Latest Odisha News

BREAKING NEWS

ହକି ର‌୍ୟାଙ୍କିଙ୍ଗ : ବର୍ଷକ ପରେ ଟପ ଥ୍ରୀକୁ ଫେରିଲା ଭାରତ

ନୂଆଦିଲ୍ଲୀ: କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ଯୋଗୁ ପ୍ରାୟ ବର୍ଷକ ପରେ ଭାରତୀୟ ଟିମ ସଦ୍ୟ ପ୍ରକାଶିତ ଆନ୍ତର୍ଜାତୀୟ ହକି ର‌୍ୟାଙ୍କିଙ୍ଗରେ ଟପ ଥ୍ରୀକୁ ଫେରିଛି । ଭାରତ ଏବେ ୨୭୭୧ ପଂଏଟ ସହ ତୃତୀୟ ସ୍ଥାନରେ ରହିଛି । ୨୦୨୨ରେ ଭାରତ ପ୍ରଥମ ୩ଟି ଟିମ ମଧ୍ୟରେ ସ୍ଥାନ ପାଇଥିଲା । ଗତ ମାସରେ…

ରାସ୍ତା ଉପରେ ୩ ଫୁଟ ବନ୍ୟା ପାଣି: ସୁଅରେ ଭାସିଗଲା କାର

ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ନିକଟ ଗଳିପୋଲରେ ଭାସିଗଲା କାର । ମହାପଦୀର ପ୍ରଖର ବନ୍ୟା ସ୍ରୋତରେ ଭାସିଗଲା ।  କାରଟି ଭାସି ଭାସି ଏକ ଶାହାଡା ଗଛରେ ଲାଗିଥିଲା  । ଜୀବନ ବିକଳରେ ଜଣେ ଯୁବକ କାରରୁ ବାହାରି ଆସିଥିଲେ ।  ଶାହାଡ଼ା ଗଛକୁ ଚଢ଼ି ଯାଇଥିଲେ । ଅନ୍ୟ ଜଣେ କାର ଉପରେ ଛିଡା…

ଲାଇସେନ୍ସ ପାଇଁ ୧୨ ଥର ପରୀକ୍ଷା ଦେଇ ବିଫଳ ହେଲେ ଯୁବକ, ଏମିତି କିଛି କଲେ ପୋଲିସ କଲା ଗିରଫ

ବେଲଜିୟମ: ଡ୍ରାଇଭିଂ ଲାଇସେନ୍ସ ପାଇବା ସହଜ ନୁହେଁ । ଏଥିପାଇଁ ପ୍ରତ୍ୟେକଙ୍କର ପ୍ରାକ୍ଟିକାଲ ଜ୍ଞାନ ସହିତ ଥିଓରୀ ଜ୍ଞାନ ମଧ୍ୟ ରହିବା ଉଚିତ୍ । ଯଦି ଉଭୟରେ ଭଲ ମାର୍କ ପାଇବେ, ତାହାହେଲେ ଲାଇସେନ୍ସ ମିଳିବ । ଯଦିଓ ଅନେକ ଦେଶରେ ନିୟମ କିଛି ମାତ୍ରାରେ ସହଜ ହୋଇପାରେ, କିନ୍ତୁ ବେଲଜିୟମରେ…

ପ୍ରଭାସ ଅଭିନୀତ କଲକି ୨୮୯୮ ଏଡିର ଫଟୋ ଲିକ, ଆଇନର ଆଶ୍ରୟ ନେଲେ ମେକର୍ସ

ମାଡ୍ରାସ: ଫିଲ୍ମ ମେକର୍ସ ପାଇରେସି ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ସାଇ-ଫାଇ ଥ୍ରୀଲର କଲକି ୨୮୯୮ ଏଡିରେ ପ୍ରଭାସଙ୍କ ଫଟୋ ଲିକ ହୋଇଛି । ମେକର୍ସ ଏ ନେଇ ଆଇନର ଆଶ୍ରୟ ନେଇଛନ୍ତି । ନାଗ ଅଶ୍ୱୀନ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସଙ୍କ ଲୁକକୁ ଆରମ୍ଭରୁ…

ଜରୁରୀକାଳୀନ ମରାମତି ପାଇଁ ଦୁଇଟି ମେମୁ ଟ୍ରେନ ବାତିଲ

ଭୁବନେଶ୍ୱର: ଜରୁରୀକାଳୀନ ମରାମତି ପାଇଁ ଆସନ୍ତାକାଲିଠାରୁ ଦୁଇଟି ମେମୁ ଟ୍ରେନ ବାତିଲ ରହିବ। ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଉଭୟ ଦିଗରକୁ ବାତିଲ ରହିବ। ୦୮୪୪୧/୦୮୪୪୨ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଉଭୟ ପାର୍ଶ୍ୱରୁ ସେପ୍ଟେମ୍ବର ୧୯ ତାରିଖ ଠାରୁ ୨୨ ତାରିଖ ମଧ୍ୟରେ…

ଧରାପଡିଲା କଂଗ୍ରେସ ପ୍ରେମ: ଇମ୍ରାନଙ୍କ ପାର୍ଟିର ଗୀତକୁ ନକଲ କରି କରୁଛି ନର୍ବାଚନ ପ୍ରଚାର

ଭୋପାଳ: ପୁଣି ଥରେ ସାମ୍ନାକୁ ଆସିଲା କଂଗ୍ରେସର ପାକିସ୍ତାନ ପ୍ରେମ । ନିର୍ବାଚନୀ ପ୍ରଚାର ପାଇଁ କଂଗ୍ରେସ ପାକିସ୍ତାନର ଇମ୍ରାନ ଖାନଙ୍କ ଦଳ ପିଟିଆଇର ଗୀତ ଚୋରି କରିଛି । କଂଗ୍ରେସର ଚୋରି ଅଭ୍ୟାସ ବହୁତ ପୁରୁଣା  । ହେଲେ ପାକିସ୍ତାନ ସହ ଏତେ ପ୍ରେମ କାହିଁକି ଏମିତି ପ୍ରଶ୍ନ କରି…

ଏଲଆଇସି ଏଜେଣ୍ଟ ଓ କର୍ମଚାରୀଙ୍କ ‘କଲ୍ୟାଣମୂଳକ ପଦକ୍ଷେପ’କୁ ଅର୍ଥ ମନ୍ତ୍ରାଳୟର ଅନୁମୋଦନ

ନୂଆଦିଲ୍ଲୀ: ଲାଇଫ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଲ୍ଆଇସି) ଏଜେଣ୍ଟ ଏବଂ କର୍ମଚାରୀଙ୍କ ସୁବିଧା ପାଇଁ ଗ୍ରାଚ୍ୟୁଇଟି ସୀମା ବୃଦ୍ଧି ଏବଂ ପାରିବାରିକ ପେନ୍‌ସନ୍‌ ସମେତ ଅର୍ଥ ମନ୍ତ୍ରଣାଳୟ ଅନେକ କଲ୍ୟାଣମୂଳକ ପଦକ୍ଷେପକୁ ଅନୁମୋଦନ କରିଛି। ଏହା ଅଧୀନରେ ଅର୍ଥ ମନ୍ତ୍ରଣାଳୟ ଏଲଆଇସି…

ଜି-୨୦କୁ ଜି-୨ କହିଲେ ଖଡଗେ: କହିଲେ ପଦ୍ମ ତଳେ ଲୁଚି ଯାଇଥିଲା ‘ଜିରୋ’

ନୂଆଦିଲ୍ଲୀ: ରାଜ୍ୟସଭାରେ ବିପକ୍ଷ ନେତା ମଲ୍ଲିକାର୍ଜୁନ ଖଡଗେ ଜି-୨୦କୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଖଡଗେ ନିଜ ଭାଷଣରେ ଜି-୨୦କୁ ଜି-୨ ବୋଲି କହିଛନ୍ତି । ସେ ତାଙ୍କ ଭାଷଣ ପ୍ରସଙ୍ଗରେ କହିଛନ୍ତି, ଆମେ ଦରଦାମ ବୃଦ୍ଧ ଏବଂ ବେରୋଜଗାରୀ ପ୍ରସଙ୍ଗ ଉପରେ ଧ୍ୟାନ ଦେବା…

ରାଜ୍ୟରେ ଚିନ୍ତା ବଢାଉଛି ସ୍କ୍ରଵ ଟାଇଫସ ମାମଲା, ବରଗଡରେ ପହଞ୍ଚିଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ

ବରଗଡ଼: ରାଜ୍ୟରେ ବିଷାକ୍ତ କୀଟ କାମୁଡାରେ ଅନେକ ଲୋକଙ୍କ ମୃତ୍ୟୁ ହେବା ଘଟଣା ସାମନାକୁ ଆସିବା ପରେ ଚିନ୍ତାରେ ପଡିଛି ସ୍ଵାସ୍ଥ୍ୟ ବିଭାଗ । ବରଗଡରେ ସ୍କ୍ରଵ ଟାଇଫସ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏହାର ସତ୍ୟତା ଅନୁଧ୍ୟାନ ପାଇଁ ଭୁବନେଶ୍ୱରରୁ ତିନିଜଣିଆ ଡାକ୍ତରୀ ଦଳ ବରଗଡ଼ରେ…

ଆସୁଛି ଧର୍ମ ମାସ କାର୍ତ୍ତିକ, ଆରମ୍ଭ ହେଲାଣି ପ୍ରସ୍ତୁତି

ପୁରୀ: ଆଗକୁ ଆସୁଛି ଧର୍ମ ମାସ କାର୍ତ୍ତିକ ମାସ । ସେଥିପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲାଣି ପ୍ରସ୍ତୁତି । ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ ମାସରେ ହବିଶ୍ୟାଳି ମାନଙ୍କ ପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ  । ସେଥିପାଇଁ ଆଜିଠୁ ଆରମ୍ଭ ହୋଇଛି…