Latest Odisha News

BREAKING NEWS

ରେଳ ଶୌଚାଳୟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ରେଳ ଷ୍ଟେସନରେ ଅଭାବନୀୟ ଘଟଣା। ଏକ ଏକ୍ସପ୍ରେସର ଏସି କୋଚରେ ଥିବା ଶୌଚାଳୟରୁ ଉଦ୍ଧାର ହେଲା ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ। ଖବର ଅନୁଯାୟୀ ଚେନ୍ନାଇ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍ ନିର୍ଦ୍ଧାରିତ ସମୟରେ ପୁରୀ ରେଳ ଷ୍ଟେସନରେ ପହଞ୍ଚି ଏକ ପ୍ଲାଟଫର୍ମରେ ଠିଆ ହୋଇଥିଲା।…

କୁକୁର, କୋକିଶିଆଳିର ମିଶ୍ରଣ ‘ଡଗ୍‌ସ୍କିିମ୍‌’

ବ୍ରାଜିଲ: ଦୁନିଆରେ ବିଭିନ୍ନ ପ୍ରକାରର ପ୍ରଜାତିର ଜୀବ ଦେଖିବାକୁ ମିଳେ । ସମାନ ପ୍ରାଣୀର ଅନେକ ପ୍ରଜାତି ମଧ୍ୟ ଅଛନ୍ତି । ଯେପରି ଆମେ ମଣିଷ, କିନ୍ତୁ ପ୍ରତ୍ୟେକ ଦେଶରେ, ଆମର ରଙ୍ଗ, ଭାଷା ଏବଂ ଜୀବନ ଶୈଳୀ ବଦଳିଥାଏ । ଅନେକ ପ୍ରଜାତିର ପ୍ରାଣୀ ଥିଲେ ମଧ୍ୟ ମଣିଷ ସେମାନଙ୍କ ଉପରେ ଅନ୍ୟାନ୍ୟ…

ଫୁଟବଲ ମ୍ୟାଚ୍ ଦେଖୁଥିବା ବେଳେ ବଜ୍ରାଘାତ, ୩ ମୃତ

ରାଉରକେଲା: ଖେଳ ଦେଖୁଥିବା ବେଳେ ବଜ୍ରାଘାତ ଘଟି ୩ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ବୀରୁଆଲ ଗାଁରେ। ସୂଚନା ଅନୁସାରେ ପଡିଆରେ ଫୁଟବଲ ଖେଳ ଚାଲୁଥିଲା। ସେହି ସମୟରେ ଶହ ଶହ ଦର୍ଶକ ଖେଳ ଦେଖୁଥିଲେ। ଏହି ସମୟରେ ସେଠାରେ ହଠାତ୍ ବଜ୍ରାଘାତ ହୋଇଥିଲା।…

ମେମୋ ଟ୍ରେନରେ ଆସି କଟକରେ ପହଞ୍ଚିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କଟକ: ମେମୋ ଟ୍ରେନରେ ଆସି କଟକରେ ପହଞ୍ଚିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳ ଷ୍ଟେସନର ନବକଳେବର କାର୍ଯ୍ୟର ସମୀକ୍ଷା କଲେ ରେଳମନ୍ତ୍ରୀ। ଅଶ୍ୱିନୀ ବୈଷ୍ଣବ ରବିବାର ଭୁବନେଶ୍ୱରରୁ କଟକ ଯାଏ ମେମୋ ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀମାନଙ୍କ ସମସ୍ୟା ଏବଂ ସୁବିଧା ବିଷୟରେ ପଚାରି…

ସଲ୍‌ମାନଙ୍କ ଆଗାମୀ ଫିଲ୍ମରେ ନାୟିକା ସାଜିବେ ଦୁଇ ସାଉଥ୍ ଅଭିନେତ୍ରୀ

ମୁମ୍ବାଇ: ଆଜିକାଲି ବଲିଉଡ୍ ଫିଲ୍ମରେ ଦକ୍ଷିଣ ଭାରତୀୟ ତାରକାମାନଙ୍କୁ ଅଧିକାଂଶ ଦେଖିବାକୁ ମିଳୁଛି । ସାଧାରଣତଃ ଦକ୍ଷିଣ ଭାରତୀୟ ତାରକାମାନେ ଅଭିନୟରେ ବେଶ୍ ଦକ୍ଷ । ତେଣୁ ବଲିଉଡ଼ ପ୍ରଯୋଜକମାନେ ଏହି ତାରକାମାନଙ୍କୁ ନେବାକୁ ପସନ୍ଦ କରୁଛନ୍ତି । ଏଥିସହିତ ଉତ୍ତର ଭାରତ ଓ ଦକ୍ଷିଣ ଭାରତୀୟ…

ମୁଣ୍ଡରେ ଫୁଟ୍‌ବଲ ରଖି ଟାୱାର ଉପରେ ଚଢ଼ି କଲେ ବିଶ୍ୱ ରେକର୍ଡ

ନାଇଜେରିଆ: ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ ପ୍ରକାରର ରେକର୍ଡ ହାସଲ କରିବାକୁ ରୁଚି ରଖନ୍ତି । ଏହି ଲୋକମାନେ ଏପରି ବିଶ୍ୱ ରେକର୍ଡ ସୃଷ୍ଟି କରନ୍ତି, ଯାହାକୁ କେହି କେବେ ଭାବି ନ ଥିବେ । ନାଇଜେରିଆର ଜଣେ ବ୍ୟକ୍ତି ଏପରି କିଛି କରି ବିଶ୍ୱ ରେକର୍ଡ଼ କରିଛନ୍ତି । ଏହି…

୨ ପେସାଦାର ଲୁଟେରାଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ

ଚନ୍ଦକା: ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଟଙ୍କା ଲୁଟ କରିବା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ। ସୂଚନା ଅନୁସାରେ ଶୁକ୍ରବାର ରାତିରେ ଅଭିଯୋଗକାରୀ ଜଣକ ନିଜ କର୍ମ ସଂସ୍ଥାନରୁ ଚାଲିଚଲି ଘରକୁ ଫେରୁଥିବା ସମୟରେ ଦୁଇଜଣ ବ୍ୟକ୍ତି ଏକ ମୋଟରସାଇକେଲ ଯୋଗେ ଆସି ତାଙ୍କୁ…

ଅଭୁଲା ଗୀତ : ଏକା ଲାଗେ ଅତି

ଗାୟନ : ନିର୍ମଳା ମିଶ୍ର ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ଜୀବନାନନ୍ଦ ପାଣି ଚଳଚ୍ଚିତ୍ର : ଜୀବନସାଥୀ, ୧୯୬୪ ଏକା ଲାଗେ ଅତି ସାଥୀରେ! ସାଥୀରେ! ସାଥୀରେ! ଏକା ଲାଗେ ଅତି ମନେ କେତେ ତାତି ସାଥୀରେ! ଏକା ଲାଗେ ଅତି ମନେ କେତେ ତାତି ସାଥୀରେ! ସତେକି ଆସିବ ନାହିଁ ଫୁଲରେ…

ପରଦାରେ ଦମ୍ପତ୍ତି ହେଲେ ନିଅନ୍ତି ଅଧିକ ଫି,ଏମିତି କିଛି କହିଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ରେ ସଫଳ ଲୋକପ୍ରିୟ ଦମ୍ପତ୍ତିଙ୍କ ମଧ୍ୟରୁ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଅନ୍ୟତମ । ଏହି ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ହେଲେ ଏହି ଦମ୍ପତ୍ତି ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଏବେ ଏମାନେ ନୂଆ ଫର୍ମୁଲା ଆପଣାଇଛନ୍ତି । ପରଦାରେ ଦମ୍ପତ୍ତି…

ତୃତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ଵର : ଉତ୍ସ ଫାଉଣ୍ଡେସନ ଫର୍ କଣ୍ଟେମ୍ପରାରୀ ଆର୍ଟ, ଭୁବନେଶ୍ଵର ପକ୍ଷରୁ ବିଶିଷ୍ଠ ଓଡ଼ିଆ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ରାଓଙ୍କ ୮୪ତମ ଜନ୍ମବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ତୃତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…