୨୦୨୪ରେ କେଉଁଠୁ ନିର୍ବାଚନ ଲଢିବେ ରାହୁଲ, ପ୍ରିୟଙ୍କା : ଘୋଷଣା କଲେ ୟୁପି କଂଗ୍ରେସ ଅଧ୍ୟକ୍ଷ
ବାରାଣାସୀ: ୨୦୨୪ ନିର୍ବାଚନକୁ ନେଇ କଂଗ୍ରସ କମର ସଜାଡିଲାଣି । ଘନଘନ ବୈଠକ କରି କିଏ କେଉଁଠୁ ଛିଡା ହେବ, କେଉଁଠି କେତେ ପ୍ରାର୍ଥୀ ଦେବ ସେ ନେଇ ହିସାବନିକାସ କରୁଥିବାବେେଳେ ରାହୁଲ ଗାନ୍ଧୀ କେଉଁଠୁ ନିର୍ବାଚନ ଲଢିବେ ସେ ନିଷ୍ପତ୍ତି ମଧ୍ୟ ନେଇ ସାରିଲେଣି । ରାହୁଲ ଗାନ୍ଧୀ ୨୦୨୪…