ଦିଲ୍ଲୀ ମଦ ଦୁର୍ନୀତି: ଇଡି ଆସିଷ୍ଟାଂଟ ଡାଇରେକ୍ଟର ପୱନ ଖତ୍ରୀଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲା ଆଜି ନାଟକୀୟ ମୋଡ ନେଇଛି । ସିବିଆଇ ଇଡିର ଆସିଷ୍ଟାଂଟ ଡାଇରେକ୍ଟର ପୱନ ଖତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । । ମଦ ବ୍ୟାପାରୀ ଅମନଦୀପ ଢ଼ଲଙ୍କ ନିକଟରୁ ସେ ୫ କୋଟି ଟଙ୍କା ଲଂଚ ନେଇଥିବା ଅଭିଯୋଗରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…