ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନୈବେଦ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦଙ୍କ ମହିମା ଅପାର ପରମ ଶାସ୍ତ୍ର ଭାଗବତ କହିଥାଏ ହୃଦିରୁପଂ. ମୁଖେ ନାମ ନୈବେଦ୍ୟମୁଦରେ ହରେ, ପlଦୋଦକଞ୍ଚ ନିର୍ମାଲ୍ୟ ମସ୍ତକେୟସ୍ୟ ସୋଅମୃତ । "…