Latest Odisha News

BREAKING NEWS

‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା’କୁ କ୍ୟାବିନେଟ ମଞ୍ଜୁରୀ; ୫ ପ୍ରତିଶତ ସୁଧରେ ୧ ଲକ୍ଷ ଟଙ୍କା ଋଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ। ବିଶ୍ୱକର୍ମା ଯୋଜନାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। କୌଳିକ ବୃତ୍ତି କରୁଥିବା ଲୋକ ହେବେ ଉପକୃତ। କୌଳିକ ବୃତ୍ତିଗତ ବ୍ୟବସାୟୀଙ୍କ ଉନ୍ନତି ପାଇଁ 'ବିଶ୍ୱକର୍ମ ଯୋଜନା'କୁ ଆଜି କେନ୍ଦ୍ର…

ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ଓ ସୁପରଭାଇଜର, ଚାକିରି ପାଇଁ ନେଉଥିଲେ ୧୦ ହଜାର ଟଙ୍କା

ଭଦ୍ରକ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଭଦ୍ରକ ସିଜିପିଓ ଓ ସୁପରଭାଇଜର। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲେ ଭିଜିଲାନ୍ସ ଅଧିକାରୀ। ଅଙ୍ଗନୱାଡି କର୍ମୀ ନିଯୁକ୍ତି ପାଇଁ ନେଉଥିଲେ ଲାଞ୍ଚ। ଏହି ସମୟରେ ସିଡିପିଓ ସୁନନ୍ଦା ଦାସ ଏବଂ ସୁପରଭାଇଜର ସୁଲୋଚନା ବେହେରାଙ୍କୁ…

କୋଟିପତି ଚୋରକୁ କାବୁ କଲା ଦିଲ୍ଲୀ ପୋଲିସ: ୨୫ ବର୍ଷରେ କମାଇଛି କୋଟି କୋଟି ସମ୍ପତ୍ତି

ଦିଲ୍ଲୀ : ଆଜି ଦିଲ୍ଲୀ ପୋଲିସ ଏପରି ଏକ ଚୋରକୁ କାବୁ କରିଛି , ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ୨୫ ବର୍ଷ ହେବ ସେ ଚୋରି କରିଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଦିଲ୍ଲୀରୁ ଆରମ୍ଭ କରି ନେପାଳ ପର୍ଯ୍ୟନ୍ତ କୋଟି କୋଟି ସମ୍ପତ୍ତି ଅର୍ଜନ କରିଛି । ଅଭିଯୁକ୍ତଙ୍କ…

ଚାଲାଣ କାଟିବାକୁ ଯିବାବେଳେ ପୋଲିସ ଗାଡିକୁ ଧକ୍କା ଦେଲା ଏସୟୁଭି ଡ୍ରାଇଭର: ୨ ମୃତ

ଯୋଧପୁର: ରାଜସ୍ଥାନ ଯୋଧପୁରରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି  ।  ଯେତେବେଳେ ପୋଲିସ ଚାଲାଣ କାଟିବାକୁ ଯାଇଛି , ସେତେବେଳେ ଜଣେ ଏସୟୁଭି ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା । କିନ୍ତୁ କିଛି ଦୂର ଯିବା ପରେ ସେ ଏକ ୟୁଟର୍ଣ୍ଣ ନେଇ ଭୁଲ ପାର୍ଶ୍ବରୁ ୧୨ କିଲୋମିଟର ଦ୍ରୁତ ଗତିରେ ଆସି…

ବରଗଡ଼ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ, ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବରଗଡ଼ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା ଜିଲ୍ଲାରେ ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ…

ମାଗିଥିଲେ ଚିକେନ କଷା, ମିଳିଲା ମୂଷା ତରକାରୀ: ହୋଟେଲ ମ୍ୟାନେଜର ନାଁରେ ଏତଲା

ମୁମ୍ବାଇ: ହୋଟେଲ ରେସ୍ତୋରାଁରେ ଖାଇବା କାହାକୁ ବା ପସନ୍ଦ ନୁହେଁ । ସାଧାରଣତଃ ହୋଟେଲ/ରେସ୍ତୋରାଁରେ ସ୍ଵାଦିଷ୍ଟ ନନଭେଜ୍ ଖାଦ୍ୟର ଡିମାଣ୍ଡ ଅଧିକ ରହିଥାଏ । ବିଶେଷକରି ଚିକେନ୍ ଓ ମଟନର ନାନା ଆଇଟମ୍ ଖାଇବାକୁ ଲୋକେ ବେଶ୍ ପସନ୍ଦ କରିଥାନ୍ତି । ହେଲେ ଯଦି ଚିକେନ୍ ବଦଳରେ ହୋଟେଲରେ ମୂଷା ମାଂସ…

୨୦୪୭ ସୁଦ୍ଧା ରାଜ୍ୟରୁ ମୁକ୍ତ ହେବ ସିକିଲ୍ ସେଲ୍, ଫୋକସ୍‌ରେ ୨୫ ବର୍ଷ ବୟସ୍କ ଯୁବ ପିଢ଼ି

ଭୁବନେଶ୍ୱର: ୨୦୪୭ ସୁଦ୍ଧା ଦେଶ ହେବ ସିକିଲ୍ ସେଲ୍ ମୁକ୍ତ। ଫୋକସ୍‌ରେ ୨୫ ବର୍ଷ ବୟସ୍କ ଯୁବ ପିଢ଼ି। ଏ ନେଇ କେନ୍ଦ୍ର ସରକାର ଓଡ଼ିଶାର ୨୦ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସହାଭାଗିତାରେ ଆରମ୍ଭ କରିବେ ସିକିଲ୍ ସେଲ୍ ପରୀକ୍ଷା। ତେବେ ଅନ୍ୟ ୧୦ ଜିଲ୍ଲାରେ ନିଜସ୍ୱ ଅର୍ଥରୁ ରାଜ୍ୟ ସରକାର କରିବେ…

ପତାକା ଉତ୍ତୋଳନ କରି ଆଖି ବୁଜିଲେ ପ୍ରଧାନଶିକ୍ଷକ, ଆମ୍ବୁଲାନ୍ସ ନ ଦେବାରୁ ଡାଲା ଅଟୋରେ ବୁହା ହୋଇ ଘରକୁ ଆସିଲେ

ପୁରୀ: ସେ ସ୍କୁଲରେ ପାଳନ କରୁଥିଲେ ସ୍ୱାଧୀନତା ଦିବସ । ପତାକା ଉତ୍ତୋଳନ କରୁଥିଲେ । ପରେ ପରେ ଟଳି ପଡିଥିଲେ । ଡାକ୍ତରଖାନା ଯିବା ପରେ ତାଙ୍କର ମୃତ୍ୟୁ ଘଟିଥିବା କହିଥିଲେ ଡାକ୍ତର । ଏମିତି ଏକ ଘଟଣା ଗତକାଲି ଆସିଥିଲା  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରୁ  ।  ପ୍ରଧାନ ଶିକ୍ଷକଙ୍କ ଏପରି…

ଥମୁନି ଧଳା ଜହର କାରବାର: ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ତମାଣ୍ଡୋ ପୋଲିସ

ଭୁବନେଶ୍ବର : ତମାଣ୍ଡୋ ପୋଲିସ ଜାଲରେ ବ୍ରାଉନ ସୁଗାର ରାକେଟ । ଗତକାଲି ଏକ ବିଶେଷ ସୂତ୍ରରୁ ଖବର ପାଇ କଳିଙ୍ଗ ବିହାର ନିକଟସ୍ଥ ନୀଳକଣଠେଶ୍ଵର ମନ୍ଦିର ନିକଟରୁ ପୋଲିସ ହଠାତ୍ ଅଭିଯୁକ୍ତ କୁ ମାଡ଼ି ବସିଥିଲା  । ଅଭିଯୁକ୍ତ ଜଣକ କଟକ ଟାଙ୍ଗୀ ଅଞ୍ଚଳର ଦୀପକ ବେହେରା ବୋଲି ଜଣାପଡିଛି  । ସୂଚନା…