Latest Odisha News

BREAKING NEWS

ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ପ୍ରଜ୍ଞାନ, ଚନ୍ଦ୍ରରେ ୧୪ଦିନ ପର୍ଯ୍ୟନ୍ତ ସଂଗ୍ରହ କରିବ ତଥ୍ୟ

ଦିଲ୍ଲୀ : ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ରୋଭର ପ୍ରଜ୍ଞାନ  । ଲ୍ୟାଣ୍ଡର ବିକ୍ରମର ରାମ୍ପ୍‌ ବାଟେ ବାହାରକୁ ଆସି ରୋଭର୍‌ ପ୍ରଜ୍ଞା ଏବେ ଚନ୍ଦ୍ରପୃଷ୍ଠରେ ଚାଲୁଛି  । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।ଏବେ ଏହା ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରିବ  । ଗତକାଲି…

ଅନୁବାଦ କବିତା : ତୁମରି ରକ୍ତ, ତୁମରି ଗନ୍ଧ

ମୂଳବାଂଲା : ଆଲ ମାହମୁଦ ରାସ୍ତା ଘାଟରେ ବୁଲି ବୁଲି ଖୋଜି ଖୋଜି ଚାଲେ ଲୋକେ ପଚାରନ୍ତି, ଦେଖ କଣ ଖୋଜୁଛି ଏଇ କବି ? ସୁନାର ଟଙ୍କା ହଠାତ ମିଳିବ ଏଇ କଥା ଭାବି ଭାବି ସେଇ ଆଶାରେ ହିଁ ଦେଖେ ବାରମ୍ବାର କେଉଁଠି ଆଲୁଅ, କେଉଁଠି ଅନ୍ଧକାର ମୁଦ୍ରାର ଟଙ୍କାର, ମତୁଆଲା ଏ ମନ ମୁଁ ତ…

କେମିକାଲ ଫ୍ରାକ୍ଟିରେ ଗ୍ୟାସ୍ ଲିକ୍ , ୨୮ ଶ୍ରମିକ ଗୁରୁତର

ବରୁଚ: ଗୁଜୁରାଟ ବରୁଚ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି  ।  ଜମ୍ବୁସାରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରୁ ବିଷାକ୍ତ ବ୍ରୋମିନ ଗ୍ୟାସ ଲିକ୍ ହୋଇ ୨୮ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବା ସହ ଆଖପାଖ ଇଲାକାରେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ…

ଭାଷା ଭାଗବତ : ଉଭୟ ସଂଭବ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କହ : କୁହ ଓ ରହ : ରୁହ ଉଭୟ ପ୍ରକାରକୁ ବୋହ ଦବ : ଦେବ ଓ ନବ : ନେବ ଏବେ ଚଳୁଛି ହବ : ହେବ ଉଭୟେ ପକାଂତି ପ୍ରଭାବ ସଭିଏଁ କରି ଅନୁଭବ ସର୍ବଦା ରହିଲେ ନିରବ ଭାଷା ସଂସ୍କାର ଅସଂଭବ ରୁହିବା, କୁହିବା ଲେଖିଲେ କାହିଁକି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବାହାର ଦେଉଳି ସୁଆର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିକଟରେ ଛପନ ଭୋଗ ଓ ପଣା ଭୋଗ ଇତ୍ୟାଦି ସମର୍ପଣ ହେଉଥିବା କଥା ଆମେ ଆଲୋଚନା ପ୍ରସଙ୍ଗରେ ଜାଣିଲେ । କିନ୍ତୁ ମନରେ ପ୍ରଶ୍ନ ଉଠେ ଶ୍ରୀମନ୍ଦିର ମଧ୍ୟରେ ଥିବା ମା ଲଷ୍ମୀ…

ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ: ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଂସ୍କୃତି ବିଭାଗର ଏକ ପ୍ରତିନିଧି ଦଳ ପ୍ରଣବ ପଟ୍ଟନାୟକଙ୍କୁ…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟି ପିଟି ହତ୍ୟା !

ଜଗସିଂହପୁର: ଜଗସିଂହପୁର ସଦର ଥାନା ଚାରିବାଟିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି  । ମୃତକ ଚାରିବାଟିଆ ଗାଁର ସାଗର ନାୟକ ବୋଲି ଜଣାପଡିଛି । ସେପଟେ ପୋଲିସ ଏହି ଘଟଣାରେ ଅଭିଯୁକ୍ତକୁ…

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ଓଡ଼ିଶୀ ଆସର’

ଭୁବନେଶ୍ୱର : ପ୍ରତି ମାସରେ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣାକେନ୍ଦ୍ରରେ ଅନୁଷ୍ଠିତ ହେଉଥିବା ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମ ‘ଓଡ଼ିଶୀ ଆସର’ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଗବେଷଣା କେନ୍ଦ୍ରରେ ଶିକ୍ଷାରତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉଭୟ ଏକକ ଓ ଦ୍ୱେତ ନୃତ୍ୟ…

ଥମୁନି ହାତୀ ଆତଙ୍କ: ଅନୁଗୁଳରେ ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା

ଅନୁଗୁଳ: ଥମୁନି ହାତୀ ଆତଙ୍କ  । କେତେବେଳେ ହାତୀ ମୃତ୍ୟୁର ଖବର ଆସୁଛି ତ ଆଉ କେତେବେଳେ ହାତୀ ମଣିଷ ଲଢେଇର ଖବର ସାମ୍ନାକୁ ଆସୁଛି  । କେଉଁଠି ହାତୀ ପଲ ଗାଁ ମୁହାଁ ହେଉଛନ୍ତି ତ ଆଉ କେତେବେଳେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଛି  । ଏମିତି କିଛି ଘଟଣା ଘଟିଛି ଅନୁଗୁଳ ବନଖଣ୍ଡ…

ଲୋକକଳା ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ପ୍ରୟାସରେ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଭଞ୍ଜକଳା ମଣ୍ତପରେ ଉଦ୍ଘାଟିତ ହୋଇଯାଇଛି । ଏହି…