Latest Odisha News

BREAKING NEWS

ଚିଗର କୀଟ ପ୍ରତି ସାବଧାନ, କାମୁଡ଼ିଦେଲେ ବ୍ୟାପୁଛି ସ୍କ୍ରବ ଟାଇଫସ୍

ଭୁବନେଶ୍ୱର: ସାବଧାନ ମାତିଛି ସ୍କ୍ରବ ଟାଇଫସ୍। ଚିଗର ନାମକ କୀଟ କାମୁଡ଼ିଲେ ହେଉଛି ଏକ ପ୍ରକାର ରୋଗ। ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି। ଏହି ରୋଗର ଲକ୍ଷଣ ହେଉଛି ଜ୍ୱର ଲାଗି ରହିବା। ଏଥିସହ ରୋଗୀର ମୃତ୍ୟୁ ଘଟିବାର ମଧ୍ୟ ସମ୍ଭାବନା ରହିଛି। ଚାଷୀ ଏବଂ ବିଲ ବା ଜଙ୍ଗଲରେ ଯାଉଥିବା…

ଦିନିକିଆ କ୍ରିକେଟରେ ୧୦ ହଜାର ରନ ପୂର୍ଣ୍ଣ କଲେ ରୋହିତ

କଲମ୍ବୋ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତୀୟ ଦିନିକିଆରେ ୧୦ ହଜାର ରନ ପୂର୍ଣ୍ଣ କରିଛନ୍ତି । ସେ ଷଷ୍ଠ ଭାରତୀୟ ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ, ମହେନ୍ଦ୍ର ସିଂ ଧୋନୀ ଓ ବିରାଟ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେତେ ରୋଗୀ, କେତେ ଖର୍ଚ୍ଚ..ଶ୍ୱେତପତ୍ର ଜାରି କର-ବିଜେପି

ଭୁବନେଶ୍ୱର:ରାସ୍ତାଘାଟରେ ଗର୍ଭବତୀଙ୍କ ସନ୍ତାନ ପ୍ରସବ, ଆାମ୍ବୁଲାନ୍ସ ନ ଥିବାରୁ ରୋଗୀ ଅଟୋ ଓ ଖଟରେ ବୁହାହେବ, ଶବକୁ ଟ୍ରଲି, ସାଇକେଲରେ ଘରକୁ ନେବା ଏସବୁ ନିତିଦିନିଆ ଘଟଣା  ହୋଇପଡିଲାଣି । ହେଲେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଆତ୍ମବିଭୋର ହେଉଛନ୍ତି । ଓଡିଶାରେ…

ମୁହାଁମୁହିଁ ହେବ ଭାରତ-ପାକ୍ ଯୁଦ୍ଧ ବିମାନ, ମିଗ-୨୯ ଓ ଜେଏଫ-୧୭ ମଧ୍ୟରେ ପ୍ରତିଯୋଗିତା

ନୂଆଦିଲ୍ଲୀ: ପୁଣିଥରେ ଭାରତୀୟ ବାୟୁସେନାର ମିଗ -୨୯ ଏବଂ ପାକିସ୍ତାନ ବାୟୁସେନାର ଜେଏଫ -୧୭ ମଧ୍ୟରେ ହେବ ପ୍ରତିଯୋଗିତା। ଉଭୟ ଦେଶର ବାୟୁସେନା ହେବେ ମୁହାଁମୁହିଁ। ଶେଷ ଥର ପାଇଁ ଭାରତ ଏବଂ ପାକିସ୍ତାନ ବାୟୁସେନା ମଧ୍ୟରେ 'ଡଗ୍ ଫାଇଟ୍' ବାଲାକୋଟ ଏୟାର ଷ୍ଟ୍ରାଇକର ପରେ ଫେବୃଆରୀ ୨୦୧୯ ରେ…

ଲୁକ୍ ଆଉଟ୍ ସର୍କୁଲାର ପରେ ବଢିଲା ସୌରିନଙ୍କ ଅଡୁଆ: ଫ୍ରିଜ ହେବ ସୌରିନ ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ

କଟକ: ଯୌନ କେଳେଙ୍କାରୀ ମାମଲାରେ ଫସିଥିବା ଓଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କର ଦିନ କୁ ଦିନ ଅଡୁଆ ବଢିବାରେ ଲାଗିଛି । ଗତକାଲି ସୌରିନଙ୍କ ବିରିଧରେ ପୋଲିସ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବା ପରେ ଆଜି ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ପଦକ୍ଷେପ ନେଇଛି କମିଶନରେଟ ପୋଲିସ ।…

କଂଗ୍ରେସକୁ ନଡ୍ଡାଙ୍କ ଟାର୍ଗେଟ: ମୋହବ୍ବତର ଦୋକାନ ଖୋଲିଛ ହେଲେ ଧର୍ମ ନାଁରେ ଘୃଣାର ସାମଗ୍ରୀ ବିକୁଛ କାହିଁକି ?

ନୂଆଦିଲ୍ଲୀ:ସନାତନ ଧର୍ମ ବିରୋଧୀ ମନ୍ତବ୍ୟକୁ ନେଇ ବିଜେପି କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟକୁ ସିଧାସଳଖ ଆକ୍ରମଣ କରିଛି । ସେତିକି ନୁହେଁ, ବିଜେପି ଅଭିଯୋଗ ଆଣିଛି ମୁମ୍ବାଇରେ ଇଣ୍ଡିଆ ବୈଠକରେ ରଣନୀତି ପରେ ବିପକ୍ଷ ସନାତନ ଧର୍ମକୁ ନେଇ ବୟାନବାଜି ଆରମ୍ଭ କରିଛନ୍ତି । ଏ ନେଇ ଆଜି ଜେପି…

ସରିଲା ଭିତରକନିକା ଦେଶୀୟ ପକ୍ଷୀ ଗଣନା, ଗତବର୍ଷ ତୁଳନାରେ ୭,୭୯୭ଟି ପକ୍ଷୀ ଅଧିକ

ରାଜନଗର: ଭିତରକନିକାରେ ବଢିଲେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା । ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ଚଳିତବର୍ଷ ୨୬ହଜାର ୧୧୮ ଟି ବସାରୁ ୧ଲକ୍ଷ ୨୩ହଜାର ୮୬୭ ଟି ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ୨୪ହଜାର ୬୬୪ ଟି ବସାରୁ ୧ଲକ୍ଷ ୧୬ହଜାର ୭୦ଟି ପକ୍ଷୀ…

ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଶ୍ଚା ଜଣେଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଗତକାଲି ପାରମ୍ପରିକ ପ୍ରତିଦ୍ଵନ୍ଦୀ ଇଣ୍ଡିଆ-ପାକିସ୍ତାନ ମ୍ୟାଚରେ ଇଣ୍ଡିଆ ୨୨୮ରନରେ ବିଜୟ ହାସଲ କରିଥିଲା । ଭାରତୀୟ କ୍ରିକେଟ ଦଳର ବିଜୟ ହାସଲ ପରେ ଆଜି ପୁରୀ ନିଳାଦ୍ରୀ ବେଳାଭୂମିରେ ଏକ…

ମନମୋହୁଛି ଭଳିକି ଭଳି ହସ୍ତତନ୍ତ : ସନ୍ଧ୍ୟା ହେଲେ ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ଲାଗୁଛି ଗହଳି

ଭୁବନେଶ୍ବର:  ଚିକମିକ ଆଲୋକମାଳାରେ ଝଲସୁଛି ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡିଆ  । ସନ୍ଧ୍ୟାରେ ଲାଗୁଛି ପ୍ରବଳ ଲୋକଙ୍କ ଗହଳି  । ବିଭିନ୍ନ ରାଜ୍ୟରୁ ଆସିଥିବା ଘର କରଣା ସାମଗ୍ରୀ ସାଙ୍ଗକୁ ପାରମ୍ପରିକ ଖାଦ୍ୟ ଓ ଦୋଳିର ମଜା ଉଠାଉଛନ୍ତି ଲୋକ  । ଗୋଟିଏ ସ୍ଥାନରେ ଲୋକଙ୍କୁ ମିଳିପାରୁଛି…

କେରଳର ‘ସରକାରା ମନ୍ଦିର’ରେ ପ୍ରତିଷ୍ଠା ହେବ ନାହିଁ ଆରଏସଏସ ଶାଖା, ହାଇକୋର୍ଟଙ୍କ ନିର୍ଦ୍ଦେଶ

ଥିରୁବନନ୍ତପୁରମ: କେରଳସ୍ଥିତ ଥିରୁବନନ୍ତପୁରମ 'ସରକାରା ଦେବୀ ମନ୍ଦିର' ପରିସରରେ ଆରଏସଏସ ଶାଖା ପ୍ରତିଷ୍ଠା ହେବ ନାହିଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। 'ସରକାରା ଦେବୀ ମନ୍ଦିର'ରେ ଆରଏସଏସର ତାଲିମକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଶୁଣାଣି ସମୟରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।…