Latest Odisha News

BREAKING NEWS

କୃମି ଔଷଧ ଖାଇ ଅସୁସ୍ଥ ହୋଇପଡ଼ିଲେ ୮ ଛାତ୍ରଛାତ୍ରୀ

ବାଲେଶ୍ବର: ଗୁରୁବାର ପ୍ରଥମ ଦିନରେ ଏକ ସ୍କୁଲର ୮ ଜଣ ଛାତ୍ରଛାତ୍ରୀ କୃମି ଔଷଧ ଖାଇବା ପରେ ଅସୁସ୍ଥ ହୋଇପଡିଛନ୍ତି। ବସ୍ତା ଥାନା ଅନ୍ତର୍ଗତ ଗୁଡ଼ିଖଳାସ୍ଥିତ ବନବିହାରୀ ଲାଲ ସ୍କୁଲର ପ୍ରାୟ ୩୬୦ ଜଣ ଛାତ୍ରଛାତ୍ରୀଙ୍କୁ ଗୁରୁବାର କୃମି ନିରୋଧୀ ଅଭିଯାନରେ ଆଲବେଣ୍ଡାଜୋଲ ବଟିକା ଖାଇବାକୁ…

ସର୍ଦ୍ଦାର ସିଂ, ରାନୀ ରାମପଲ ହେବେ ଭାରତୀୟ ସବ ଜୁନିୟର ହକି ଟିମର କୋଚ

ମାଡ୍ରାସ: ଭାରତୀୟ ହକିର ପୂର୍ବତନ ଖେଳାଳି ସର୍ଦ୍ଦାର ସିଂ ଓ ରାନୀ ରାମପଲଙ୍କୁ ଗୁରୁବାର ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଉଭୟ ଯଥାକ୍ରମେ ସବ ଜୁନିୟର ପୁରୁଷ ଓ ମହିଳା ଟିମର କୋଚ ଦାୟିତ୍ୱ ତୁଲାଇବେ । ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ବିଧିବଦ୍ଧ ଏ ସମ୍ପର୍କରେ ଘୋଷଣା କରିଛନ୍ତି ।…

ରତ୍ନଭଣ୍ଡାରରେ ଗଚ୍ଛିତ ସୁନାକୁ ନେଇ ସରକାରଙ୍କ ଦୁଇଟି ତଥ୍ୟ, ଘେରିଲେ ବିରୋଧୀ

ପୁରୀ: ରତ୍ନଭଣ୍ଡାର ଓ ସେଥିରେ ଗଚ୍ଛିତ ଅଳଙ୍କାରକୁ ନେଇ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଓଡ଼ିଶା ସରକାର ମିଛ କହିଛନ୍ତି । ଗୁରୁବାର ଜଗନ୍ନାଥ ସେନା ସଂଗଠନର ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ସରକାର ହାଇକୋର୍ଟଙ୍କୁ ଅଳଙ୍କାରର ଓଜନ କିଲୋରେ ଯୋଗାଇ…

ଭାସିଗଲେ ଯୁବକ, ବଂଚିବା ପରେ ଉଠ ବସ ହୋଇ ନଦୀକୁ ମାଗିଲେ କ୍ଷମା

ଡେରାଡୁନ: ଉତରାଂଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ଅଧିକାଂଶ ନଦୀ ବିପଦ ସଙ୍କେତଠାରୁ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଇତି ମଧ୍ୟରେ ଏଠାରୁ ଏ ଭଳି ଏକ ଖବର ହସ୍ତଗତ ହୋଇଛି ଯାହାକି ସମସ୍ତଙ୍କୁ ମଜା ଲାଗିଛି । ମନା କରିବା ସତ୍ୱେ ଜଣେ ଯୁବକ ନଦୀ ନିକଟକୁ ଯାଇଥିଲା । କିଛି ସମୟ ପରେ ଯୁବକଟି…

‘ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନି କେନ୍ଦ୍ର’, ନିଜ ଇଚ୍ଛାରେ ଚୟନ କରିବେ ନିର୍ବାଚନ କମିଶନ!

ଭୁବନେଶ୍ୱର: ଦିଲ୍ଲୀ ସର୍ଭିସ ବିଲ ପରେ ଏବେ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତିକୁ ନେଇ ଟାର୍ଗେଟରେ କେନ୍ଦ୍ରର ବିଜେପି ସରକାର। ଦିଲ୍ଲୀ ସର୍ଭିସ ବିଲ ପ୍ରସଙ୍ଗରେ ଦେଶର ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ସଂସଦରେ ସ୍ୱତନ୍ତ୍ର ବିଲ ଆଣି କୋର୍ଟଙ୍କ ନିର୍ଦ୍ଦେଶକୁ ଅକାମୀ…

ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଲେ ଉତର କୋରିଆ ଶାସକ କିମ ଜୋଙ୍ଗ

ନୂଆଦିଲ୍ଲୀ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ତାଙ୍କ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି । ସେନାର ଟପ ଜେନେରାଲ ପାକ ସୁ ଇଲଙ୍କୁ ହଟେଇବା ପରେ ସେ ଏହି ନିଷ୍ପତି ନେଇଛନ୍ତି । ରି ୟୋଙ୍ଗ ଗିଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ବହୁ ମାତ୍ରାରେ…

ସଂସଦରେ ବର୍ଷିଲେ ପ୍ରଧାନମନ୍ତ୍ରୀ; କହିଲେ, ବିରୋଧୀଙ୍କ ଅନାସ୍ଥା ଆମ ପାଇଁ ସବୁବେଳେ ଶୁଭ ହୋଇଛି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ହିଂସାକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଗୁରୁବାର ସଂସଦରେ ରଖିଛନ୍ତି । ଗୁରୁବାର ଅପରାହ୍ନରେ ମୋଦି ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖି ବର୍ଷିଛନ୍ତି ।  ଅନସ୍ଥା ପ୍ରସ୍ତାବ ଭଗବାନଙ୍କ ଆଶୀର୍ବାଦ ବୋଲି କହି ବିରୋଧୀଙ୍କୁ  କଡା…

ନିର୍ବାଚନ ପ୍ରଚାର ହେଲା କାଳ: ଇକ୍ବାଡରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା

କ୍ବିଟୋ ( ଇକ୍ବାଡୋର) ୨୦ ତାରିଖରେ ଇକ୍ବାଡୋରର ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ  । ହେଲେ ଏହାପୂର୍ବରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ଇକ୍ବାଡୋରର ରାଷ୍ଟ୍ରପତି ପ୍ରାର୍ଥୀ ଫର୍ଣ୍ଣାଡୋ ଭିଲାଭିକେନସିଓଙ୍କୁ ନିର୍ବାଚନ ରାଲି ବେଳେ ଗୁଳି କରି ହତ୍ୟା କରାଯାଇଛି  ।…

ଖୁବ୍ ଶୀଘ୍ର ବିବାହ କରିବେ ବିଜୟ ଦେବରକୋଣ୍ଡା ! ଇଭେଣ୍ଟରେ କଲେ ଖୁଲାସା କେବେ କରିବେ ବିବାହ

ମୁମ୍ବାଇ : ପାନ୍  ଇଣ୍ଡିଆର ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ଖୁବ୍ ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି  ।   ଆମେ ଏକଥା କହୁନୁ , ସେ ନିଜେ ଏକ ଇଭେଣ୍ଟରେ ଖୁଲାସା କରିଛନ୍ତି  । ବତ୍ତର୍ମାନ ସାମନ୍ଥାଙ୍କ ସହ ଏକ ଫିଲ୍ମ ଆସିବାକୁ ଯାଉଛି  । ଯାହାର ନାମ ହେଉଛି ଖୁସି । କେବଳ ତେଲୁଗୁ ଭାଷା…

ସାଉଥ୍ ସିନେମା ‘ଦେୱରା’ରେ ବଲିଉଡ଼ ଚର୍ଚ୍ଚିତ ୟଙ୍ଗଷ୍ଟାରଙ୍କ ଗ୍ରାଣ୍ଡ ଏଣ୍ଟ୍ରି; ନାଁ ଜାଣିଲେ କହିବେ…

ମୁମ୍ବାଇ: ବଲିଉଡ଼ ଚଳଚ୍ଚିତ୍ରରେ ସାଉଥ୍ କଳାକାର ଏବଂ ସାଉଥ୍ ଇଣ୍ଡଷ୍ଟ୍ରୀରେ ବଲିଉଡ଼ କଳାକାରଙ୍କ ପ୍ରବେଶକୁ ନେଇ ଆଜିକାଲି ବହୁତ ଚର୍ଚ୍ଚା ଚାଲିଛି। ସେଥିପାଇଁ ଉଭୟ ଇଣ୍ଡଷ୍ଟ୍ରୀର ନିର୍ମାତାମାନେ ଦର୍ଶକଙ୍କ ଇଚ୍ଛାକୁ ଧ୍ୟାନରେ ରଖି ଫିଲ୍ମ ନିର୍ମାଣ କରୁଛନ୍ତି। ବର୍ତ୍ତମାନ ସାଉଥ୍ ଫିଲ୍ମରେ…