Latest Odisha News

BREAKING NEWS

ତିରୁପତିରେ ହୃଦୟ ବିଦାରକ ଘଟଣା: ୬ ବର୍ଷର ଶିଶୁକୁ ଖାଇଲା ଚିତା

ତିରୁପତି: ଆନ୍ଧ୍ରପ୍ରଦେଶର ତିରୁପତିରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ତିରୁମାଲା ପାହଡ଼ରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀଙ୍କୁ  ଦର୍ଶନ କରିବାକୁ ଯାଉଥିବାବେଳେ ଜଣେ ୬ ବର୍ଷର ଶିଶୁକୁ ଚିତାବାଘ ଆକ୍ରମଣ କରିଥିଲା । କେବଳ ଆକ୍ରମଣ କରିଥିଲା ତାହା…

କାଳ ସାଜିଲା ଭୁଲ ଇଞ୍ଜେକସନ : ଚାଲିଗଲା ରୋଗୀର ଜୀବନ

ଜଳେଶ୍ବର : ସରକାର ରୋଗୀ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଯୋଜନା କରୁଛନ୍ତି  । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି  । ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ହାତୀଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ…

ଇଞ୍ଜିନ କାମ ନକଲେ ବି ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ: ଇସ୍ରୋ ଅଧ୍ୟକ୍ଷ

ଦିଲ୍ଲୀ: ମୁନ୍ ମିଶନରେ ଆଗକୁ ବଢୁଛି ଚନ୍ଦ୍ରଯାନ-୩ । ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିଚାଲିଛି  । ୨୩ ତାରିଖରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ ପାଇଁ ଲକ୍ଷ୍ୟ ରହିଛି । ଏସବୁ ପ୍ରକ୍ରିୟା ଭିତରେ ଇସ୍ରୋ ମୁଖ୍ୟ ଏସ୍.ସୋମନାଥ ଏକ ବଡ ବୟାନ ଦେଇଛନ୍ତି । ଏଥର ଯେକୌଣସି…

ଡାକ୍ତରଖାନାରେ ମିଳିଲାନି ଷ୍ଟ୍ରେଚର; ସ୍ତ୍ରୀଙ୍କୁ କାନ୍ଧରେ ବୋହି ନେଲେ ବୃଦ୍ଧ ସ୍ୱାମୀ

ପୁରୀ: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଅଭାବନୀୟ ଘଟଣା l ମିଳିଲାନି ଷ୍ଟ୍ରେଚର କି ହୁଇଲଚେୟାର ।  କାନ୍ଧରେ ଅସୁସ୍ଥ ସ୍ତ୍ରୀକୁ ବୋହିନେଲେ ସ୍ଵାମୀ । ଅସୁସ୍ଥ ବୃଦ୍ଧା ଜଣକ ହେଲେ ମଧ୍ୟପ୍ରଦେଶ ର ୬୫ବର୍ଷୀୟା କାଲାବାଇ l ବୃଦ୍ଧାଜଣକୁ ତାଙ୍କ ସ୍ୱାମୀ କାନ୍ଧରେ ବୋହି ନେଉଥିବା ଦୃଶ୍ୟ ଏବେ…

ତଦନ୍ତରେ ଉତ୍କର୍ଷତା ପାଇଁ ୪ ଓଡ଼ିଆ ପୋଲିସ ଅଧିକାରୀ ପାଇବେ ‘କେନ୍ଦ୍ର ଗୃହମନ୍ତ୍ରୀ ପଦକ’

ଭୁବନେଶ୍ୱର: ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦକ ଘୋଷଣା। କେନ୍ଦ୍ର ଗୃହମନ୍ତ୍ରୀ ମେଡାଲ-୨୦୨୩ ପାଇଁ ଦେଶର ୧୪୦ ପୋଲିସ ଅଧିକାରୀ ମନୋନୀତ ହୋଇଛନ୍ତି। ସେଥିମଧ୍ୟରେ ରହିଛନ୍ତି ୪ ଓଡ଼ିଆ ପୋଲିସ ଅଧିକାରୀ। ଦୁଇ ଜଣ ଡିଏସପି ଓ ଦୁଇ ଜଣ ଇନ୍ସପେକ୍ଟରଙ୍କୁ ମିଳିବ ଏହି ପଦକ।…

ଚାଲିଥିଲା ପାର୍ଥନା, ଭୁଷୁଡିଲା ମସଜିଦ କୋଠା: ଅକାଳରେ ଚାଲିଗଲା ୭ଜଣଙ୍କ ଜୀବନ

ଅବୁଜା: ପ୍ରାର୍ଥନା ସମୟରେ ଭୁଶୁଡିଲା ମସଜିଦ କୋଠା । ଅକାଳରେ ଆଖି ପିଛୁଳାକେ ଚାଲିଗଲା ୭ ଜଣଙ୍କ ଜୀବନ । ଗତକାଲି ଉତ୍ତର-ପଶ୍ଚିମ ନାଇଜେରିଆର କଦୁନା ରାଜ୍ୟରେ ଘଟିଛି ଏହି ଅଘଟଣ । ଅଘଟଣ ସମୟରେ ୧୦୦ରୁ ଅଧିକ ଲୋକେ ମସଜିଦ ଭିତରେ ପ୍ରାର୍ଥନା କରୁଥିଲେ । ତେବେ ଘଟଣାସ୍ଥଳରେ ୭ଜଣଙ୍କର ମୃତ୍ୟୁ…

ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କ ରାଜ, ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ

ପୁରୀ: ପୁଣି ପୁରୀରେ ଅପରାଧୀଙ୍କ ଚାଲିଛି ଆତଙ୍କ ରାଜ। ଶୁକ୍ରବାର ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କଲେ କିଛି ଦୁର୍ବୃତ୍ତ। ଆକ୍ରମଣରେ ନୂଆପାଟଣା ଲେନର ସନ୍ତୋଷ କୁମାର ରାଉତ ଗୁରୁତର ଭାବେ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ…

ଗୁଗଲର ଆଲର୍ଟ ମେସେଜ୍; ଅପଡେଟ୍‌ ନକଲେ ଡି-ଆକ୍ଟିଭ ହୋଇଯିବ ଜିମେଲ୍ ଆକାଉଣ୍ଟ

ନୂଆଦିଲ୍ଲୀ: ଗୁଗଲ ପକ୍ଷରୁ ଆସିଲା ଆଲର୍ଟ ମେସେଜ୍। ଏଣିକି ଜିମେଲ୍ ଆକାଉଣ୍ଟ ଅପଡେଟ୍‌ ନକଲେ ହୋଇଯିବ ଡି-ଆକ୍ଟିଭ। କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଏମରଜେନ୍ସି ରେସପୋନ୍ସ ଟିମ୍‌ (ସିଇଆରଟି) ଗୁଗଲର ଏହି ଆଲର୍ଟ…

ଶାକାହାରୀଙ୍କୁ ବ୍ରେନ୍ ଷ୍ଟ୍ରୋକ ଆଶଙ୍କା ଅଧିକ, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୁଆଦିଲ୍ଲୀ: ଆମେ ଯାହା ଖାଇଥାଉ ତାହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ। ତେଣୁ ଡାକ୍ତମାନେ କହନ୍ତି ଯେ, ସର୍ବଦା ଭିଟାମିନ, ମିନେରାଲ୍ସ , ପ୍ରୋଟିନ, ଫାଇବର ଯୁକ୍ତ ଖାଦ୍ୟ ଖାଇବା ଉଚିତ । କିନ୍ତୁ କିଛି ଲୋକ ଆଜି ବି ଅଛନ୍ତି ଯେଉଁମାନେ କି ଶୁଦ୍ଧ ଶାକାହାରୀ ଅଟନ୍ତି । ତେବେ ଏକ ଅନୁସନ୍ଧାରୁ…

ମଣିପୁରରେ ପୁଣି ଗଣଦୁଷ୍କର୍ମ ଅଭିଯାଗ: ରାଜରାସ୍ତାରେ ହଜାର ହଜାର ମହିଳାଙ୍କ ବିକ୍ଷୋଭ

ଇମ୍ପାଲ: ବିଗତ ୩ ମାସ ହେଲା ମଣିପୁରରେ ହିଂସା ଥମୁନଥିବା ବେଳେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି  । ଚୁରାଚାନ୍ଦପୁର ଜିଲ୍ଲାରେ ଜଣେ ୩୭ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି  । ଯାହାର ପ୍ରତିବାଦରେ ମଣିପୁରର ପ୍ରାୟ ୫ଟି ଜିଲ୍ଲାରେ ଶହ ଶହ ମହିଳା…