ବାଲୁକା କଳାରେ ନୂଆଁଖାଇ ଜୁହାର ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ
ପୁରୀ: ଆଜି ପଶ୍ଚିମ ଓଡିଶାର କୃଷିଭିତ୍ତିକ ପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପଶ୍ଚିମ ଓଡିଶା । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଛି । ଏଥିପାଇଁ କେତେ ସଜବାଜ । ଘରକୁ ସଫାସୁତରା ସହ ଲିପାପୋଛା କରାଯାଇଛି । ଘରେ ଘରେ…