Latest Odisha News

BREAKING NEWS

ଲଗାଣ ବର୍ଷାରେ ଧସିଲା ଦେବଗିରି ପାହାଡ: ୩ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଗଜପତି: ଲଗାଣ ବର୍ଷାରେ ବେହାଲ ହୋଇପଡିଛି ସାରା ଓଡିଶା  । କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି  । ଗଜପତି ଜିଲ୍ଲାରେ ବି ବର୍ଷା ଜାରି ରହିଛି  ।  ଫଳରେ ଗଜପତି ଜିଲାର ଗୁମ୍ମା ବ୍ଲକରେ ଆଜି ସକାଳେ ପାହାଡ ଧସିଯାଇ କୁଜାସିଂଠାରୁ ଅଜୟଗଡ ରାସ୍ତା ଅବରୋଧ ହୋଇଯାଇଛି ।…

ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଏ ଏହି ଖାଦ୍ୟ: ଜାଣନ୍ତୁ…

ଭୁବନେଶ୍ଵର: ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ସେମାନେ ବିଭିନ୍ନ ରୋଗର ସମ୍ମୁଖିନ ହୋଇଥାନ୍ତି । ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ଏହି ସମୟରେ ସେମାନଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଉଥିବା ଖାଦ୍ୟ ଖାଇବାକୁ ଦେବା ଆବଶ୍ୟକ। ଏହା କରିବା ଦ୍ୱାରା ତାଙ୍କ…

ଜମ୍ମୁ କଶ୍ମୀର ରଜୌରୀରେ ଏନକାଉଣ୍ଟର : ଜଣେ ଆତଙ୍କୀ ନିପାତ, ଜଣେ ଯବାନ ଓ ସେନା କୁକୁର ସହିଦ

ଜମ୍ମୁ: ଜମ୍ମୁକାଶ୍ମୀରର ରାଜୌରି ଜିଲ୍ଲାର ନର୍ଲା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର। ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ ସେନାର ଜଣେ ଯବାନ ସହିଦ ହେବା ସହ ଦୁଇ ଜଣ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ସେନାର ତାଲିମପ୍ରାପ୍ତ କୁକୁର…

ରାଜସ୍ଥାନରେ ଭୟଙ୍କର ଦୁର୍ଘଟଣା: ବସକୁ ଧକ୍କା ଦେଲା ଟ୍ରକ୍, ୧୧ ମୃତ

ଦିଲ୍ଲୀ : ରାଜସ୍ଥାନରେ ଥମୁନି ସଡକ ଦୁର୍ଘଟଣା ମାମଲା  । ଦୁର୍ଘଟଣାକୁ ରୋକିବାରେ ସରକାର ଓ ପ୍ରଶାସନ ଯେମିତି ବିଫଳ ହୋଇଛନ୍ତି  । ରାଜସ୍ଥାନରେ ଆଜି ପୁଣି ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି  ।  ଆଜି ସକାଳେ ରାଜସ୍ଥାନର ଭରତପୁରଠାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି  । ଗୁଜୁରାଟରୁ ୟୁପି…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍

ବାରିପଦା:  ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ବାରିପଦା ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ବନେଶ୍ୱର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି  । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍  ।  ଏକ କାଳୀନ ୫ଟି ସ୍ଥାନରେ ରେଡ୍ କରାଯାଉଛି  ।  …

ଜିଲ୍ଲା ମାନ୍ୟତା ଦାବି: ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି : ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ  । ଜିଲ୍ଲା ସଂଘର୍ଷ ସମିତିର ଆହ୍ବାନ କ୍ରମେ ଏହି ବନ୍ଦ ପାଳନ କରାଯାଉଛି  । କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି କରାଯାଉଛି  । ବନ୍ଦ ପ୍ରଭାବରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ,  ସମସ୍ତ ବ୍ୟବସାୟିକ…

ଦାବି ଶୁଣୁ ନାହାନ୍ତି ସରକାର: ଆଜିଠୁ ସମୂହ ଛୁଟିରେ ଯିବେ ରାଜ୍ୟର ୧ଲକ୍ଷ ୩୦ହଜାର ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ବର: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଗତ କିଛି ଦିନ ହେବ ଆନ୍ଦୋଳନ କରୁଛନ୍ତି ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ୪ ଦିନ ହେଲାଣି ଏମାନେ କାର୍ଯ୍ୟରେ ଯୋଗଦେଇନାହାନ୍ତି । ଫଳରେ ସ୍କୁଲରେ ପାଠପଢା ଏକପ୍ରକାର ଠପ୍ ହୋଇଯାଇଛି ।…

କବିତା : ମଧ୍ଯାହ୍ନର ଛାଇ

ମାନସ ରଞ୍ଜନ ନାୟକ ଚିତ୍ତାକର୍ଷକ ଦିଶେ ସମୃଦ୍ଧ ସଭ୍ଯତାର ତୋରଣ ବିକାଶ ମନ୍ତ୍ରରେ କେତେ ମାନସିକତାର ମେଳଣ କଳଗାଉଣାରେ ମୁଖରିତ ସ୍ବାଚ୍ଛନ୍ଦ୍ଯର ମୂର୍ଚ୍ଛନା ମାଗଣା ଆହାର କେନ୍ଦ୍ରରୁ ରାମ ରାଜ୍ଯର କଳ୍ପନା। ଗୀତା ଛୁଇଁ ହୁଏ ସେ ସତ୍ଯ ନିଷ୍ଠାରେ ଅଭିମନ୍ତ୍ରିତ ଗାଦିରେ ବସୁ ବସୁ ହୁଏ…

ଆଜି ସୃଷ୍ଟି ହେବ ଲଘୁଚାପ : ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ବର: ଆଜି ସୃଷ୍ଟି ହେବ ଲଘୁଚାପ । କେନ୍ଦୀୟ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ, ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାରି ପ୍ରଭାବରେ ୩ ଦିନ ଅର୍ଥାତ୍ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଆଜି ପ୍ରବଳରୁ ଅତି ପ୍ରବଳ…

ଭାଷା ଭାଗବତ : ସଭା ଆୟୋଜନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବ୍ୟକ୍ତି ହୁଅଇ ଯେବେ ବକ୍ତା ବନି ଗାୟକ, ଅଭିନେତା ସ୍ବରର ଉତ୍‌ଥାନ, ପତନ ଦ୍ବାରା ତୋଷଇ ମନ, କାନ କରିଲେ ମଂଚ ଆରୋହଣ ବଦଳେ ଅଂଗ ସଂଚାଳନ ମୁହଁରେ ସଂଭାଳି ଗାଂଭୀର୍ଯ କରେ ଅନ୍ୟାନ୍ୟ ସବୁ କାର୍ଯ ବକ୍ତା କହିଲେ…