Latest Odisha News

BREAKING NEWS

ଡାଇବେଟିସ ରୋଗୀଙ୍କ ପାଇଁ ଇନସୁଲିନ ସଦୃଶ କାର୍ଯ୍ୟ କରେ ସଙ୍ଗୀତ !

ନୂଆଦିଲ୍ଲୀ: ବିଶ୍ୱରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ଚିକିତ୍ସା ପାଇଁ ଡାକ୍ତରମାନେ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରିଥାନ୍ତି । ଦୈନିକ ଭାସ୍କରରେ ପ୍ରକାଶିତ ଏକ ଖବର ଅନୁସାରେ ଜଣେ ଡାଇବେଟିସ ରୋଗୀକୁ ତାର ମନପସନ୍ଦର ସଙ୍ଗୀତ ଶୁଣାଇଲେ ଏହା…

ଆର୍ଥୀକ ଅସୁବିଧା ସତ୍ୱେ ପାକିସ୍ତାନ ପରମାଣୁ ଅସ୍ତ୍ର ବଢାଇବାରେ ବ୍ୟସ୍ତ

ନୂଆଦିଲ୍ଲୀ: ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ସାଧାରଣ ଜନତା ଚଳିବା ନେଇ ଅତିଷ୍ଠ ହୋଇ ପଡିଲେଣି । ଏ ସବୁ ସତ୍ୱେ ପାକିସ୍ତାନ ଏହି ଦିଗ ପ୍ରତି ଧ୍ୟାନ ଦେବା ବଦଳରେ ପରମାଣୁ ଅସ୍ତ୍ର ପାଇଁ ଅର୍ଥ ଖର୍ଚ୍ଚ କରି ଚାଲିଛି । ଆମେରିକାର ପରମାଣୁ ବୈଜ୍ଞାନିକମାନେ ଜାରୀ…

ଗାଁରେ ରହିବନି ଯାତାୟାତ ସମସ୍ୟା: ଏଣିକି ପ୍ରତି ପଞ୍ଚାୟତରେ ଗଡ଼ିବ ବସ୍

ଭୁବନେଶ୍ୱର: ଗାଁ ଗହଳିରେ ଆଉ ରହିବନି ଯାତାୟାତ ସମସ୍ୟା । ଏଣିକି ପ୍ରତି ପଞ୍ଚାୟତକୁ ଗଡିବ ବସ । ରାଜଧାନୀ ଭୁବନେଶ୍ୱର ସହ  ସହ ଯୋଡି ହେବ ସବୁ ପଞ୍ଚାୟତ । ଏଥିପାଇଁ ରାଜ୍ୟ ପରିବହନ ବିଭାଗ ଆଣିଥିବା ଲକ୍ଷ୍ମୀ (ଲୋକେସନ ଆକ୍ସେସିବିଲିଟି ମଲ୍ଡି ମୋଡାଲ ଇନିସିଏଟିଭ) ଯୋଜନାକୁ ମିଳିଛି…

ହୀରାକୁଦ ଖୋଲିଲା ଆଉ ୪ଟି ଗେଟ, ୨୬ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ଆଉ ୪ଟି ଗେଟ ଖୋଲିଛନ୍ତି ହୀରାକୁଦ କତୃପକ୍ଷ । ବର୍ତ୍ତମାନ ମୋଟ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ଉପର ମୁଣ୍ଡରୁ ଜଲଭଣ୍ଡାରକୁ…

ଏସିଆ କପ ଫାଇନାଲ: ୫ ବର୍ଷ ପରେ ବଡ ଟୁର୍ଣ୍ଣାମେଂଟ ଜିତିବା ପାଇଁ ଭାରତ ନିକଟରେ ସୁଯୋଗ

କଲମ୍ବୋ: ଏସିଆ କପ କ୍ରିକେଟର ଫାଇନାଲ ମ୍ୟାଚ ଭାରତ ଓ ଶ୍ରୀଲଙ୍କା ମ୍ୟାଚରେ ଖେଳାଯିବ । ୫ ବର୍ଷ ଧରି ଭାରତୀୟ ଟିମ କୌଣସି ବଡ ଟୁର୍ଣ୍ଣାମେଂଟ ଜିତି ନ ଥିବାରୁ ଏଥର ସୁବର୍ଣ୍ଣ ସୁଯୋଗ ରହିଛି । ୨୦୧୮ରେ ଭାରତ ଶେଷ ଥର ଏସିଆ କପ ଜିତିଥିଲା । ଏହା ପରେ ଭାରତ ଆଇସିସିର ୫ ଓ ଏସିସିର ଗୋଟିଏ…

ବ୍ୟାପିଲା ସ୍କ୍ରବ ଟାଇଫସ: ସୁନ୍ଦରଗଡରେ ଆଉ ୭ ରୋଗୀ ଚିହ୍ନଟ, କଳାହାଣ୍ଡିରେ ଆଖି ବୁଜିଲେ ମହିଳା

ଭୁବନେଶ୍ୱର: ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ସୁନ୍ଦରଗଡ ଜିଲ୍ଲାରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ଆଉ ୭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୯ ଛୁଇଁଛି । ସେପଟେ କଳାହାଣ୍ଡି ଜିଲ୍ଲାରେ ଜଣେ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ…

ପୁତ୍ର ସନ୍ତାନର ମାଆ ହେଲା ଆଇଏଏସ୍ ଟିନା ଡାବି: ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ଆଇଏଏସ୍ ଅଧିକାରୀ ଟିନା ଡାବିଙ୍କ ଘରକୁ ଆସିଲା କୁନି ଅତିଥି  । ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି  । ପୁରା ଘରେ ଏବେ ଖୁସିର ମାହୋଲ  । ଟିନା ଜୟପୁରର ଏକ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି  । ପରିବାରରେ ଏକ ନୂଆ ଅତିଥିଙ୍କ ଆଗମନ ପରେ ଚାରିଆଡୁ…

ଭାରତର ଏପରି ମନ୍ଦିର ଯେଉଁଠିକି ମହିଳା ମାନଙ୍କୁ ଯିବା ନିଷେଧ, ଜାଣନ୍ତୁ କେଉଁଠି ଅଛି ଏହି ମନ୍ଦିର

ରାଇପୁର: ଭାରତରେ ଏପରି ଅନେକ ମନ୍ଦିର ଅଛି, ଯାହାର ଅନେକ ରହସ୍ୟ ରହିଛି। ଏହି ରହସ୍ୟର କାରଣ ଆଜି ଯାଏ ମଧ୍ୟ ଜଣାପଡି ନାହିଁ। ରହସ୍ୟ ଯୋଗୁଁ ଏହି ମନ୍ଦିରଗୁଡ଼ିକ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। କେତେକ ମନ୍ଦିର ସେମାନଙ୍କର ଅନନ୍ୟ ସ୍ଥାପତ୍ୟ ପାଇଁ ଜଣାଶୁଣା ହୋଇଥିବାବେଳେ…

ଏଣିକି ପ୍ରତି ବର୍ଷ ହେବ ବାଘଗଣନା: ତାଲିମ ନେଉଛନ୍ତି କର୍ମଚାରୀ

ଭୁବନେଶ୍ୱର:ବ୍ୟାଘ୍ର ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବା ଏକ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତିବର୍ଷ ବ୍ୟାଘ୍ର ଗଣନା କରିବେ । ସେଥିପାଇଁ ଚନ୍ଦକା ଗୋଡ଼ିବାରିରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ କାର୍ଯକ୍ରମ   । ଏହି ପ୍ରଶିକ୍ଷଣ  କାର୍ଯ୍ୟକ୍ରମ ଅକ୍ଟୋବର ୧୦ ତାରିଖ…

ଏଣିକି ପୂଜା ମଣ୍ଡପ ପାଇଁ ଦେବାକୁ ପଡିବିନି ଗ୍ରାଉଣ୍ଡ ରେଣ୍ଟ

ଭୁବନେଶ୍ୱର:  ପାର୍ବଣ ପୂର୍ବରୁ ସରକାରଙ୍କ ବଡ ଘୋଷଣା ।  ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ । ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ…