BREAKING NEWS

ଆଜି ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ ନେଇ ଆଲୋଚନା: କଂଗ୍ରେସ ପକ୍ଷରୁ ନେତୃତ୍ବ ନେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନର ଆଜି ହେଉଛି ୩ୟ ଦିନ । ଗତକାଲି ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲ ନେଇ ଆଜି ଆଲୋଚନା ହେବ  । ଏହି ବିଲର ନାମ ରହଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ।…

ଦୁନିଆର ଏମିତି ଏକ ଦେଶ , ଯେଉଁଠି ବର୍ଷକୁ ୧୨ ମାସ ନୁହେଁ ୧୩ ମାସ ହୁଏ….

ନୂଆଦିଲ୍ଲୀ : ଯେତେବେଳେ ବି ଆପଣ ବିଦେଶରେ ଛୁଟି କଟାଇବା କଥା ଭାବନ୍ତି , ସେତେବେଳେ ଇଥିଓପିଆର ନାମ ମନକୁ ଆସେ  । ଏହାକୁ ଏକ ଆକର୍ଷଣୀୟ ସ୍ଥାନ ଭାବେ ବିବେଚନା କରାଯାଏ  । କୁହାଯାଏ ଏହି ଦେଶର ଇତିହାସଦ ବହୁ ପୁରୁଣା  । ଏଠାକାର ଲୋକଙ୍କ ଜୀବନଶୈଳୀ ଏବଂ ସଂସ୍କୃତି ସାଧାରଣ ଲୋକଙ୍କଠାରୁ…

ନିଜ ଢୋଲ

ଶ୍ରୀମାନ ସର୍ବଗିଳାଙ୍କ 'ଲଘୁକଥା' ନାରଙ୍ଗୀ ଭାଉଜ ଓ ପଡ଼ୋଶୀ ପିତେଇ ନାନୀଙ୍କ ଭିତରେ ଥିଲା ଶାଗ-ତିଅଣ ଦିଆ-ନିଆର ସୁସମ୍ପର୍କ । ଏକାଠି ଆଗରୁ ନଈ-ପୋଖରୀକି କାମ ସାରିବାକୁ ଯାଉଥିଲେ । କିନ୍ତୁ ହଠାତ ଦିନେ ନାରଙ୍ଗୀ ଭାଉଜଙ୍କ ନାଟଦେଖି ନବା ଭାଇ ତାଟକା !ସାରାଦିନ ଖାଇବା ପିଇବା ନାହିଁ !…

କବିତା : ଭିଜିବାର ସ୍ମୃତି

ଶୁଭ୍ରାଂଶୁ ଶେଖର ମାହୁନ୍ତ ବରଷାରେ ଭିଜି ଓଦାସ୍ମୃତି ନେଇ ତୁମକୁ ଝୁରୁଛି ଆଜି , ମନେପଡେ ଆଜି ସେଇଦିନ କଥା ଆସିଥିଲ ତୁମେ ଭିଜି । ଓଦା ସରସର ଥରିଲା ମୁହଁକୁ ପୋଛିଥିଲି ସରାଗରେ, ତୁମ ଦେହ ବାସ୍ନା ରୁମାଲେ ସାଇତି ଝୁରିହୁଏ ବିଜନରେ । ବର୍ଷୁକୀ ସନ୍ଧ୍ୟାରେ ତୁମକଥା ମୋର…

ପାରାଦୀପ ନେହେରୁ ବଙ୍ଗଳା ମାଛ ଧରା ବୋଟ୍ ବୁଡି ଘଟଣା : ୫ ମତ୍ସ୍ୟଜୀବୀ ଉଦ୍ଧାର, ୩ ଜଣ ଏବେବି ନିଖୋଜ

ପାରାଦୀପ ନେହେରୁ ବଙ୍ଗଳା ମାଛ ଧରା ବୋଟ୍ ବୁଡି ଘଟଣା  । ୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ଜଣ ଏବେବି ନିଖୋଜ ଅଛନ୍ତି । ପାରାଦୀପ ମେରାଇନ ଥାନା  ଓ କୋଷ୍ଟ ଗାର୍ଡ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ସୂଚନା ଅନୁସାରେ ଗତକାଲି ଡଙ୍ଗାଟି ମାଛ ଧରି ଫେରୁଥିବାବେଳେ…

ଭାଷା ଭାଗବତ : ପ୍ରସିଦ୍ଧି-ଲାଳସୀ ଲେଖକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ସ୍ବନାମଧନ୍ୟ ' ବହୁ କବି ଏବେ ଗଲେଣି ପୂରା ଦବି ' ଆଂତର୍ଜାତିକ ଖ୍ୟାତିପ୍ରାପ୍ତ ' ଲେଖକେ ହେଲେଣି ବିସ୍ମୃତ ' ଯଶସ୍ବୀ ସମାଦୃତ ' ଲୋକ ' ପ୍ରତିଭାସଂପନ୍ନ ଲେଖକ ' ଗଲେଣି କେତେ କାହିଁ ହଜି କେହି ପାଉନୁ ତାଂକୁ ଖୋଜି…

ଆଜି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ : ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ ଟ୍ରେନ୍

ପୁରୀ:  ଟ୍ରାଏଲ ରନ କରିଛି ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ଆଜି ଭୋର ୫ଟାରୁ ଟ୍ରାଏଲ ରନ ଆରମ୍ଭ କରିଛି ଏହି ସେମି ହାଇସ୍ପିଡ଼ ଟ୍ରେନ । ଏହା ୧୨ଟା ୪୫ ରେ ରାଉରକେଲାରେ ପହଞ୍ଚିବ  । ପ୍ରାୟ ୬ଘଣ୍ଟାରେ ରାଉରକେଲା ପହଁଚିବାକୁ ଥିବା ଏହି ଏକ୍ସପ୍ରେସ ଟ୍ରେନ ଟି ପରେ ଅହରାହ୍ଣ ୨ଟା…

ଆଜି କୃଷିଭିତ୍ତିକ ପର୍ବ ନୂଆଁଖାଇ : ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡିଶା , ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ…

ସମ୍ବଲପୁର: ଆଜି ପଶ୍ଚିମ ଓଡିଶା ର ଲୋକପର୍ବ ନୂଆଁଖାଇ  ।  ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପଶ୍ଚିମ ଓଡିଶା । ନୂଆଁ ନୂଆଁରେ ପାଳନ ହେବ ନୂଆଖାଇ ପର୍ବ  । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିବ  ।  ଏଥିପାଇଁ କେତେ ସଜବାଜ । ଘରକୁ ସଫାସୁତରା ସହ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଭକ୍ତ ଓ ସେବକଙ୍କ କଥା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ବର୍ଣ୍ଣନା ସରିଲା। ଏବେ ଜାଣିବା ପ୍ରଭୁଙ୍କର ଭକ୍ତ ଓ ସେବକଙ୍କ କଥା। ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ନିଜ ପାଇଁ ରୀତିନୀତି କରିନାହାନ୍ତି। ବିଶେଷ…

ଭେଣ୍ଟିଲେଟରରେ ଥାଇ ‘ଯବାନ’ ଫିଲ୍ମ ଦେଖିଲେ ପ୍ରଶଂସକ, ଶାହରୁଖ ଦେଲେ ଏମିତିି ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ଯବାନ’ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଫିଲ୍ମ ଯବାନର କ୍ରେଜ ଦେଖିବାକୁ ମିଳିଛି । ନିକଟରେ…