Latest Odisha News

BREAKING NEWS

ଦିଲ୍ଲୀ ଦୀପାବଳିରେ ଏଥର ବି ଫୁଟିବନି ବାଣ : ଗଢିବା ଓ ବିକିବା ଉପରେ ଲାଗିବ କଟକଣା

ନୂଆଦିଲ୍ଳୀ: ଏଥର ବି ଦିୱାଲୀରେ ଦିଲ୍ଲୀରେ ଫୁଟିବନି ବାଣ । କଟକଣା ଲଗାଇଲେ ଆପ ସରକାର । ଦିଲ୍ଲୀ ଆମ ଆଦମୀ ପାର୍ଟି ସରକାର ପୁଣି ଥରେ ଦିୱାଲି ପର୍ବ ଉପରେ କଟକଣା ଲଗାଇଛନ୍ତି । ଦୀୱାଲିରେ ବାଣ ଫୁଟିବା ଉପରେ କଟକଣା ଜାରି କରାଯିବ ବୋଲି କହିଛନ୍ତି । ତେବେ ଏଥର ଖାଲି ବାଣ ଫୁଟିବା ଉପରେ…

ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ସମୟରେ ଦୋହରାଇବ କି ଗୋଧ୍ରା ଭଳି କାଣ୍ଡ ? ଉଦ୍ଧବ ଠାକରେଙ୍କ ଆଶଙ୍କା

ମୁମ୍ବାଇ: ଶ୍ରୀରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନୀ ସମାରୋହକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ…

ଜଗତସିଂହପୁରରେ ଆରମ୍ଭ ହେଲା ମିଶନ ଇନ୍ଦ୍ରଧନୁଶ୍, ଶୁଭାରମ୍ଭ କଲେ ଜିଲ୍ଲାପାଳ ପାରୁଲ ପଟାୱରୀ

ଜଗତସିଂହପୁର: ରାଜ୍ୟରେ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁଶ୍ କାର୍ଯ୍ୟକ୍ରମ । ମିଳିମିଳା ଓ ରୁବେଲା ଭଳି ରୋଗକୁ ଦେଶରୁ ମୂଳପୋଛ କରିବା ପାଇଁ ରାଜ୍ୟ ବ୍ୟାପୀ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁଶ୍ କାର୍ଯ୍ୟକ୍ରମ । ଜଗତସିଂହପୁରରେ ମଧ୍ୟ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ । ଜିଲ୍ଲା…

ନୀତିଶ ଭାରି ଚତୁର, ତାଙ୍କର ରାଜନୀତି କରିବାର ନିଜସ୍ୱ ରଣନୀତି ଅଛି: ପ୍ରଶାନ୍ତ କିଶୋର

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜିକାଲି ବିହାରରେ ଜନସୁରାଜ ଯାତ୍ରା କରୁଛନ୍ତି। ସେ ଗାଁ ଗାଁ ବୁଲି ଲୋକଙ୍କୁ ଭେଟୁଛନ୍ତି। ଅନୁମାନ କରାଯାଉଛି ଯେ ସେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନିଜ ଦଳ ଆରମ୍ଭ କରିବେ ଏବଂ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଅନ୍ୟପଟେ…

ଅନୁଗୁଳ ଅବକାରୀ ବିଭାଗକୁ ବଡ ସଫଳତା, ଜବତ ହେଲା ୧୧୦ ଗ୍ରାମ ବ୍ରାଉନସୁଗାର

ଅନୁଗୁଳ: ରାଜ୍ୟରେ ଥମୁନି ବ୍ରାଉନ ସୁଗାର ବେପାର । ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି । ମାତ୍ର ଏଥିରେ ମଧ୍ୟ ଅଭିଯୁକ୍ତ ତଥା ବ୍ରାଉନ ସୁଗାର ବେପାରର ମାଷ୍ଟରମାଇଣ୍ଡ ନଡରି ପୁଣି କେଉଁଠି ନା କେଉଁଠି…

ସନାତନ ଧର୍ମ ପରେ ବିଜେପିକୁ ଟାର୍ଗେଟ କଲେ ଉଦୟନିଧି: ଦଳକୁ କହିଲେ ‘ବିଷଧର ସାପ’

ନୂଆଦିଲ୍ଲୀ:ତାମିଲନାଡୁ କ୍ରୀଡା ମନ୍ତ୍ରୀ ତଥା ଏଡିଏମକେ ନେତା ଉଦୟନିଧି ଷ୍ଟାଲିନ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ସନାତନ ଧର୍ମ ପରେ ଏବେ ବିଜେପିକୁ କରିଛନ୍ତି ଟାର୍ଗେଟ କଲେ ଉଦୟନିଧି । ବିଜେପିକୁ  ବିଷଧର ସାପ ସହ ତୁଳନା କରି ଉଦୟନାଥ କହିଛନ୍ତି, ଦଳକୁ ତାମିଲନାଡୁରୁ ବାହାର କରିବା…

ପକ୍କା ଘର ସାତ ସପନ, ଆବାସ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ଗଗନ

ଯାଜପୁର: ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦେବାସହ ଯୋଜନା ଗୁଡ଼ିକ ପାଇଁ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ଯୋଜନା ଅନେକ ସ୍ଥାନରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ । ଆବାସ ଯୋଜନା ରେ…

ଆଜି ବେଙ୍ଗାଲୁର ବନ୍ଦ: ସ୍କୁଲ ଛୁଟି , ଯାତାୟତ ବାଧାପ୍ରାପ୍ତ

ବେଙ୍ଗାଲୁର: ବେଙ୍ଗୁଲୁରରେ ବନ୍ଦ ଡାକରା  । କର୍ଣ୍ଣାଟକ ଷ୍ଟେଟ୍‌ ଫେଡେରେସନ୍ ଅଫ୍ ପ୍ରାଇଭେଟ୍‌ ଟ୍ରାନ୍ସପୋର୍ଟ ଆସୋସିଏସନ୍ ଏହି ବନ୍ଦ ଡାକରା ଦେଇଛି। ପ୍ରଭାବରେ ମଧ୍ୟରାତ୍ର ପର୍ଯ୍ୟନ୍ତ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିବ। ଆଜି ଗଡିବନି ସହରର ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ୭ ଲକ୍ଷ…

ଜନ୍ମଦିନରେ ଦେଶବାସୀଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ: ଉପହାରର ନାଁ ‘ଆୟୁଷ୍ମାନ ଭବ’

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଦେବେ ଭବ୍ୟ ଉପହାର । ଏ ଉପହାର ସାରା ଦେଶବାସୀଙ୍କ ପାଇଁ । କେନ୍ଦ୍ର ସରକାର ଚଳିତବର୍ଷ ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ  ‘ଆୟୁଷ୍ମାନ ଭବ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । କେନ୍ଦ୍ର…

ସନାତନ ଧର୍ମର ଅପମାନ ବେଳେ କାହିଁକି ନୀରବ ରହିଲା କଂଗ୍ରେସ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ସନାତନ ଧର୍ମକୁ ନେଇ ଚାଲିଛି ରାଜନୀତି। ଡିଏମକେ ସରକାରରେ ଥିବା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପାଲଟା ଜବାବ ଦେଇଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ ସନାତନ ଧର୍ମକୁ ଅପମାନିତ କରିବାକୁ…