ପୁଣି ଅଲୋଡା ଶିଶୁ କନ୍ୟା: ପାଇଖାନାରୁ ଉଦ୍ଧାର ହେଲା ନବଜାତକ
ବଲାଙ୍ଗିର : ପୁଣି ଅଲୋଡା ହେଲା ଶିଶୁ କନ୍ୟା । ପାଇଖାନାରେ ପଡିଛି ନବଜାତ ଶିଶୁ କନ୍ୟା । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଭୀମଭୋଇ ମେଡିକାଲରେ । ପାଇଖାନାରୁ ଶିଶୁଟିକୁ ଉଦ୍ଧାର କରାଯାଇଛି । ପରେ ତାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି। କନ୍ୟାଟି କାହାର ଏବଂ କେଉଁ…