Latest Odisha News

BREAKING NEWS

କବିତା : କଳଙ୍କ

ସୁମିତା ବେହେରା  ଏ କବି , ତୁମେ ମୋତେ ଜାଣ, ମୋତେ ବୁଝ, ମୋତେ ଭଲପାଅ ମୋତେ ନେଇ ତୁମର କେତେ କବିତା କେତେ କାହାଣୀ ନିକଟରୁ ଅନୁଭବ କରିବାକୁ , ମୋତେ ଟିକେ ଛୁଇଁବାକୁ, ତୁମେ କାଟିଦିଅ ଦିନ, ମାସ ,ବର୍ଷ ନିଦହରା ରଜନୀ । ଏ କବି , କୋଉଠୁ ଶିଖିଲ ଏମିତି ନିବିଡ଼ ଭାବେ ଭଲପାଇବା ?…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୦୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ମଧ୍ୟ ଆଶ୍ଚର୍ଯ୍ୟ ହୋଇ କହିଲା, “ବାରବର୍ଷ! ଏତେ ଦିନରେ ଥରେ ଫୁଟେ!” ମାଗାଜିନ୍‌ ଉପରେ ଆଖି ସ୍ଥିର ରଖି ରୋହାନ୍ କହିଲା, “ଆଉ ଏଥିରେ ଏ କଥା ବି ଲେଖାହୋଇଛି ଯେ ସେ ଫୁଲଗୁଡ଼ାକ ଦେଖିବାକୁ ବହୁତ ସୁନ୍ଦର ।”…

ଓଡ଼ିଶାରେ ଶାହ କଲେ ନବୀନଙ୍କ ପ୍ରଶଂସା, ଦିଲ୍ଲୀରେ ପିନାକୀ କଲେ ମୋଦୀଙ୍କ ପ୍ରଶଂସା

ଭୁବନେଶ୍ୱର: ପଲ୍ଲୀରେ ବିଜେଡି-ବିଜେପି କର୍ମୀ ଓ ନେତା ପରସ୍ପରକୁ ଟାର୍ଗେଟ କରିବାକୁ ଯାଇ ମାରପିଟ ହେଉଥିବାର ନଜିର ରହିଛି। ଏବେ କିନ୍ତୁ ଦୁଇ ଦଳର ନେତା ପ୍ରତିପକ୍ଷ ଦଳର ନେତାଙ୍କୁ ପ୍ରଶଂସା କରିବା ଜାତୀୟ ରାଜନୀତିରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ଅମିତ ଶାହ ଭୁବନେଶ୍ବର ଗସ୍ତରେ…

ଭାଷା ଭାଗବତ : ପ୍ରତ୍ୟାବର୍ତନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗର୍ଭଜଳରେ କରି ବାସ ଅଜାତ ଶିଶୁକୁ ସଂତୋଷ ମିଳଇ ଯେଣୁ ନିରଂତର ତାହା ହିଁ ତା ନିଜର ଘର ସେଠାରୁ ହେଲେ ସେ ବାହାର କରଇ ବିକଟ ଚିତ୍କାର ଲୋକେ କହଂତି ' କୁଆଁ କୁଆଁ ଶୁଣ କଲାଣି ନୂଆ ଛୁଆ ' ଶିଶୁକୁ ମିଳେ ପରିବାର ଗାଆଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀମହାପ୍ରସାଦଙ୍କ ଗୁଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ରନ୍ଧନ ହେଉଥିବା ରୋଷଶାଳ ବିଷୟରେ ଅନେକ ଆଲୋଚନା କଲେ, ଆଉ ଜାଣିଲେ ଯେ ଅନେକ ସ୍ୱାଦିଷ୍ଟ ଓ ଅପୂର୍ବ ସୁଗନ୍ଧ ଯୁକ୍ତ ବ୍ୟଞ୍ଜନ ଏହି ରୋଷଶାଳରେ…

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ସିଡିଆର ଯାଞ୍ଚ କରୁଛି ପୋଲିସ

ଭୁବନେଶ୍ୱର: ଦୀପାଳି ବାର ଏବଂ ହୋଟେଲରେ ରମାଦେବା କଲେଜର ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ଘଟଣା ଏବେ ରହସ୍ୟ ଘେରରେ ରହିଛି। ଆତ୍ମହତ୍ୟା କି ହତ୍ୟା ସେ ନେଇ ତନାଘନା ଚାଲିଥିବା ବେଳେ ଭୁବନେଶ୍ବର ଡିସିପି ପ୍ରତିକ୍ରିୟା ରଖିଛନ୍ତି। ପୋଲିସ ମାମଲାର ତଦନ୍ତ କରୁଥିବାରୁ ଏବେ ସଂପୃକ୍ତ ବାରକୁ…

ମହାନଦୀରେ ଗାଧୋଇବା ବେଳେ ବୁଡି ଯାଇ ଦୁଇ ଛାତ୍ର ନିଖୋଜ

କଟକ: କଟକ ଉପକଣ୍ଠ ନରାଜ ବ୍ୟାରେଜ ନିକଟ ମହାନଦୀରେ ଗାଧୋଉଥିବା ବେଳେ ଗତକାଲି ଅପରାହ୍ନରେ ଦୁଇ ନାବାଳକ ନିଖୋଜ ହୋଇଯାଇଛନ୍ତି। ଦୁହେଁ ଏଠାରେ ଥିବା ଏକ ଘରୋଇ ସ୍କୁଲରେ ପାଠ ପଢ଼ନ୍ତି। ନିଖୋଜ ଦୁଇ ଛାତ୍ର ଉଭୟ ଷ୍ଟଆର୍ଟ ସ୍କୁଲର ଯୁକ୍ତ ଦୁଇ ଛାତ୍ର  ଦେବପ୍ରିୟ ଚୌଧୁରୀ ଓ ଆଦିତ୍ୟ ମଲ୍ଲିକ ବୋଲି…

ଉତ୍ତର-ପୂର୍ବ ରାଜ୍ୟ ସମୂହ ପାଇଁ ସ୍ୱତନ୍ତ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ: ଦକ୍ଷତା ବିକାଶ ଓ ଉଦ୍ୟମିତା କ୍ଷେତ୍ରରେ ଉତ୍ତର-ପୂର୍ବ ରାଜ୍ୟ ସମୂହର ଯୁବକ ଯୁବତୀଙ୍କ ଜୀବନଶୈଳୀ ପରିବର୍ତ୍ତନ ଓ ଭବିଷ୍ୟତ ଗଠନ ପାଇଁ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଏକ ସ୍ୱତନ୍ତ୍ର ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ…

ଅପରେସନ୍ ନହ୍ନେ ଫରିସ୍ତେ, ଜୁଲାଇରେ ୬୨ ନାବାଳକ/ନାବାଳିକା ଉଦ୍ଧାର

ଭୁବନେଶ୍ୱର: ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଜୁଲାଇ ୨୦୨୩ ରେ ଅପରେସନ୍ ନହ୍ନେ ଫରିସ୍ତେ ଅଭିଯାନ ମାଧ୍ୟମରେ ବିଭିନ୍ନ ଷ୍ଟେସନ ପ୍ଲାଟଫର୍ମ ଏବଂ ଟ୍ରେନରୁ ୬୨ ନାବାଳକ/ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି ଢ ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି…

ତିନି ସେନା ହେବେ ଆହୁରି ଶୃଙ୍ଖଳିତ, ରାଜ୍ୟସଭାରେ ପାରିତ ହେଲା ଆନ୍ତଃସେବା ସଂଗଠନ ବିଲ୍

ନୂଆଦିଲ୍ଲୀ: ୨୦୨୩ ଅଗଷ୍ଟ ୮ ତାରିଖରେ ରାଜ୍ୟସଭାରେ ଆନ୍ତଃସେବା ସଂଗଠନ (ନିର୍ଦ୍ଦେଶ, ନିୟନ୍ତ୍ରଣ ଓ ଶୃଙ୍ଖଳା ବିଲ୍ -୨୦୨୩ ପାରିତ ହୋଇ ଯାଇଛି । ୨୦୨୩ ଅଗଷ୍ଟ ୪, ତାରିଖରେ ଏହା ଲୋକସଭାରେ ପାରିତ ହୋଇଥିଲା । ଏହି ବିଲ୍‌ରେ କମାଣ୍ଡର - ଇନ୍ - ଚିଫ୍ ଏବଂ ଅଫିସର - ଇନ୍ - କମାଣ୍ଡ୍ ଅଫ୍ ଇଣ୍ଟର-…