Latest Odisha News

BREAKING NEWS

ଆସନ୍ତା ୨୪ରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ ପ୍ରଧାନ ମହଲେଖାକାର (ଲେଖା ଓ ହକଦାରୀ)ଙ୍କ ସହଯୋଗରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆସନ୍ତା ୨୪ ତାରିଖ ଦିନ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…

ହୋମଗାର୍ଡଙ୍କୁ ନିର୍ଯାତନା: ସେପ୍ଟେମ୍ବର ୧୫ ସୁଦ୍ଧା ରିପୋର୍ଟ ଦେବାକୁ ଡିଜିପିଙ୍କୁ ଓଏଚଆରସିର ନୋଟିସ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ବ୍ରିଜେଶ ରାଏଙ୍କ ପତ୍ନୀଙ୍କ ଦ୍ୱାରା ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର ଓଡ଼ିଶା ମାନବାଧିକାର କମିସନ (ଓଏଚଆରସି) ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ରିପୋର୍ଟ ତଲବ କରିବା ସହ ଗଭୀର ଉଦବେଗ…

ଚେସ ବିଶ୍ୱକପ ଫାଇନାଲ: ପ୍ରଜ୍ଞାନନନ୍ଦ-କାର୍ଲସେନ ପ୍ରଥମ ମ୍ୟାଚ ଡ୍ର

ନୂଆଦିଲ୍ଲୀ: ଚଳିତ ଚେସ ବିଶ୍ୱକପ ୨୦୨୩ ଫାଇନାଲ ମ୍ୟାଚ ଭାରତର ଗ୍ରାଣ୍ଡମାଷ୍ଟର ଆର.ପ୍ରଜ୍ଞାନନନ୍ଦ ଓ ନରୱେର ଗ୍ରାଣ୍ଡମାଷ୍ଟର ମାଗ୍ନସ କାର୍ଲସେନ ମଧ୍ୟରେ ଖେଳାଯାଉଛି । ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ଦ୍ୱିତୀୟ ଗେମରେ ଯଦି ଫଳାଫଳ ନ ବାହାରେ ତେବେ ଟାଇବ୍ରେକରର…

ସାରଦା ଚିଟଫଣ୍ଡ ଠକେଇ, ଦୁଇ ଅଧିକାରୀଙ୍କୁ ୫ ବର୍ଷ ଜେଲ୍ ସହ ଜରିମାନା

ବାଲେଶ୍ୱର: ଚିଟଫଣ୍ଡ କମ୍ପାନୀ 'ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ୍'ର ଦୁଇ ଅଧିକାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ସହ ଜରିମାନା ଶୁଣାଇଛନ୍ତି ବାଲେଶ୍ବରର ସ୍ୱତନ୍ତ୍ର କୋର୍ଟ। କୋଟି କୋଟି ଟଙ୍କାର ନିବେଶକଙ୍କଠାରୁ ଠକେଇ କରିଥିବା ଅଭିଯୋଗରେ ମଙ୍ଗଳବାର କୋର୍ଟ ଏଭଳି ଏକ ରାୟ ଦେଇଛନ୍ତି।…

ଏସସି-ଏସଟି, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତୃତ୍ୱ ବିକାଶ ରାଜ୍ୟ ପ୍ରଗତୀ ପାଇଁ ଏକାନ୍ତ ଆବଶ୍ୟକ: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟର ଅନୁସୂଚିତ ଜାତି, ଜନଜାତି, ପଛୁଆବ ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଜନସଂଖ୍ୟା ଆନୁପାତିକ ଭାବରେ ସର୍ବାଧିକ ରହିଛି। ଯେପର୍ଯ୍ୟନ୍ତ ରାଜ୍ୟର ଏହି ବର୍ଗର ଜନସାଧାରଣଙ୍କ ମଧ୍ୟରେ ନେତୃତ୍ୱର ବିକାଶ ହୋଇନାହିଁ ସେ ପର୍ଯ୍ୟନ୍ତ ରାଜ୍ୟର ବିକାଶ ଅସମ୍ଭବ ବୋଲି କହିଛନ୍ତି…

ବେଆଇନ କଫ ସିରପ କାରବାର, ୩୦ ଔଷଧ ବେପାରୀ ଗିରଫ

ବରଗଡ: ବେଆଇନ କଫ ସିରପ୍ ଚୋରା ଚାଲାଣ କରୁଥିବା ୩୦ ଜଣ ଔଷଧ ବେପାରୀଙ୍କୁ ମଙ୍ଗଳବାର ବରଗଡ଼ ପୁଲିସ କାବୁ କରିଛି।ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ ଏସପିଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି। ଏହା ପୂର୍ବରୁ ଫେବୃଆରୀ ଓ ମାର୍ଚ୍ଚ ମାସରେ ସମାନ ପରିମାଣରେ ଚଢାଉ କରାଯାଇ ବେଆଇନ କଫ୍ ସିରଫ କରିବାରର…

ଖଳନାୟକର ସିକ୍ୱେଲ ଖୁବ ଶୀଘ୍ର

ମୁମ୍ବାଇ: ସନୀ ଦେଓଲ ଅଭିନୀତ ଗଦର ୨ ସଫଳତା ପରେ ଏବେ ଅନେକ ପୁରୁଣା ସୁପରହିଟ ଫିଲ୍ମର ସିକ୍ୱେଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ସୁଭାଷ ଘାଇ ଏବେ ଖଳନାୟକ ସିକ୍ୱେଲ ନେଇ ଅଂଟା ଭିଡିଛନ୍ତି । ନିର୍ଦ୍ଦେଶକ ସୁଭାଷ ମଧ୍ୟ ଏ ନେଇ ନିଶ୍ଚିତ କରିଛନ୍ତି…

ପ୍ରତିଶୋଧ ମୁଡରେ କଂଗ୍ରେସ, ବିଜେପିକୁ ସଫା କରିବାକୁ ‘ଅପରେସନ ପାମ’!

ଭୁବନେଶ୍ୱର: କର୍ଣ୍ଣାଟକରେ ଯେସାକୁ ତେସା ନ୍ୟାୟରେ କଂଗ୍ରେସ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସରକାରକୁ ଆସିବା ପରେ ପୂର୍ବ ବିଜେପି ସରକାର ଦ୍ୱାରା କରାଯାଇଥିବା ବହୁ କାର୍ଯ୍ୟ ଉପରେ ରୋକ ଲଗାଇବା ସହ କଂଗ୍ରେସ ସରକାର କଡା ପଦକ୍ଷେପ ନେଉଛି। ଅନ୍ୟପକ୍ଷରେ କର୍ଣ୍ଣାଟକରେ କଂଗ୍ରେସ…

ମାହାଙ୍ଗା ନାବାଳିକା ମୃତ୍ୟୁ: ଶରତ ନାୟକ, ଖେଳ ଶିକ୍ଷକ ଗିରଫ, ଏବେ ବି ସନ୍ଦେହ ଘେରରେ ପୋଲିସ

କଟକ: ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଶେଷରେ ଗିରଫ ହେଲେ ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟ। ନିକଟରେ ଏହି ମାମଲାରେ ନିଜର ଭୂମିକାକୁ ନେଇ ଶରତ ବିବାଦୀୟ ହୋଇପଡ଼ିବା ପରେ ବିଜେଡି ତାଙ୍କୁ ନିଲମ୍ବନ କରିଛି। ତେବେ ଏହି ମାମାଲାରେ ପୋଲିସର ଭୂମିକା ବିବାଦମୁକ୍ତ ନଥିବା ବେଳେ ଆଜି…

ରାହୁଲଙ୍କ ମାୟାଜାଲରେ ବିଜେପି!

ଭୁବନେଶ୍ୱର: ଲଦାଖ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଶୈଳୀରେ କାର୍ଯ୍ୟ କରୁଛନ୍ତି। କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା ମାଧ୍ୟମରେ ଏକ ବଡ଼ ବାତାବରଣ ସୃଷ୍ଟି କରିବାରେ ସଫଳ ହୋଇଥିବା ରାହୁଲ ତା ପରେ ସେଭଳି ଢାଞ୍ଚାରେ ହିଁ କାର୍ଯ୍ୟ…