ସରିଲା କୋର କମାଣ୍ଡରସ୍ତରୀୟ ବୈଠକ: LACରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତର ଚାପ
ନୂଆଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା କୋର କମାଣ୍ଡରସ୍ତରୀୟ ବୈଠକ ଶେଷ ହୋଇଛି । ଦୁଇ ଦିନ ଧରି ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିଲା । ବାରମ୍ବାର ଉଭୟ ଦେଶ ମଧ୍ୟରେ ବିଚାର ବିମର୍ଶ ହୋଇଛି ହେଲେ କିଛି ସୁଫଳ ମିଳିନଥିଲା । କିନ୍ତୁ ଏଥର ଆଲୋଚନାରେ କିଛି ସକରାତ୍ମକ…