Latest Odisha News

BREAKING NEWS

‘ହିନ୍ଦୀରେ ନାଁ, ଇଂରାଜୀରେ ଡ୍ରାଫ୍ଟ’ କହି କେନ୍ଦ୍ର ସରକାରଙ୍କୁ ପି.ଚିଦାମ୍ବରମଙ୍କ ସମାଲୋଚନା

ନୂଆଦିଲ୍ଲୀ: ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାର ସୁଧାର ପାଇଁ ଲୋକସଭାରେ ଉପସ୍ଥାପିତ ହୋଇଥିବା କେନ୍ଦ୍ରର ତିନୋଟି ବିଲ୍ ଉପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମ୍ ମନ୍ତବ୍ୟ ଦେଇଛନ୍ତି। ପୁଡୁକୋଟ୍ଟଇରେ ସାମ୍ବାଦିକଙ୍କ ସହ ଏକ ସାକ୍ଷାତକାରରେ ଚିଦାମ୍ବରମ୍ ବିଜେପି…

ରୁଷୀୟ ଚନ୍ଦ୍ରଯାନ ଲୁନା-୨୫ରେ ଜରୁରୀକାଳୀନ ସ୍ଥିତି: ଶେଷ ମୁହୁର୍ତ୍ତରେ ପ୍ରଯୁକ୍ତିଗତ ତ୍ରୁଟି

ମସ୍କୋ: ଋଷର ମୁନ୍ ମିଶନ୍ ‘ଲୁନା-୨୫ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଚନ୍ଦ୍ରପୃଷ୍ଠରେ ଏହାର ଅବତରଣ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଲୁନା-୨୫ ଅଟୋମେଟିକ୍ ଅନବୋର୍ଡ କମ୍ପ୍ୟୁଟରରେ ଜରୁରୀକାଳୀନ ସ୍ଥିତି ଦେଖାଦେଇଛି ବୋଲି ଋଷ ମହାକାଶ ଏଜେନ୍ସି ‘ରସକସମସ୍’ ପକ୍ଷରୁ ସୂଚନା ମିଳିଛି ।…

ଅନଲାଇନ ଫ୍ରଡର ଶିକାର ହେଲେ ମହିଳା: ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହେଲା ୫ ଲକ୍ଷ ଟଙ୍କା

ଦିଲ୍ଲୀ : ଦିନକୁ ଦିନ ଦ୍ରୁତ ଗତିରେ ବଢିଚାଲିଛି ଅନ୍‌ଲାଇନ୍‌ ଫ୍ରଡ ମାମଲା ।  ପ୍ରତ୍ୟେକ ଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ପୁଣି ସମାନ ଭାବେ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହିଳା ଅନଲାଇନ ଫ୍ରଡର ଶିକାର ହୋଇଥିବା ଦେଖିବାକୁ ମିଳିଛି ।  ଗୋଟିଏ ଛୋଟ ଭୁଲ ପାଇଁ…

ରାଜୀବ ଗାନ୍ଧୀ ଜନ୍ମ ଜୟନ୍ତୀ; ୧୪ ହଜାର ଫୁଟ ଉଚ୍ଚରୁ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ଭାରତ ରତ୍ନର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ। ଲଦାଖରେ ବାପାଙ୍କ ଜନ୍ମଜୟନ୍ତୀ ପାଳନ କରୁଛନ୍ତି ରାହୁଲ ଗାନ୍ଧୀ। ୧୪ ହଜାର ଫୁଟ ଉଚ୍ଚରୁ ପିତା ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜନ୍ମ ବାର୍ଷିକୀରେ ସ୍ମରଣ କରିଛନ୍ତି।…

ଶିଶୁ କବିତା: ପରଜାପତି

ତରୁଣ କୁମାର ମିଶ୍ର ପରଜାପତିରେ ପରଜାପତି , ହେଉଅଛୁ କିଆଁ ତରକା ଅତି , ଫୁଲରୁ ଫୁଲକୁ ଯାଉ ଉଡ଼ି ବେଗେ , ମନ କଥା କେବେ ନଶୁଣି କିଛି । କେଡ଼େ ଶରଧାରେ ପରାଗେ ତା'ର , ରଖିଛି ତୋ ପାଇଁ ମଧୁ ଆଧାର , ଦେବ ବୋଳି ଦେହେ ତା'ରଙ୍ଗୀନ ରେଣୁ ରଙ୍ଗରଙ୍ଗିଆ ଡେଣାରେ ତୋର । ପରାଗ…

ବାରିପଦାରେ ହେବ କ୍ୟାନସର ହସ୍ପିଟାଲ : ଜାନୁଆରୀ ମାସ ସୁଦ୍ଧା କାମ ଆରମ୍ଭ ଲକ୍ଷ୍ୟ

ବାରିପଦା: ପୁରା ହେବ ମୟୁରଭଞ୍ଜବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ  ।  ବାରିପଦାରେ ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ  । ଖୁବଶୀଘ୍ର ଖୋଲିବ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ । ଏ ନେଇ ଗତକାଲି ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ ମୁମ୍ବାଇରୁ ଏକ ୫ ଜଣିଆ ପ୍ରତିନିଧି ଦଳ ଦୁଇ ଦିନିଆ ମୟୂରଭଞ୍ଜ…

କୁନି ଝିଅ ସମସ୍ୟା ବଖାଣିବା ପରେ ପଦୁଗୁଡ଼ା ଗାଁ ପହଞ୍ଚିଲା ଦଶମନ୍ତପୁର ବ୍ଲକ୍ ପ୍ରଶାସନ

କୋରାପୁଟ: ସଫଳ ହେଲା କୁନି ଝିଅର ନିଆରା ଢଙ୍ଗରେ କରିଥିବା ଅଭିଯୋଗ। କୁନିଝିଅ ନିଜ ଅଞ୍ଚଳର ସମସ୍ୟା ବଖାଣିବା ପରେ ପଦୁଗୁଡ଼ା ଗାଁରେ ପହଞ୍ଚିଛି ଦଶମନ୍ତପୁର ବ୍ଲକ୍ ପ୍ରଶାସନ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଦଶମନ୍ତପୁର ଅଞ୍ଚଳବାସୀଙ୍କ ସମସ୍ୟାକୁ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ…

ଚଳନ୍ତା ବସରେ ଲାଗିଲା ନିଆଁ : ୨୦ ଜୀବନ୍ତ ଦଗ୍ଧ, ୭ ଯାତ୍ରୀ ଗୁରୁତର

ଇସଲାମାବାଦ: ଚାହୁଁ ଚାହୁଁ ଜଳିଗଲା ବସ୍‌ । ପାକିସ୍ଥାନ ପଞ୍ଜାବ ପ୍ରାନ୍ତରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି  । ପ୍ରାନ୍ତର ପିଣ୍ଡି ଭଟ୍ଟିୟା ସହରରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଛି  । ଫଳରେ ୨୦ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି  ।  ବସ୍‌ରେ…

ଭାଷା ଭାଗବତ : ଳ : ଲ ଭେଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ରଡ଼ିଛାଡ଼ିଲେ କ୍ରୂର କାଳ ଶୁଣିପାରେନି ଜଣେ କାଲ ହାତରେ ରଖନାହିଁ ଗାଲ ଚଂଚଳ ଯାଇ ଭାତ ଗାଳ ନାନା କୌଶଳେ, ବଳେ କଳେ ସଭିଏଁ ମିଶି କାମ କଲେ ପୁରୁଣା କଟକକୁ ଗଲି ଦେଖିଲି ସରୁ ଲଂବା ଗଳି କରିଲ ନିଜେ ଏତେ ହେଳା ସତରେ କ'ଣ…

ମଶା ଘଉଡାଇବା ମେସିନ୍ ନେଲା ଆଈ ସମେତ ତିନି ନାତୁଣୀଙ୍କ ଜୀବନ

ଚେନ୍ନାଇ: ଘର ଭିତରୁ ମଶା ଘଉଡାଇବାକୁ ଶୋଇବା ବେଳେ ଲଗାଇଥିବା ମେସିନ ସାଜିଲା କାଳ। କୌଣସି କାରଣରୁ ରାତିରେ ନିଆଁ ଲାଗିଯିବାରୁ ଶ୍ବାସରୁଦ୍ଧ ହୋଇ ତିନି ଜଣଙ୍କର ମୃତ୍ୟୁ।  ତାମିଲନାଡୁର ମନାଲି ନିକଟସ୍ଥ ମାଥୁର ଏମଏମଡିଏରେ ଥିବା ଏକ ଘରେ ଏହି ଅଘଟଣ ଘଟିଛି। ଏଥିରେ ଜଣେ ବୃଦ୍ଧା ସମେତ ତିନି…