ସପ୍ତାହକ ମଧ୍ୟରେ ଦ୍ବିତୀୟ ରେଡ୍, ୮୩୮୦ ବୋତଲ କୋରେକ୍ସ କଫ ସିରପ୍ ଜବତ ସହ ତିନି ଗିରଫ
ବରଗଡ଼: ତିନି ଜଣଙ୍କୁ ଗିରଫ କରିବା ସହ ଶନିବାର ଦିନ ପୋଲିସ ବରଗଡ଼ ଟାଉନ୍ ଥାନା ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନରେ ୮୩୮୦ ବୋତଲ କୋରେକ୍ସ କଫ ସିରପ୍ ଜବତ କରିଛି।
ଏହି ରାକେଟର ପର୍ଦ୍ଦାଫାସ ସେତେବେଳେ ହୋଇଥିଲା, ଯେତେବେଳେ ପୁଲିସର ଏକ ଟିମ୍ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରିଥିଲା। ବରଗଡ଼ ଏସପି…