Latest Odisha News

BREAKING NEWS

ସାମ୍ବାଦିକଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ଘଟଣା: ବଢିଲା ମହିଳା ଜେଲରଙ୍କ ଅଡୁଆ, ତଦନ୍ତ ଆରମ୍ଭ କଲେ ଜେଲ ଡିଆଇଜି

କଣ୍ଟାବାଞ୍ଜି: ସାମ୍ବାଦିକଙ୍କୁ ହତ୍ୟା ପାଇଁ କଣ୍ଟାବାଞ୍ଜି ଜେଲରଙ୍କ ଷଡଯନ୍ତ୍ର ଘଟଣା ।  ତଦନ୍ତ ପାଇଁ ଜେଲରେ ପହଞ୍ଚିଛନ୍ତି ଜେଲ୍ ଡିଆଇଜି । ଜେଲ ଡିଆଇଜି କୁଳମଣି ବେହେରା ଓ ଅନ୍ୟ ଅଧିକାରୀ ଜେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଥାନାରେ ମାମଲା ରୁଜୁ ପରେ ୱେବ ସାମ୍ବାଦିକ…

୧୨ ଦଫା ଦାବିରେ ୧୨ଘଣ୍ଟିଆ ଭୁବନ ବନ୍ଦ, ଗାଡି ଚଳଚଳ ଠପ୍

କାମାକ୍ଷାନଗର: ୧୨ ଦଫା ଦାବିରେ ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ ପାଳନ କରାଯାଉଛି  । କାମାକ୍ଷାନଗର ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏଁ ଏହି ବନ୍ଦ ପାଳନ କରାଯିବ  ।  ପାନୀୟ ଜଳ , ରାସ୍ତା ସହ ଡାକ୍ତର ଓ ଶିକ୍ଷକ ନିଯୁକ୍ତି ଦାବିରେ ବନ୍ଦ ପାଳନ…

ବୁଢାପଡା ସ୍କୁଲ ଛାତ୍ର ମୃତ୍ୟୁ ଘଟଣାରେ ଆକ୍ସନ: ୪ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଲମ୍ବିତ

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ବୁଢାପଡା ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣାରେ ଆକ୍ସନ  ।  ଦୁଇ ଜଣ ଶିକ୍ଷକ ଓ ଦୁଇ ଜଣ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି  । ଏହି ୪ ଜଣଙ୍କୁ ନିଲମ୍ବନ କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ଗତକାଲି ସ୍କୁଲ ପାଖ ଏକ ନାଳରେ ବୁଡି ଜଣେ ତୃତୀୟ ଶ୍ରେଣୀ ଛାତ୍ରର…

କବିତା : ଫେରିଆସିବୁ ଯଦି ଆ

ରତ୍ନମୟ ତ୍ରିପାଠୀ  ଫେରି ଆସିବୁ ଯଦି ଆ ଖୋଲା ରଖିଛି ଦୁଆର ପ୍ରେମିଳ ହୃଦୟ ଆଉ ବିସ୍ତିଣ୍ଣ ଆଶାର ଆକାଶ ସବୁକିଛି ଏବେ ତୋର ଦେଲି ତୋତେ ମୋର.. ପ୍ରିୟ ଫୁଲର ଅଗଣା ଏବେ ତୁ ଯାହା ଚାହୁଁ କର ଫୁଟା ତୁ ଗୋଲାପର ଫୁଲ ଅବା ଲଗା କୃଷ୍ଣଚୂଡ଼ା ଲଗାପଛେ କଣ୍ଟାର ବାଡ଼ ପ୍ରତିଶୃତି ଦେଲି…

ପୁରୀ ମେଡିକାଲ କଲେଜ ରାଗିଂ ଘଟଣା : ତୁରନ୍ତ ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଏସପି

ପୁରୀ : ପୁରୀ ମେଡିକାଲ କଲେଜ ରାଗିଂ ଘଟଣାକୁ ନେଇ ବଢିଛି ଚର୍ଚ୍ଚା । ତେବେ ରାଗିଂ ମାମଲା ସାମ୍ନାକୁ ଆସିବା ପରେ ୩ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଣ୍ଟି ରାଗିଂ କମିଟି ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ୩ ଜଣ ସିନିଅରଙ୍କୁ…

ଭାଷା ଭାଗବତ : ତ୍ରୁଟିର ବିନାଶ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ଭୁଲ୍‌ କରିଛିଁ ' ବୋଲି ଜାଣି ପାରିଲେ, ଶୀଘ୍ର ସେହି କ୍ଷଣି କରିପାରିଲେ ସଂଶୋଧନ ମିଳେନି ତ୍ରୁଟିର ଦର୍ଶନ ' ଆତ୍ମସମୀକ୍ଷା ' ନିରଂତର କରିବା ଯେଣୁ ଦରକାର ନାହିଁ ନିର୍ଦିଷ୍ଟ ବେଳ, କାଳ ହେବାକୁ ସକ୍ରିୟ, ସଚଳ ନିଜର…

ଜିଲ୍ଲା ମାନ୍ୟତା ଦାବି : ଆଜି ୧୨ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି: ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି  । ବିଶେଷ କରି ତୁରେଇକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଓ କଣ୍ଟାବାଞ୍ଜିରେ ଏହାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅଧର ପଣା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରପାଣକ ବା ପଣା ଭୋଗ ବିଷୟରେ ଆଲୋଚନା କରି ଆମେ ଜାଣିଲେ ଯେ ମହାପ୍ରଭୁଙ୍କୁ ରଥ ଉପରେ ପ୍ରଦାନ କରାଯାଉଥିବା ପଣା ଭୋଗ ହିଁ ଅଧର ପଣା ଭାବରେ ବିଖ୍ୟାତ ହୋଇଛି।…

‘ଗଦର ୩’କୁ ନେଇ ଭିନ୍ନ ପ୍ରତିକ୍ରିୟା ରଖିଲେ ଅମିଶା

ମୁମ୍ବାଇ: ଫିଲ୍ମ ଗଦର-୨କୁ ନେଇ ବଲିଉଡର ନାୟିକା ଅମିଶା ପଟେଲ ଏବେ ଖୁବ୍ ଚର୍ଚ୍ଚାରୋ ଅଭିନେତା ସନ୍ନି ଦେୱଲ ଓ ଅମିଶାଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଧମାକା ମଚାଉଛି । ଫିଲ୍ମଟି ଏତେ ସଫଳତା ପାଇବ ବୋଲି ପ୍ରଯୋଜନା ସଂସ୍ଥା ବି ଆଶା କରି ନ ଥିଲା । କେବଳ ଆମ ଦେଶରେ ନୁହେଁ ବିଦେଶରେ ବି…

ଫ୍ରେଞ୍ଚ ରୋଲ୍‌ରେ ତିଆରି ପୋଷାକ ପରିଧାନ କଲେ ଉର୍ଫି

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ସେ କଦାପି କାହାକୁ ଭୟ କରନ୍ତି ନାହିଁ । ଯାହା କରିବାକୁ ସେ ଠିକ୍ ଭାବନ୍ତି, ତାହା ହିଁ କରିଥାନ୍ତି । ଏବେ ପୁଣି ସେମିତି ଅଜବ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ସେ…