Latest Odisha News

BREAKING NEWS

ଘରୋଇ ସିଲିଣ୍ଡର ପରେ ଏବେ କମିଲା କମର୍ସିଆଲ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଘରୋଇ ଗ୍ୟାସ ସିଲିଣ୍ଡର ଦାମ ହ୍ରାସ ପରେ ଏବେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ପାଳି । ତଳମୁହାଁ ହୋଇଛି କମର୍ସିଆଲ ଗ୍ୟାସ ସିଲିଣ୍ଡର । ୧୯କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୫୮ ଟଙ୍କା ହ୍ରାସ ପାଇଛି । ଦର ହ୍ରାସ ପାଇବା ପରେ ୧୯ କିଲୋ ବାଣିଜ୍ୟିକ ସିଲିଣ୍ଡର ଦାମ ୧୫୨୨…

ପାରାଦୀପ ମଝି ସମୁଦ୍ରରେ ସନ୍ଦିଗ୍ଧ ଯୁବକ: ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ହୋଇନି ସ୍ପଷ୍ଟ , ଆତଙ୍କିତ…

ପାରାଦୀପ : ସମୁଦ୍ର ମଝିରେ ସନ୍ଦିଗ୍ଧ ଯୁବକ । ପାରାଦୀପ ଗଭୀର ସମୁଦ୍ରରେ ବୋଟ୍ ଉପରକୁ ଉଠି ଆସିଲେ ଅଜଣା ଯୁବକ। ଯାହାକୁ ଦେଖି ମତ୍ସ୍ୟଜୀବୀମାନେ ଭୟଭୀତ ହୋଇପଡ଼ିଛନ୍ତି  । ଏଭଳି କିଛି  ଘଟଣା ଘଟିଛି ଚିଲିକା ମୁହାଣ ଠାରୁ ୭୧ ମାଇଲ ଦୂର ଗଭୀର ସମୁଦ୍ରରେ। ମତ୍ସ୍ୟଜୀବୀମାନେ ସନ୍ଦିଗ୍ଧ …

ପାଟଣାଗଡ ଟିକପାଲି ଅଞ୍ଚଳରେ ମାଛଧରାକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ ! ତଦନ୍ତ କରୁଛି ପୋଲିସ

ପାଟଣାଗଡ: ପାଟଣାଗଡ ଏନଏସି  ଟିକପାଲିର ହୀରାସାଗର ଖଣିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ଗତକାଲି ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି  । ମୃତକ  ଟିକପାଲିର ଜିତେନ୍ଦ୍ର ଧୂବଳ ବୋଲି ଜଣାପଡିଛି  । ସୂଚନା ଅନୁସାରେ, ଜିତେନ୍ଦ୍ର ଓ ଉଆଁଷୁ ମଧ୍ୟରେ ପୂର୍ବ ଶତୃତା…

ତାଜ୍ ହୋଟେଲ ଉଡାଇଦେବେ ୨ ପାକିସ୍ତାନୀ ! ମୁମ୍ବାଇ ପୁଲିସକୁ ଚେତାବନୀପୂର୍ଣ୍ଣ କଲ୍ ଆସିବା ପରେ ଆଲର୍ଟ

ମୁମ୍ବାଇ : ମୁମ୍ବାଇରେ ଚାଞ୍ଚଲ୍ୟ । ମୁମ୍ବାଇର ତାଜ୍ ହୋଟେଲକୁ ୨ ପାକିସ୍ତାନୀ ଆକ୍ରମଣ କରି ଉଡାଇଦେବେ ବୋଲି ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଫୋନ୍ କଲ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ମୁମ୍ବାଇ ପୋଲିସ ଏବଂ ସୁରକ୍ଷା ବଳ ଆଲର୍ଟ ହୋଇଛି  । ସୂଚନା ଅନୁସାରେ ମୁମ୍ବାଇ ପୁଲିସର…

ବଲାଙ୍ଗୀରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଯୁବକ ଗିରଫ , ପୋଲିସର ତଦନ୍ତ ଜାରି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଯମୁନା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି  । ଘଟଣାରେ ପୋଲିସ ଜଣେ ଯୁବକକୁ ଗିରଫ କରିଛି  । ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।…

ଜଳୁଛି ମଣିପୁର: କୁକି ଓ ମୈତୀ ସମ୍ପ୍ରଦାୟ ମଧ୍ୟରେ ଗୁଳି ବିନିମୟ, ୫ରୁ ଉର୍ଦ୍ଧ୍ୱ ମୃତ, ୧୮ ଆହତ

ମଣିପୁର: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । କୁକି ଓ ମୈତୀ ସମ୍ପ୍ରଦାୟ ମଧ୍ୟରେ ଲଗାତର ଗୁଳିବିନିମୟ ଜାରି ରହିଛି । ଫଳରେ ଗତ ୭୨ ଘଣ୍ଟାରେ ୮ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସେହିପରି ୧୮ ଜଣ ଆହତ ମଧ୍ୟ ହୋଇଛନ୍ତି । ବିଷ୍ଣୁପୁର ଜିଲ୍ଲାର ଖୋଇରାଣ୍ଟକର ପାଦଦେଶ ଓ…

ମୌଳିକ ସୁବିଧା ଦାବିରେ ଭୋଟ୍ ବର୍ଜନ ନିଷ୍ପତି ନେଲେ କାହ୍ନୁଗୁଡ଼ାବାସୀ

ରାୟଗଡ଼ା : ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଆମେ ପରାଧୀନ । ଏମିତି କିଛି ସ୍ଥାନ ରହିଛି , ଯେଉଁଠାରେ ଲୋକେ ଆଜି ବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ଏମିତି କିଛି ଘଟଣା ଘଟିଛି  ରାୟଗଡା ଜିଲ୍ଲା । ଗାଁକୁ ରାସ୍ତା ଏବଂ ନଦୀ ଉପରେ ପୋଲ ନିର୍ମାଣ ନେଇ ଲୋକେ ଦୀର୍ଘ ଦିନରୁ ଦାବି…

କବିତା : ଚାଲ ଆଜି ଫେରିଯିବା

ମଞ୍ଜୁ ରାଣୀ ବେହେରା ଚାଲ ଆଜି ଫେରିଯିବା ପ୍ରକୃତିର କୋଳକୁ ମାଟି ମା ପାଖକୁ। ସେଇ ଗୋଧୂଳିର ଦାଣ୍ଡ ଝଙ୍କାଳିଆ ବରଗଛ କୋଇଲିର ମଧୁର ମୂର୍ଚ୍ଛନା ପହିଲି ବରଷାରେ ମହକୁଥିବାମାଟି ଲିପାଘର ଅଗଣା। ଚାଷୀଭାଇର ସବୁଜିମା କ୍ଷେତ ବିଲ, ପୋଖରୀ ବାଡିବଗିଚାର ସୁଆଦିଆ ପିଜୁଳି। ଗାଁ ମଝିର…

ଭାଷା ଭାଗବତ : ବହିକୁ ଆଦର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବହିକୁ ଅଧିକ ଆଦର ମିଳିବ ଜାଣି ଧୈର୍ଯ ଧର ତହିଁରେ ଥିଲେ ସ୍ବାନୁଭୂତି ପାଇବ ନିରବ ସ୍ବୀକୃତି ପାଠକ ବହିଟିଏ ପଢ଼ି ନିଜ ମନକୁ ନିଜେ ଗଢ଼ି ଆଗକୁ ପାରେ ଯଦି ବଢ଼ି ବହିକୁ ଦିଏନି ଫୋପାଡ଼ି …

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ : ୩ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି ।ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି…