Latest Odisha News

BREAKING NEWS

ଉତ୍ତର ଭାରତର ତିନୋଟି ରହସ୍ୟମୟ ସ୍ଥାନ, ଯାହା ପର୍ଯ୍ୟଟକ ମାନଙ୍କର ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ସଂସ୍କୃତି, ଖାଦ୍ୟ ଏବଂ ପ୍ରାକୃତିକ ସୋନ୍ଦର୍ଯ୍ୟ ଦୃଷ୍ଟିରୁ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ବେଶ୍ ମନୋରମ । ଏହି ରାଜ୍ୟଗୁଡିକ ସେମାନଙ୍କର ସୁନ୍ଦର ଉପତ୍ୟକା, ଜଳପ୍ରପାତ, ବିସ୍ତୃତ ପାହାଡ଼ିଆ ଅଞ୍ଚଳ ଏବଂ ଚିତ୍ରକଳା ଦୃଶ୍ୟ ପାଇଁ ମଧ୍ୟ ଜଣାଶୁଣା । ଏହାର ସୌନ୍ଦର୍ଯ୍ୟ ଦେଶ ତଥା…

ନକଲି ଆରଟିଆଇ କର୍ମୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଭୁବନେଶ୍ୱର: ସୂଚନା ଅଧିକାର କର୍ମୀ ଭାବେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଠକକୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍  । ଠକ କିଶୋର ମିଶ୍ରଙ୍କୁ କୋରାପୁଟରୁ ଗିରଫ କରାଯାଇଛି  । ସେ  ନିଜକୁ ଜଣେ ସୂଚନା ଅଧିକାର କର୍ମୀ ବୋଲି କହିବା ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ନକଲି ପରିଚୟପତ୍ର…

ପ୍ରଫେସର ସବିତା ପ୍ରଧାନ ହେଲେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି

ଭୁବନେଶ୍ୱର: ପ୍ରଫେସର ସବିତା ପ୍ରଧାନ ହେଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି। ଶୁକ୍ରବାର ଦିନ ସାବିତା ପ୍ରଧାନଙ୍କୁ ପୁରୀ ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ଦେଲେ କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲ୍। କୁଳପତି ଭାବେ ପ୍ରଫେସର ସବିତାଙ୍କୁ ୨ ବର୍ଷ…

ସାମ୍ବାଦିକଙ୍କ ଘରେ ପଶି ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ପାଟନା: ବିହାରର ଅରରିୟାଠାରେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସାମ୍ବାଦିକଙ୍କ ନାଁ ବିମଳ କୁମାର ଯାଦବ । ବିମଳ ‘ଦୈନିକ ଜାଗରଣ’ର ସାମ୍ବାଦିକ ବୋଲି ଜଣାପଡିଛି । ଘଟଣା ଆଜି ସକାଳ ଘଟିଛି । ୪ ଜଣ ବ୍ୟକ୍ତି ତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଜଣାଯାଇଛି । ଏହି…

ଆତ୍ମହତ୍ୟା କମାଇବ ସ୍ପ୍ରିଙ୍ଗ ଫ୍ୟାନ୍, ହଷ୍ଟେଲ ମାନଙ୍କରେ ଆରମ୍ଭ ହେଲା କାମ

କୋଟା: ଏଣିକି ଆତ୍ମହତ୍ୟା କମାଇବ ସ୍ପ୍ରିଙ୍ଗ ଫ୍ୟାନ୍। ହଷ୍ଟେଲରେ ଆତ୍ମହତ୍ୟା ବଢୁଥିବାରୁ ଏହାକୁ କମାଇବା ପାଇଁ ଉଦ୍ୟମ ହୋଇଛି। ରାଜସ୍ଥାନ କୋଟାର ହଷ୍ଟେଲ ମାନଙ୍କରେ ସ୍ପ୍ରିଙ୍ଗ ଫ୍ୟାନ୍ ଲଗାଇବା କାମ ଆରମ୍ଭ ହୋଇଛି। ରାଜସ୍ଥାନର କୋଟା ଏକଦା ଜେଇଇ-ନିଟ୍ (JEE-NEET) ପରୀକ୍ଷା ପ୍ରସ୍ତୁତି…

ହ୍ଵାଟ୍ସଆପ ଆଣିଲା ନୁଆ ଫିଚର୍: ଏଣିକି ପଠାଇ ପାରିବେ HD ଫଟୋ

ନୂଆଦିଲ୍ଲୀ: ବିଶ୍ଵର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପରେ ସେୟାର କରିହେବ ହାଇ କ୍ବାଲିଟି ଫଟୋ । ଆପରେ ଫଟୋ ସେୟାରିଂରେ ଉନ୍ନତି ଆଣିବା ପାଇଁ ହ୍ବାଟ୍ସଆପ ଏକ ନୂତନ ଫିଚର ଯୋଡିଛି, ଯାହା ସାହାଯ୍ୟରେ ଆପଣ HD ଫଟୋ ସେୟାର କରିପାରିବେ । ମେଟାର ସିଇଓ ମାର୍କ ଜୁକରବର୍ଗ ଇନଷ୍ଟାଗ୍ରାମ…

ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରଥିବା ୪ ଶିକ୍ଷକ ବହିଷ୍କୃତ

ବଲାଙ୍ଗୀର: ହରଡଘଟଣାରେ ନକଲି ଶିକ୍ଷକ । ନକଲି ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର ।ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ମାମଲାରେ ୪ଜଣଙ୍କୁ ବହିଷ୍କାର କରାଯାଇଛି । ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ଏହି ୪ ନକଲି ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ।…

ଭିସ୍ତାରା ଫ୍ଲାଇଟରେ ବୋମା ଭୟ: ଦିଲ୍ଲୀ ବିମାନ ବନ୍ଦରରେ ଛାନଭିନ

ନୂଆଦିଲ୍ଲୀ: ଭିସ୍ତାରା ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ । ଏପରି ଧମକ ଶୁଣିବା ପରେ ଚାରିଆଡେ ଖେଳିଗଲା ହଇଚଇ । ଦିଲ୍ଲୀ ଏୟାରପୋର୍ଟରେ ଆଜି ଏପରି ଘଟଣା ଦେଖିବାକୁ ମିଳିଥିଲା । ଆଜି ସକାଳୁ ସକାଳୁ ଦିଲ୍ଲୀ-ପୁଣେ ଫ୍ଲାଇଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା । ୮ଟା ୫୩ ମିନିଟରେ…

କିଙ୍ଗ କୋହଲି : କ୍ରିକେଟ ପଡିଆରେ ୧୫ ବର୍ଷର ରାଜୁତି ଜାରୀ

ଭାରତର ମହାନ ଖେଳାଳି ବିରାଟ କୋହଲିଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ୧୫ ବର୍ଷ ପୂରଣ ହୋଇଛି । କିଙ୍ଗ କୋହଲି ପଡିଆରେ ଏବେ ବି ରାଜୁତି ଜାରୀ ରଖିଛନ୍ତି । ୧୫ ବର୍ଷ ତଳେ ଡାମ୍ବୁଲାରେ କ୍ୟାରିୟର ଆରମ୍ଭ କରିଥିବା ଏହି ଛୋଟ ପିଲାଟି ଦିନେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ…

ରୋଷେଇ ଘର ପାଖ ମାଡିବେନି ଜନ୍ଦା,ପିମ୍ପୁଡି : କରନ୍ତୁ ଏହି ଉପାୟ….

ଭୁବନେଶ୍ଵର: ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଆମେ ସମସ୍ତେ ବର୍ଷା ଦିନକୁ ଅପେକ୍ଷା କରି ରହିଥାନ୍ତି । କାରଣ ବର୍ଷା ହେଲେ ତାତିରୁ ତ୍ରାହି ମିଳିବା ସହିତ ଚାଷ କାର୍ଯ୍ୟ ସୁରୁଖୁରୁରେ ହୋଇଥାଏ । କିନ୍ତୁ ବର୍ଷା ଆସିବା ମାତ୍ରେ ଆମ ଘରକୁ ଅନେକ ଗୁଡିଏ ସମସ୍ୟା ମଧ୍ୟ ଆସିଥାଏ । ଯାହାକୁ କି…