ମଦୁରାଇ ଏକ୍ସପ୍ରେସରେ ନିଆଁ : ୮ ଯାତ୍ରୀ ଜୀବନ୍ତ ଦଗ୍ଧ , ୨୦ରୁ ଉର୍ଦ୍ଧ୍ବ ଆହତ
ତାମିଲନାଡୁ : ଟ୍ରେନରେ ବଡଧରଣର ଅଗ୍ନିକାଣ୍ଡ । ତାମିଲନାଡୁ ମଦୁରାଇରେ ପୁଣି ବଡ ଧରଣର ଅଘଟଣ ଘଟିଛି । ପୁନାଲୁର-ମଦୁରାଇ ଏକ୍ସପ୍ରେସରେ ନିଆଁ ଲାଗି ୮ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଆଗକୁ ମୃତାହତଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି । ୨୦ରୁ ଉର୍ଦ୍ଧ୍ବ ଲୋକ…