Latest Odisha News

ସ୍ୱାଧୀନତା ଦିବସ ଉତ୍ସବ ପାଇଁ ଚାଲିଛି ପ୍ରସ୍ତୁତି, ପ୍ରଦର୍ଶନୀ ପଡ଼ିଆରେ ହୋଇଛି ଫୁଲ୍ ଡ୍ରେସ୍ ରିହର୍ସଲ

ଭୁବନେଶ୍ଵର : ଆଉ ଗୋଟିଏ ଦିନ ପରେ ଦେଶ ପାଳିବ ସ୍ୱାଧୀନତା ଦିବସ । ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପୋଲିସ ଡିଜି ସୁନିଲ୍ ବଂଶଲଙ୍କ ତତ୍ତ୍ଵାବଧାନରେ ଚାଲିଛି ରିହର୍ସଲ । ଚଳିତ…

ସ୍ଵାଧୀନତା ଦିବସ: ଓଡ଼ିଶାର ଭୁଞ୍ଜିଆ ଆଦିବାସୀ ଦମ୍ପତିଙ୍କୁ ଦିଲ୍ଲୀ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ

ନୂଆପଡା: ପ୍ରତିବର୍ଷ ଓଡିଶାରୁ ନିର୍ଦ୍ଦିଷ୍ଟ ଆଦିମ ଜନଜାତି ସଂପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ରାଜ ଅତିଥି ଭାବେ ନିମନ୍ତ୍ରଣ କାରାଯାଇଥାଏ । ତେବେ ଚଳିତ ବର୍ଷ ସ୍ଵାଧିନତା ଦିବସ ପାଳନ ଅବସରରେ ଦିଲ୍ଲୀ ରାଜପଥରେ ଆୟୋଜିତ ହେବାକୁ ଥିବା ସ୍ଵାଧିନତା ଦିବସରେ ଓଡିଶାରୁ ଆଦିମ ଜନଜାତି ସଂପ୍ରଦାୟରୁ…

ପ୍ରେସକ୍ରିପ୍ସନରେ ଜେନେରିକ ମେଡିସିନ ଲେଖିବାକୁ ଡାକ୍ତର ବାଧ୍ୟ; ନ ହେଲେ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନଏମସି) ସ୍ୱାସ୍ଥ୍ୟସେବା ସମ୍ପର୍କିତ ନୂଆ ଆଇନ ଜାରି କରିଛନ୍ତି । ସମସ୍ତ ଡାକ୍ତର ଏଣିକି ପ୍ରେସକ୍ରିପସନରେ ଜେନେରିକ ଔଷଧ ଲେଖିବାକୁ ବାଧ୍ୟ । ଏହି ନିୟମ ନ ମାନିଲେ  ଡାକ୍ତରୀ ଲାଇସେନ୍ସ ରଦ୍ଦ କରାଯିବ । ଏମିତି ଚେତାବନୀ ଦେଇଛି ଏନଏମସି।…

ଜଳୁଛି ଆମେରିକାର ହଓ୍ବାଇ ଦ୍ବୀପ ଜଙ୍ଗଲ: ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି

ଆମେରିକା: ଦିନକୁ ଦିନ ବ୍ୟାପିବାରେ ଲାଗିଛି ଆମେରିକାର ହଓ୍ବାଇ ଦ୍ବୀପ ଜଙ୍ଗଲରେ ଲାଗିଥିବା ନିଆଁ  । ସ୍ବର୍ଗ ପରି ସୁନ୍ଦର ଦେଖାଯାଉଥିବା ସହର ଏବେ ପୁରା ଛାରଖାର ହେବାକୁ ଲାଗିଛି  । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି  । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୮୦କୁ…

ରାଜସ୍ଥାନରେ ଭୟଙ୍କର ଦୁଘର୍ଟଣା: ଗୋଟିଏ ପରିବାର ୭ ମୃତ, ୨ ଆହତ

ରାଜସ୍ଥାନ: ଦିନକୁ ଦିନ ବଢୁଛି ସଡକ ଦୁର୍ଘଟଣା  । ଗାଡି ଚାଳକଙ୍କ ଅସାବଧାନତା ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢିଚାଲିଛି  । ଏମିତି କିଛି ଘଟଣା ଘଟିଛି ରାଜସ୍ଥାନର କୁଚାମାନ ଜିଲ୍ଲାରେ । ଖୁନଖୁନା ପୋଲିସ ଥାନା ଅନ୍ତର୍ଗତ ବନ୍ଥଡି ଗାଁ ନିକଟରେ…

ଆସୁଛି ସ୍ଵାଧୀନତା ଦିବସ: ରାଜଧାନୀ ରାଜପଥରେ ମଧ୍ୟରାତ୍ରୀରେ ଚାଲିଛି ବ୍ଲକିଂଚେକିଂ

ଭୁବନେଶ୍ଵର: ସ୍ଵାଧୀନତା ଦିବସ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା । ଭୁବନେଶ୍ଵରର ପ୍ରତ୍ୟେକ ଛକରେ ଚାଲିଛି କଡାକଡି ଚେକିଂ । ଶନିବାର ରାତିରେ ଜୋରଦାର ଚେକିଂ ଚାଲୁଥିବା ଦେଖିବାକୁ ମିଳିଛି । ସ୍ଵାଧୀନତା ଦିବସ ଯାଏ ଏହିପରି ରାତିରେ ବ୍ଲକିଂ ଚେକିଂ ଚାଲିବ । ସୂଚନା ଅନୁସାରେ, କଟକ…

କାନାଡାରେ ପୁଣି ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ଥାନୀ ଆତଙ୍କୀ

ନୂଆଦିଲ୍ଲୀ: କାନାଡାରେ ପୁଣି ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ଥାନୀ ଆତଙ୍କୀ । ଖଲିସ୍ଥାନୀ ଚରମପନ୍ଥୀ ଲଗାତାର ଭାବେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିଛନ୍ତି । ଶନିବାର ବିଳମ୍ବିତ ରାତିରେ ଖଲିସ୍ଥାନୀ ସମର୍ଥକ ସରେ ସ୍ଥିତ ଏକ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି। ସେତିକି ନୁହେଁ, ମନ୍ଦିର…

ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର, ଓଡିଶା ସୀମାରେ ହାଇଆଲର୍ଟ ଜାରି

ଝାରଖଣ୍ଡ: ଝାରଖଣ୍ଡ ଚାଇବାସା ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର  । ଜଙ୍ଗଲରେ ଭିତରେ ଆତଙ୍କବାଦୀଙ୍କ ଷ୍ଟାଇଲରେ ବଙ୍କର ତିଆରି କରି ସୁରକ୍ଷାକର୍ମୀଙ୍କୁ ଚକମା ଦେଉଥିଲେ ମିଶିର ବିଶ୍ରା । ମିଶିର ବିଶ୍ରାର ବଙ୍କର ଠାବ କରିଛି ମିଳିତ ସେନା ବାହିନୀ  । ମିଶିର ସିପିଆଇ ମାଓବାଦୀ…

ଶିଶୁ କବିତା : ଆମେ ହସିଲେ ଦେଶ ହସିବ

କୁଞ୍ଜ ବିହାରୀ ସାହୁ  ସ୍ୱାଧୀନ ଦେଶର ଶିଶୁ ଆମେରେ ଆମରି ଓଠରେ ଭରିଛି ହସ, ଆମେରେ ନାଚୁଛୁ ଥେଇକି ଥେଇ ସଭିଙ୍କୁ କହୁଛୁ ଏକାଠି ବସ । ଉଡ଼େଇ ଦେଉଛୁ ତ୍ରିରଙ୍ଗା ବାନା ଅଗଷ୍ଟ ପନ୍ଦର ଆସିଛି ବୋଲି, ସଭିଏଁ ଆମେରେ ଭଉଣୀ ଭାଇ ବୁଲୁଛୁ ଖୁସିରେ ଗୀତଟି ବୋଲି । ଭାଷଣ ଦେଉଛୁ…

କବିତା : ଅଚିହ୍ନା ଲାଗୁଛି

ବିନୋଦିନୀ ଦାଶ ଦୁନିଆର ଗତି ବଦଳି ଯାଇଛି ଚିହ୍ନା ମୁହଁସବୁ ଅଚିହ୍ନା ଲାଗୁଛି ଚିହ୍ନନ୍ତି କେବଳ ନିଜର ସ୍ବାର୍ଥକୁ ଚଢ଼ି ତା' ଉପରେ ଉର୍ଦ୍ଧ୍ବେ ଉଠିବାକୁ । ଏପରି ମାନବ ସମ୍ପର୍କର ମଧୁ ଚାଖିବ କେମିତି ତା' ଅନ୍ତର ମଧ୍ୟୁ ସେ ପରା ମୁଁ ମୋ ଭିତରେ ଆବଦ୍ଧ ହୃଦୟ କୋଠରି କପଟରେ…