ଆମେରିକାରେ ଶିଶୁପୁତ୍ର ସହ ଭାରତୀୟ ଦମ୍ପତିଙ୍କ ଶବ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
ନ୍ୟୁୟର୍କ:ଆମେରିକାରର ମେରିଲାଣ୍ଡ ରାଜ୍ୟରେ ରହୁଥିବା ଭାରତୀୟ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାପା-ମା’ଙ୍କ ସହ ୬ ବର୍ଷର ଶିଶୁପୁତ୍ରର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ପରିବାରର ତିନି ସଦସ୍ୟ ଏକାଠି ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ତଥ୍ୟ ଅନୁଯାୟୀ ତିନି…