Latest Odisha News

BREAKING NEWS

ରାହୁଲ ଗାନ୍ଧିଙ୍କୁ ମିଳିଲା ସରକାରୀ ବଙ୍ଗଳା, କହିଲେ ପୂରା ହିନ୍ଦୁସ୍ଥାନ ମୋ ଘର

ନୂଆଦିଲ୍ଲୀ:ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟ ପଦ ଫେରି ପାଇବା ପରେ ଏବେ ଫେରି ପାଇଛନ୍ତି ତାଙ୍କର ସରକାରୀ ବଙ୍ଗଳା । ଯେଉଁ କ୍ୱାର୍ଟର୍ସରେ ସେ ପୂର୍ବରୁ ରହୁଥିଲେ ଏବେ ସେହି ବଙ୍ଗଳା ତାଙ୍କୁ ମିଳିଛି । କିଛି ଦିନ ମଧ୍ୟରେ ରାହୁଲ  ୧୨ ତୁଗଳକ ଲେନରେ ଥିବା ବଙ୍ଗଳାକୁ ଫେରିଯିବ ରାହୁଲ ।…

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ ଆଶଙ୍କା, ୨୬୦୦ ବିମାନ ଉଡାଣ ରଦ୍ଦ

ଓ୍ଵାଶିଂଟନ: ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ ସମ୍ଭାବନା । ଏଥିପାଇଁ ୨୬୦୦ ଉଡାଣକୁ ରଦ୍ଦ କରିଦିଆଯାଇଛି । ସୋମବାର ଠାରୁ ରାଜଧାନୀ ଓ୍ଵାଶିଂଟନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଜଲଦି ବନ୍ଦ କରିଦିଆଯାଇଛି । ଆମେରିକାରେ ଭୟଙ୍କର ଘୂର୍ଣ୍ଣିଛଡ, ପ୍ରବଳ ବର୍ଷା ଏବଂ ତୋଫାନ ଆଶଙ୍କା ଦେଖି…

ଆସିଲା ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଭିସେରା ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର: ହୋଟେଲ୍ ରୁମରେ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ମିଳିବା ଘଟଣା । ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି । ତେବେ ଯୁବତୀ ଜଣଙ୍କ ନିୟମିତ ନିଶା ଦ୍ରବ୍ୟ ସେବନ କରୁଥିବା ନେଇ ଚର୍ଚ୍ଚା ହେଉଥିଲା ।…

ସ୍ୱାସ୍ଥ୍ୟ ପାଇଁ ହିତକର ପାନ, ଜାଣନ୍ତୁ ଏହାର ଉପାଦେୟତା..

ଭୁବନେଶ୍ଵର: ପାନ ପତ୍ର ସମସ୍ତ ଭାରତୀୟଙ୍କ ଘରେ ବ୍ୟବହୃତ ହୋଇଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ପାନ ସମସ୍ତଙ୍କର ପସନ୍ଦ । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶୁଭ କାମ ଆରମ୍ଭ ରେ ହେଉଥିବା ପୂଜାରେ ମଧ୍ୟ ପାନ ପତ୍ରର ବ୍ୟବହାର କରାଯାଇଥାଏ । ଏହା ଔଷଧୀୟ ଗୁଣରେ ଭରପୁର…

ଓସ୍କାର ବିଜେତା ନିର୍ଦ୍ଦେଶକ ୱିଲିୟମ୍ ଫ୍ରିଡକିନ୍‌ଙ୍କ ପରଲୋକ

ମୁମ୍ବାଇ: 'ଦ ଏକ୍ସୋର୍ସିଷ୍ଟ' ଏବଂ 'ଫ୍ରେଞ୍ଚ କନେକ୍ସନ୍'ର ଆମେରିକୀୟ ନିର୍ଦ୍ଦେଶକ ୱିଲିୟମ୍ ଫ୍ରିଡକିନ୍‌ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ପୂର୍ବତନ ହଲିଉଡ୍ ରିପୋର୍ଟରର ଷ୍ଟିଫେନ୍ ଗାଲୋୱାଇ ତାଙ୍କର ମୃତ୍ୟୁ ସୂଚନା ଦେଇଛନ୍ତି। ୱିଲିୟମଙ୍କର ଦୀର୍ଘଦିନ…

ପୁସ୍ତକ ପରିଚୟ : ଲୌକିକ ପାରଲୌକିକ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଗଳ୍ପ ସଙ୍କଳନ : ଲୌକିକ ପାରଲୌକିକ ଗାଳ୍ପିକ : ନିତ୍ୟାନନ୍ଦ ପଣ୍ଡା ପ୍ରକାଶକ ‐ ଶ୍ରଦ୍ଧା ପ୍ରକାଶନୀ, ଅଲିଶା ବଜାର, କଟକ ମୋ ‐ ୯୯୩୮୪୬୩୩୨୨ ପୃଷ୍ଠା ‐ ୨୨୪, ମୂଲ୍ୟ ଟ୨୧୫/- ମାତ୍ର ଶୂନଶାନ୍ ରାତି, କିଟିମିଟିଆ ଅନ୍ଧାର....ଆକାଶରେ ଜହ୍ନ…

ପୋଲିସକୁ ବନ୍ଧୁକ ଦେଖାଇ ଫେରାର ମାରୁଥିବା ୩ ଅଭିଯୁକ୍ତ ଗରିଫ

ସୁବର୍ଣ୍ଣପୁର: ପୋଲିସକୁ ବନ୍ଧୁକ ଦେଖାଇ ଫେରାର ମାରୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଲା ସୋନପୁର ପୋଲିସ। ସୋମବାର ସନ୍ଧ୍ୟାରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ମନୁମୁଣ୍ଡା ପଟୁ ଆସୁଥିବା ଏକ ହୁଣ୍ଡାଇ ଭର୍ଣ୍ଣା କାରକୁ ସନ୍ଦେହରେ ଅଟକାଇବାକୁ ଚେଷ୍ଟା କରିଥିଲା ପୋଲିସ।…

ବ୍ରିଟେନରେ କରୋନାର ନୂଆ ଭାରିଆଣ୍ଟ ‘ଏରିସ୍’: ସତର୍କ କଲା ‘ହୁ’

ଲଣ୍ଡନ:  ଦୀର୍ଘ ଦିନର ବ୍ୟବଧାନ ପରେ ଏବେ  ପୁଣି କଡ ଲେଉଟାଇଲାଣି କରୋନା । ବଢିଛି ଭୟ ଏବଂ ଆଲର୍ଟରେ ରହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।   ଦୀର୍ଘ ଦିନର ବ୍ୟବଧାନ ପରେ ଏଠାକାରବାସୀଙ୍କୁ ପୁଣି କରୋନା ଡରାଇଲାଣି । ସେଠାରେ ଜନ୍ମ ନେଇଛି ଏକ ନୂଆ ଭାରିଆଣ୍ଟ । ଯାହାର ନାମ ରହିଛି ଏରିସ୍ ।…

କମୁଛି ହୀରାକୁଦର ଜଳସ୍ତର: ବନ୍ଦ ହେଲା ୧୦ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ କମିଛି ବର୍ଷା । ମହାନଦୀରେ ଖସୁଛି ଜଳସ୍ତର । ହୀରାକୁଦକୁ କମିଛି ଜଳ ପ୍ରବେଶ । ବନ୍ଦ ହେଲା ଜଳଭଣ୍ଡାରର ୧୦ଟି ଗେଟ୍ । ପୂର୍ବରୁ ୨୦ଟି ସୁଇସ୍ ଗେଟ୍ ଦେଇ ହୀରାକୁଦରୁ ବନ୍ୟା ପାଣି ନିଷ୍କାସିତ ହେଉଥିଲା । ଏବେ ମାତ୍ର ୧୦ଟି ଗେଟ୍ ଖୋଲା ରହିଛି । ଡ୍ୟାମ୍ ବାମପଟର ୭ଟି ଓ…

ଦୁର୍ବୃତ୍ତଙ୍କୁ ଧରାପକେଇଲା ଡିଜିଟାଲ ପେମେଣ୍ଟ; ଛତିଶଗଡରୁ ଉଦ୍ଧାର ହେଲେ ଅପହୃତ ଶିକ୍ଷକ

ସୁନ୍ଦରଗଡ:ସୁନ୍ଦରଗଡରୁ ଅପହୃତ ଜଣେ ସ୍କୁଲ ହେଡମାଷ୍ଟରଙ୍କୁୂ ମଙ୍ଗଳବାର ଉଦ୍ଧାର କରିଛି ପୋଲସ । ଛତିଶଗଡର ଯୋରନ୍ଦାର ଏକ ଜଙ୍ଗଲିଆ ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରିଛି ଓଡ଼ିଶା ପୋଲିସ । ଏଥିସହିତ ତାଙ୍କୁ ଅପହରଣ କରି ନେଇଥିବା ୪ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରୁଛି । ମିଳିଥିବା…