୨୩ ବର୍ଷ ପରେ ନବୀନ ବାବୁଙ୍କୁ ମନେ ପଡିଲା ‘ଅପପୁଷ୍ଟିର କଳଙ୍କ’ କଥା: ଐଶ୍ୱର୍ଯ୍ୟା ବିଶ୍ୱାଳ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ନେଇ ବିଜେପି ମହିଳାମୋର୍ଚ୍ଚା ଶାସକ ଦଳକୁ ଟାର୍ଗେଟ କରିଛି। ନିର୍ବାଚନ ସମୟରେ ଗରିବ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଏଭଳି ଯୋଜନା କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ନିକଟ ଅତୀତରେ ନଗଡାର ଶିଶୁ ଅପପୁଷ୍ଟିର ଶିକାର ହୋଇ…