Latest Odisha News

BREAKING NEWS

ଆନନ୍ଦପୁର କୁମଡ ଗାଁରେ ଛାତିଥରା ଦୃଶ୍ୟ: କୁକୁରକୁ ଗିଳି ଦେଲା ବିରାଟ ଅଜଗର

ଆନନ୍ଦପୁର: ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କୁମଡ଼ ଗାଁରେ ଅଭାବନୀୟ ଘଟଣା ଘଟିଛି  । ଭାଲୁହୁଡି ମନ୍ଦିର ନିକଟରେ ଥିବା ଏକ ଜଙ୍ଗଲରେ ଅଜଗର ସାପ ଏକ କୁକୁରକୁ ଗିଳି ଦେଇଥିବା ଦେଖିବାକୁ ମିଳିଛି । ଏନେଇ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଁଚି ଅଜଗରଟିକୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା…

ବିଶେଷଣ (୨)

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ କ୍ରିୟା ବିଶେଷଣ: ଚଞ୍ଚଳ, ସଅଳ, ମନ୍ଦମନ୍ଦ, ମିଞ୍ଜିମିଞ୍ଜି, ହୁତୁହୁତୁ, ଘୁଘୁ, ଶୋଇଲା, ଚାଲିଲା । ଶୋଇଲା ପୁଅର ଭାଗନାହିଁ । ବିଶେଷ୍ୟ ବିଶେଷଣ ଅକ୍ଷର ଆକ୍ଷରିକ ଜନ୍ମ ଜନ୍ମିତ ଅଙ୍ଗ ଆଙ୍ଗିକ ଝଙ୍କାର ଝଙ୍କାରିତ ଅର୍ଥ ଆର୍ଥିକ ତେଲ…

କବିତା : ହେ କୃଷ୍ଣ

ନିରୁପମା ପତି ଶ୍ରୀକୃଷ୍ଣ ମାଧବ ଗୋବିନ୍ଦ କେଶବ ମଦନମୋହନ ବ୍ରଜ ଗୋସାଇଁ, ଧର୍ମ ସଂସ୍ଥାପକ ସତ୍ୟ ପ୍ରବର୍ତ୍ତକ ବ୍ୟାପ୍ତ ଚରାଚର ଜଗତ ସାଇଁ। ଭାଦ୍ରଅଷ୍ଟମୀରେ ଶୁଭ କୃଷ୍ଣ ପକ୍ଷେ ରୋହିଣୀ ନକ୍ଷତ୍ରେ ଜନମ ନେଲ, କଂସ କାରାଗାରେ ଅଷ୍ଟମ ଗର୍ଭରେ ଦେବକୀ ମାତାଙ୍କ କୋଳ ମଣ୍ଡିଲ।…

ପବିତ୍ର ଜନ୍ମାଷ୍ଟମୀ: ସବୁଠି କୃଷ୍ଣମୟ ପରିବେଶ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ଭୁବନେଶ୍ବର: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଏ ନେଇ ଗାଁଠୁ ସହର ସବୁଠି କୃଷ୍ଣମୟ ପରିବେଶ  । ଆଜି ସାରା ଦେଶରେ ବିଶେଷ କରି ବୈଷ୍ଣବ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ଏହି ପର୍ବକୁ ବେଶ ଆନନ୍ଦ ଉତ୍ସାହର ସହ ପାଳନ…

ଭାଷା ଭାଗବତ : ପାଠ ସଂପାଦନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିଖିତ ପାଠ ସଂପାଦନ ପୂର୍ବରୁ କରିଲେ ମୁଦ୍ରଣ ତହିଁର ବହୁବିଧ ତ୍ରୁଟି ପୃଷ୍ଠାରେ ଦିଶଇ ଉକୁଟି ତ୍ରୁଟି-ପୂରିତ ଛାପା ପାଠ ପହଂଚେ ପାଠକ ନିକଟ ଏପରି ତ୍ରୁଟିର ପ୍ରସାର ଭାଷା ପାଇଁ ଅହିତକର କରିଲେ ଆତ୍ମସଂଶୋଧନ…

ସକ୍ରିୟ ଲଘୁଚାପ କ୍ଷେତ୍ର: ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷିବ !

ଭୁବନେଶ୍ୱର : ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି  । ଏହାର ପ୍ରଭାବରେ ଆଉ ତିନି ଦିନ ଯାଏ ପ୍ରବଳ ବର୍ଷା ହେବ ନେଇ ଆକଳନ କରିଛି ଆଇଏମଡି  । ଆଜି ଏବଂ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳିଛି  । ଆଜି ସକାଳ ୮ଟା ୩୦…

ଆଜି ପବିତ୍ର ଜନ୍ମାଷ୍ଟମୀ, ଜାଣନ୍ତୁ ଏହି ପର୍ବର ରୀତିନୀତି

ଭୁବନେଶ୍ଵର: ଆଜି ପବିତ୍ର ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବକୁ ଜନ୍ମାଷ୍ଟମୀ କୁହାଯାଇଥାଏ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ । ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିଦ୍ରା ଭଙ୍ଗ ବିଧି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସର୍ବ ପ୍ରଥମ ନୀତି ଦ୍ୱାରଫିଟା କାର୍ଯ୍ୟକ୍ରମ ଭିତରେ ଶ୍ରୀ ସୁଦର୍ଶନଙ୍କୁ ପାର୍ଥନା ପୂର୍ବକ ସମସ୍ତ ଦ୍ୱାର ଫିଟା ହେବା ପରେ ସେବକ, ପୂଜକମାନେ ମହା ପ୍ରଭୁଙ୍କର ଶୟନ…

ପାକିସ୍ତାନରେ ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି ବୈଠକ ରଖିଲେ ସେନା ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନରେ ଅର୍ଥନୈତିକ ଦୁର୍ବଳତା ଜାରି ରହିଥିବା ବେଳେ ଏନେଇ ସେନା ମୁଖ୍ୟ ଅସୀମ ମୁନିର ବ୍ୟବସାୟ ଗୋଷ୍ଠୀ ସହିତ ବୈଠକ କରିଛନ୍ତି। ଦେଶର ଆବଶ୍ୟକତା ଅନୁଯାୟୀ ବିଦେଶୀ ପୁଞ୍ଜି ବିନିଯୋଗ ଆଣିବା ପାଇଁ ସେ ସବୁକିଛି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଚାରି ଘଣ୍ଟିଆ ମାରାଥନ…

ବିଗ୍ ବି ଅମିତାଭ୍ ବଚନଙ୍କ ଟ୍ବିଟ୍ ହେଲା ଭାଇରାଲ: ଇଣ୍ଡିଆ ହେବକି ଭାରତ ?!

ନୂଆଦିଲ୍ଲୀ: ଦେଶର ଇଂରାଜୀ ନାଁ ଇଣ୍ଡିଆ ପରିବର୍ତ୍ତେ ଭାରତକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି। କାରଣ ଜି-୨୦ ସମ୍ମିଳନୀରେ ବିଶ୍ବନେତାଙ୍କୁ ନିମନ୍ତ୍ରଣ କରିବା ପାଇଁ 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ପରିବର୍ତ୍ତେ 'ପ୍ରେସିଡେଣ୍ଟ ଅଫ ଭାରତ' ଲେଖାହୋଇଛି । ଯାହାକୁ ନେଇ ଏବେ ଜୋରଦାର ଆଲୋଚନା…