Latest Odisha News

BREAKING NEWS

କବିତା : ମରିବାର ସୁଖ

ରାମକୃଷ୍ଣ ନିଦର ଡାକ ଶୁଭିଲେ ଅନ୍ଧାର ରଙ୍ଗମାଖେ ସ୍ବପ୍ନରେ ସ୍ବପ୍ନରେ ତିଆରିହୁଏ ଇନ୍ଦ୍ରଧନୁର ଗୋଟେ ବିଶାଳ ସାମ୍ରାଜ୍ୟ ରକ୍ତ ମାଂସ ହାଡରେ ନିଆଁଲାଗେ ସ୍ବପ୍ନର ଆଲିଙ୍ଗନରେ ତରଳି ବହିଯାଏ ମୁଁ ନିଆଁର ନଦୀ ପରି ସୀମିହୀନ ନିଶବ୍ଦତାର ମୁହାଣ ଆଡକୁ, ମୃତ୍ୟୁ ମୋର ପାଦରେ…

୨୦୩୫ ସୁଦ୍ଧା ଭାରତ ମହାସାଗରୀୟ ଅଞ୍ଚଳରେ ମୁତୟନ ହେବ ୧୭୫ ଯୁଦ୍ଧଜାହାଜ

ନୂଆଦିଲ୍ଲୀ: କେବଳ ସ୍ଥଳ ସୀମାରେ ନୁହେଁ, ସମୁଦ୍ରରେ ମଧ୍ୟ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ପରିସ୍ଥିତି ରହିଛି । ଉଭୟ ଦେଶ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହୋଇ ରହିଛନ୍ତି। ଭାରତର ମହାସାଗରରେ ଦୁଇ ଦେଶ ମଧ୍ୟରେ ପ୍ରତିଯୋଗିତା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ନିଜର ନୌସେନାକୁ ମଜବୁତ…

ଓଡିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଜୟପୁର: ଜୟପୁର ସଙ୍ଗମ୍ କଲ୍ୟାଣ ମଣ୍ଡପଠାରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଅମଲା ସଂଘ ସଭାପତି ଶଶୀଭୂଷଣ ଦାଶଙ୍କ ସଭାପତିତ୍ବରେ କୋରାପୁଟ ଜିଲ୍ଲା ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗଦେଇଥିଲେ । ଅମଲା ମାନଙ୍କ…

ଆଜି ଦିଲ୍ଲୀରେ ହେବ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ: ପ୍ରଖ୍ୟାତ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ଘଟିଛି । ଶୁକ୍ରବାର ଦିଲ୍ଲୀସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ଆଜି ଆମେରିକାରୁ ପୁଅ ଆଦିତ୍ୟ ସିଂ ମେହେଟ୍ଟା ଆସିବା ପରେ ଅନ୍ତିମ ସଂସ୍କାର କରାଯିବାର…

ଭାଷା ଭାଗବତ : ଅଲୋଡ଼ା ଅକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ' ଆକଳନ ଓ ସଂକଳନ ଆକ୍ରାମକ ଓ ସଂକ୍ରାମକ ଆକଳିତ ଓ ସଂକଳିତ କେଉଁଠି ଙ୍କ ହେବା ଉଚିତ ? ଅକର୍ତବ୍ୟ ଓ କିଂକର୍ତବ୍ୟ ଅପକାର ଓ ଅହଂକାର ଅଧିକାର ଓ ଅଳଂକାର ଙ୍କ ଲେଖା କିଆଁ ଦରକାର ? ଅଗୃହୀତ ଓ ସଂଗୃହୀତ ଅଗଠିତ ଓ ସଂଗଠିତ…

ଆଜିଠୁ ଆରମ୍ଭ ହେବ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ । ସଂସଦର ୭୫ ବର୍ଷର ଯାତ୍ରା ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମେତ ୪ଟି ବିଲ ଉପରେ ଆଲୋଚନା ହେବାର ସୂଚନା ରହିଛି  । ଏତଦବ୍ୟତୀତ ପ୍ରିଭଲେଜ୍ କମିଟି ଦ୍ବାରା ୬ଟି ରିପୋର୍ଟ ଉପସ୍ଥାପନ କରାଯିବ  । ଏହା ୫…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ମହୁ ସ୍ନାନ ଓ ସର୍କରା ସ୍ନାନ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ଆଲୋଚନା ଅନ୍ତର୍ଗତ ସ୍ନାନ ନୀତିର ବିଶେଷ ସ୍ନାନ ପର୍ଯ୍ଯାୟ ଆଲୋଚନା ଅବସରରେ ଆମେ ଜାଣିଲେ ତିନୋଟି ପଦାର୍ଥରେ ସ୍ନାନ (ସରକ୍ଷୀର, ଦହି ଓ ଘୃତ )…

‘ଯବାନ-୨’ ନିଶ୍ଚୟ ନିର୍ମାଣ କରିବି, ଏମିତି କହିଲେ ନିର୍ଦ୍ଦେଶକ ଅଟଲି

ମୁମ୍ବାଇ: ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ଯବାନ’ ଏବେ ସାରା ବିଶ୍ୱରେ ଧମାଲ କରିଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଫିଲ୍ମ ଯବାନର କ୍ରେଜ ଦେଖିବାକୁ ମିଳିଛି । ଆଡଭାନ୍ସ…

ପତ୍ନୀଙ୍କ ୱିଗ୍ , ନାଇଟ୍ ପିନ୍ଧି ଦୋକାନରୁ ଚୋରି କଲେ ଯୁବକ

ତେଲେଙ୍ଗାନା: ଆଜିକାଲି ଅପରାଧୀମାନେ ଆଇନ ହାତରୁ ଖସିଯିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । ଏବେ ତେଲେଙ୍ଗାନାରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ନାଇଟ୍ ଡ୍ରେସ ଏବଂ ୱିଗ୍ ପିନ୍ଧି ମହିଳାଙ୍କ ଗେଟଅପରେ ଡକାୟତି କରିଛନ୍ତି । ତେବେ…

ରେଳ ଶୌଚାଳୟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ରେଳ ଷ୍ଟେସନରେ ଅଭାବନୀୟ ଘଟଣା। ଏକ ଏକ୍ସପ୍ରେସର ଏସି କୋଚରେ ଥିବା ଶୌଚାଳୟରୁ ଉଦ୍ଧାର ହେଲା ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ। ଖବର ଅନୁଯାୟୀ ଚେନ୍ନାଇ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍ ନିର୍ଦ୍ଧାରିତ ସମୟରେ ପୁରୀ ରେଳ ଷ୍ଟେସନରେ ପହଞ୍ଚି ଏକ ପ୍ଲାଟଫର୍ମରେ ଠିଆ ହୋଇଥିଲା।…