ଚନ୍ଦ୍ରପୃଷ୍ଠରେ କେମିତି ଚାଲିଲା ରୋଭର ପ୍ରଜ୍ଞାନ, ଇସ୍ରୋ ଜାରି କଲା ନୁଆ ଭିଡିଓ
ବେଙ୍ଗାଲୁରୁ: ଗୁରୁବାର ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂ କରିଥିବା ବେଳର ଭିଡିଓ ସାମ୍ନାକୁ ଆସିଥିବା ବେଳେ ଆଜି ଆଉ ଏକ ଭିଡିଓ ଜାରି କରିଛି ଇସ୍ରୋ । ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଭିଡିଓ ଜାରି କରିଛି ଇସ୍ରୋ । ବିକ୍ରମ ଲ୍ୟାଣ୍ଡରରୁ ଅଲଗା ହୋଇ ରୋଭର ଆଗକୁ ବଢୁଥିବା…