Latest Odisha News

BREAKING NEWS

ଦୁନିଆର ସବୁଠୁ ବୟସ୍କ କୁକୁଡ଼ା, କରିଛି ବିଶ୍ୱ ରେକର୍ଡ଼, ବିତାଉଛି ବିଳାସପୂର୍ଣ୍ଣ ଜୀବନ

ୱାଶିଂଟନ:ଦୁନିଆରେ ଅନେକ ପଶୁପକ୍ଷୀ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଛି ବିଭିନ୍ନ କାରଣରୁ ଚର୍ଚ୍ଚାକୁ ଆସିବା ସହିତ ବିଶ୍ୱ ରେକର୍ଡ଼ ବି କରିଥାନ୍ତି । ସେହିପରି ଆପଣ ଦୁନିଆର ସବୁଠୁ ବୟସ୍କ କୁକୁଡ଼ା ବିଷୟରେ ଜାଣିଛନ୍ତି କି? ଯିଏକି ଗିନିଜ୍ ୱାର୍ଲ୍ଡ ରେକର୍ଡ଼ କରିିଛି । ଆଉ ତାର ଜୀବନଶୈଳୀ…

ସତର୍କ ସୂଚନା ଜାରି ହେବା ପରେ ସମସ୍ତ ଆଂଟାସିଡ ଡାଇଜିନ ଜେଲକୁ ଫେରାଇନେଲା କମ୍ପାନୀ

ନୂଆଦିଲ୍ଲୀ: ଅଜୀର୍ଣ୍ଣ ଓ ବଦହଜମୀ ପାଇଁ ବ୍ୟବହାର ଡେଉଥିବା ଆଂଟାସିଡ ଡାଇଜିନ ଜେଲକୁ ଫେରାଇନେବା ପାଇଁ କମ୍ପାନୀ ନିର୍ଦ୍ଦେଶ ଦେଇଛି । ଏହି ଜେଲରୁ ଉତ୍କଟ ଗନ୍ଧ ଓ କଡା ସ୍ୱାଦ ବାହାରୁଥିବାରୁ ଡିସିଜିଆଇ କମ୍ପାନୀକୁ ସତର୍କ ସୂଚନା ଜାରୀ କରିଥିଲା । ଫଳରେ କମ୍ପାନୀ ଏହି ପଦକ୍ଷେପ ଗ୍ରହଣ କରିଛି…

ଓଡ଼ିଶାର ଲୋକପ୍ରିୟ ୫ ମେଗା ଧାରାବାହିକ ମଧ୍ୟରେ ରହିଛି ଜୀ ସାର୍ଥକର ୫ ଧାରାବାହିକ

ଭୁବନେଶ୍ୱର: ଜୀ-ସାର୍ଥକ ସଦା ସର୍ବଦା ନୂତନ, ଅଭିନ୍ନ କାହାଣୀ, ପାରିବାରିକ ଓ ଓଡ଼ିଶାର ମହିଳାମାନଙ୍କ ଚିନ୍ତାଧାରକୁ ନେଇ ଦର୍ଶକମାନଙ୍କୁ ମନୋରଞ୍ଜନ କରିଆସୁଛି । ଜୀ ସାର୍ଥକ ରେ ଲୋକାଦୃତ ପାଲଟିଥିବା ‘ତୁ ଖରା ମୁଁ ଛାଇ’, ‘ସୁନା ଝିଅ’, ‘ଆମ ଝିଲି’, ‘ସାଥିରେ’ ଓ ‘ଖୁସିର ଛୁଙ୍କ’ ପରି ମେଗା…

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା: କଥକ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର: ସୃଜନ ଅନୁଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୨୯ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା । ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଆୟୋଜିତ ସନ୍ଧ୍ୟାରେ କଥକ ନୃତ୍ୟ ସାଙ୍ଗକୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ…

ପରଲୋକରେ ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର

ଭୁବନେଶ୍ୱର: ପବିତ୍ର ଜନ୍ମାଷ୍ଟମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ୟତମ ପରମ ଭକ୍ତ ଓ ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ତାଙ୍କର ମୃତ୍ୟୁ…

ନଭେମ୍ବରରେ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ: ମିଲେଟ୍ ଖାଦ୍ୟ ସଂସ୍କୃତିର ପୁନରୁଦ୍ଧାର ଓ ଚାଷକୁ ପ୍ରୋତ୍ସାହନ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଆଗାମୀ ନଭେମ୍ବର ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ। ଏହି ମିଲେଟ୍ ସମ୍ମିଳନୀକୁ ସଫଳତାର ସହ ଆୟୋଜନ ନିମନ୍ତେ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ…

ବିଶ୍ୱକପ କ୍ରିକେଟ: ଭାରତର ଏହି ୩ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିବା କମ ସମ୍ଭାବନା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟ ଏଥର ଭାରତରେ ଆୟୋଜିତ ହେବ । ଏ ନେଇ ଟିମ ଇଣ୍ଡିଆ ତାର ୧୫ଜଣିଆ ଦଳ ଘୋଷଣା କରିଦେଇଛି । ତୃତୀୟ ଥର ପାଇଁ ଭାରତ ବିଶ୍ୱକପ ଜିତିବା ଆଶାରେ ପଡିଆକୁ ଓହ୍ଲାଇବ । ତେବେ ଘୋଷିତ ଦଳରେ ୩ଜଣ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିବା ଆଶା କ୍ଷୀଣ ।…

ଭାଇରାଲ୍ ହେଲା ବହୁ ଚର୍ଚ୍ଚିତ ଯୋଡ଼ି ପରିଣୀତି ଓ ରାଘବଙ୍କ ବିବାହ ସମ୍ପର୍କିତ ସମ୍ପୁର୍ଣ୍ଣ ଖବର

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଡ଼ାଙ୍କୁ ନେଇ ଏବେ ସବୁଠୁ ଚର୍ଚ୍ଚା ଚାଲିଛି। ଦୁହିଁଙ୍କ ନିର୍ବନ୍ଧ ପରଠୁ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଚର୍ଚ୍ଚିତ ଯୋଡ଼ିଙ୍କ ବିବାହ ସଂପର୍କିତ ଖବରକୁ ତାଙ୍କର ଶୁଭେଚ୍ଛୁ ଓ ପ୍ରଶଂସକମାନେ…

ଛାତ ଉପରେ କାର ଷ୍ଟଣ୍ଟ୍ କରିବା ପଡ଼ିଲା ଭାରି, ଭିଡିଓ ଦେଖିଲେ ଥରି ଉଠିବ ଛାତି

ଦୁନିଆରେ କିଛି ଲୋକ ଅଛନ୍ତି, ଯେଉଁମାନେ ଦୁଃସାହସିକ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ସେମାନେ ନିଜ ଜୀବନକୁ ବାଜି ଲଗାଇ ଷ୍ଟଣ୍ଟ ଦେଖାଇଥାନ୍ତି । ସେଥିମଧ୍ୟରୁ କିଛି ଲୋକ ବାଇକ୍ ହେଉ ବା କାରରେ ଦୁଃସାହସିକ ଷ୍ଟଣ୍ଟ କରିବାକୁ ଭଲ ପାଇଥାନ୍ତି । ବେଳେବେଳେ ଏହି ଷ୍ଟଣ୍ଟ ସେମାନଙ୍କ ପାଇଁ…

୨ ହଜାର ଦୀପରେ ବାଲୁକାକଳା, ଜୋ ବାଇଡେନଙ୍କ ଗସ୍ତକୁ ସ୍ୱାଗତ କଲେ ବାଲୁକାଶିଳ୍ପୀ ସୁଦର୍ଶନ

ପୁରୀ: ରାଜଧାନୀ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଲାଗି ଆଉ ମାତ୍ର ୨ ଦିନ। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସମ୍ମିଳନୀରେ ଯୋଗ ଦେବେ ଦେଶ ବିଦେଶର ବଡ ବଡ ହସ୍ତୀ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଆମେରିକା…