ପୁରୁଣା ସଂସଦର ସ୍ମୃତି ବଖାଣିଲେ ୧୦ ମହିଳା ସାଂସଦ
ନୂଆଦିଲ୍ଲୀ: ଆଜିଠୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଆଜି ପ୍ରଥମ ଦିନର ପ୍ରକ୍ରିୟା ପୁରୁଣା ସଂସଦରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ନୂତନ ସଂସଦରେ କାର୍ଯ୍ୟ ଆରମ୍ଭ ହେବ । ଏ ନେଇ ଗତକାଲି ନୂତନ ସଂସଦ ଭବନ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା…