Latest Odisha News

BREAKING NEWS

ଜିଲ୍ଲା ମାନ୍ୟତା ଦାବି : ଆଜି ୧୨ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି: ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି  । ବିଶେଷ କରି ତୁରେଇକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଓ କଣ୍ଟାବାଞ୍ଜିରେ ଏହାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅଧର ପଣା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରପାଣକ ବା ପଣା ଭୋଗ ବିଷୟରେ ଆଲୋଚନା କରି ଆମେ ଜାଣିଲେ ଯେ ମହାପ୍ରଭୁଙ୍କୁ ରଥ ଉପରେ ପ୍ରଦାନ କରାଯାଉଥିବା ପଣା ଭୋଗ ହିଁ ଅଧର ପଣା ଭାବରେ ବିଖ୍ୟାତ ହୋଇଛି।…

‘ଗଦର ୩’କୁ ନେଇ ଭିନ୍ନ ପ୍ରତିକ୍ରିୟା ରଖିଲେ ଅମିଶା

ମୁମ୍ବାଇ: ଫିଲ୍ମ ଗଦର-୨କୁ ନେଇ ବଲିଉଡର ନାୟିକା ଅମିଶା ପଟେଲ ଏବେ ଖୁବ୍ ଚର୍ଚ୍ଚାରୋ ଅଭିନେତା ସନ୍ନି ଦେୱଲ ଓ ଅମିଶାଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଧମାକା ମଚାଉଛି । ଫିଲ୍ମଟି ଏତେ ସଫଳତା ପାଇବ ବୋଲି ପ୍ରଯୋଜନା ସଂସ୍ଥା ବି ଆଶା କରି ନ ଥିଲା । କେବଳ ଆମ ଦେଶରେ ନୁହେଁ ବିଦେଶରେ ବି…

ଫ୍ରେଞ୍ଚ ରୋଲ୍‌ରେ ତିଆରି ପୋଷାକ ପରିଧାନ କଲେ ଉର୍ଫି

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ସେ କଦାପି କାହାକୁ ଭୟ କରନ୍ତି ନାହିଁ । ଯାହା କରିବାକୁ ସେ ଠିକ୍ ଭାବନ୍ତି, ତାହା ହିଁ କରିଥାନ୍ତି । ଏବେ ପୁଣି ସେମିତି ଅଜବ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ସେ…

ଭେଜିଟେବଲ ମ୍ୟାନ, ଯିଏ ୩୦ ବର୍ଷ ଧରି ବଜାରରୁ କିଣିନାହାନ୍ତି ପନିପରିବା

ଲକ୍ଷ୍ନୌ: ବାସ୍ତବରେ ତାଙ୍କ ଉଦ୍ୟମକୁ ଯେତେ ପ୍ରଶଂସା କଲେ ବି କମ୍ ହେବ । କାରଣ ନିଜ ଉଦ୍ୟମ ଯୋଗୁ ସେ ପରିଚିତି ପାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଉତ୍ସାହିତ କରି ଆସୁଛନ୍ତି । ଏହା ହେଉଛି ଉତ୍ତରପ୍ରଦେଶ ଲକ୍ଷେ୍ନା÷ର ଭେଜିଟେବଲ ମ୍ୟାନ ଭାବେ ପରିଚିତ ବିନୋଦ କୁମାର ପାଣ୍ଡେଙ୍କ କାହାଣୀ ।…

କନିଆ ମୁହଁରେ କେକ୍ ବୋଳିବା ମହଙ୍ଗା ପଡ଼ିଲା: ବିବାହର ଦିନକ ପରେ ବରକୁ ମିଳିଲା ଛାଡ଼ପତ୍ର ନୋଟିସ

କୁହାଯାଏ, ବିବାହ ହେଉଛି ଜନ୍ମ ଜନ୍ମାନ୍ତରର ବନ୍ଧନ । ସାରାଜୀବନ ଦୁଃଖସୁଖରେ ସାଥୀ ହେବା ପାଇଁ ଶପଥ ନିଅନ୍ତି । କିନ୍ତୁ ବେଳେବେଳେ ଏହି ବନ୍ଧନ ଗୋଟିଏ ଦିନରେ ହିଁ ଭାଙ୍ଗିଯାଇଥାଏ । ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ବର ଖୁସିରେ କନ୍ୟାର ମୁହଁରେ କେକ୍ ଲଗାଇ ଦେବାରୁ ତାଙ୍କୁ…

ଅବିଭକ୍ତ କୋରାପୁଟ ଜିଲ୍ଲାରୁ ହଜି ଯାଇଛି ୧୨ ହଜାର ପ୍ରଜାତିର ଦେଶୀ ଧାନ ବିହନ

ରାୟଗଡ଼ା: ରାଜ ରାଜୁଡା ଶାସନ କାଳରେ ଦେଶୀ ଧାନ ବିହନର ବେସ ଚାହିଦା ରହିଥିଲା। ହେଲେ ଧୀରେ ଧୀରେ ରାଜ ରାଜୁଡା ଶାସନ ଲୋପ ପାଇବା ସାଙ୍ଗକୁ ଦେଶୀ ଧାନ ବିହନ ମଧ୍ୟ ବିଲୁପ୍ତ ହେଇଯାଇଛି। ସେତେବେଳର ଜୟପୁର ରାଜତନ୍ତ୍ର ଶାସନ ଅର୍ଥାତ୍ ବର୍ତ୍ତମାନର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ…

ବର୍ତ୍ତମାନର କରୋନା ସ୍ଥିତି ଓ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ବିଶ୍ୱସ୍ତରରେ କରୋନା ଭୂତାଣୁର କେତେକ ନୂଆ ପ୍ରତିରୂପ ଚିହ୍ନଟ ହେବାକୁ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ବିଶ୍ୱସ୍ତରରେ ଏବଂ ଭାରତରେ ବର୍ତ୍ତମାନର କୋଭିଡ…

ପୋଲିସକୁ ଆକ୍ରମଣ ଅଭିଯୋଗ, ମା-ଝିଅ ଗିରଫ

ସୋର: ରବିବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମରେ ଜଣେ ଘୋଷିତ ଅପରାଧୀର ପରିବାର ପୁଲିସ ଟିମ୍ ଉପରେ ଆକ୍ରମଣ କରିଥିଲା। ଏହି ଘଟଣାରେ ପୁଲିସ ଆଜି ଅଭିଯୁକ୍ତର ସ୍ତ୍ରୀ ଓ ଝିଅକୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ମଞ୍ଜୁଲତା…

ବଢ଼ିଲା ଗୋପାଳପୁର ବିଧାୟକଙ୍କ ଅଡ଼ୁଆ, ଠକେଇ ମାମଲାରେ ଦାଖଲ ହେଲା ଚାର୍ଜଫ୍ରେମ୍

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡ଼ୁଆ ବଢ଼ିଲା। ଚାକିରି ଜାଲିଆତି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୋଧରେ ଆଜି ସ୍ୱତନ୍ତ୍ର କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି। ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଏବଂ ଓଡ଼ିଶା କ୍ୟାଡରର…