Latest Odisha News

BREAKING NEWS

ସୂର୍ଯ୍ୟୋଦୟ ସମୟରେ ଗୋଲାପୀ ହୋଇଗଲା ଆକାଶ, ଭିଡ଼ିଓ ଭାଇରାଲ

ଭିଏତନାମ: ସାଧାରଣତଃ ସୂର୍ଯ୍ୟୋଦୟ ସମୟରେ ଆକାଶର ମନୋରମ ଦୃଶ୍ୟ ଲୋକଙ୍କୁ ବେଶ୍ ପସନ୍ଦ ହୋଇଥାଏ । ଏହି ସମୟରେ ଆକାଶ ନାଲି କିମ୍ବା କମଳା ରଙ୍ଗର ଦେଖାଯାଇଥାଏ । କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସୂର୍ଯ୍ୟୋଦୟ ସମୟରେ ଆକାଶ ସମ୍ପୂର୍ଣ୍ଣ ଗୋଲାପୀ…

ମଣିପୁରରେ ବୀରେନ୍ ସରକାରଙ୍କୁ ଝଟକା, ବିଜେପି ଠାରୁ ସମର୍ଥନ ପ୍ରତ୍ୟାହାର କଲା କୁକି ପିପୁଲ୍ସ ଆଲିଆନ୍ସ

ଇମ୍ଫାଲ୍: ୩ ମାସରୁ ଅଧିକ ସମୟ ଧରି ମଣିପୁର ଜଳୁଛି । ଏତିକି ବେଳେ ହିଂସା ପାଇଁ ଏକ ଦଳ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହଙ୍କ ହାତ ଛାଡ଼ି ଦେଇଛି । ଏନଡିଏର ସହଯୋଗୀ ଦଳ କୁକି ପିପୁଲ୍ସ ଆଲିଆନ୍ସ ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଛି । ରବିବାର ସନ୍ଧ୍ୟାରେ ଦଳ ସମର୍ଥନ ଫେରାଇ…

୨୦୨୩ ଆଇସିସି ଦିନିକିଆ ବିଶ୍ୱକପ: ଭାରତକୁ ଟିମ ପଠାଇବା ପାଇଁ ଅନୁମତି ଦେଲା ପାକିସ୍ତାନ ସରକାର

ନୂଆଦିଲ୍ଲୀ: ୨୦୨୩ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଆୟୋଜିତ ହେବ । ରବିବାର ପାକିସ୍ତାନ ସରକାର ଭାରତକୁ ଟିମ ପଠାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ରାଜନୈତିକ ସମ୍ପର୍କ ଭଲ ନ ଥିଲେ ମଧ୍ୟ ଏହାକୁ କ୍ରିକେଟ ସହିତ ଯୋଡିବା ଠିକ ହେବନି ବୋଲି…

ସୋମବାର ସଂସଦକୁ ଫେରିବେ କି ରାହୁଲ ଗାନ୍ଧୀ ?

ନୂଆଦିଲ୍ଲୀ: ସରି ସରି ଆସୁଛି ସଂସଦର ମୌସୁମୀ ଅଧିବେଶନ । ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୧ରେ ସରିବ । ଚଳିତ ଅଧିବେଶନର ଶେଷ ସପ୍ତାହ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଏଥିସହ ୱାୟନାଡ଼ ସାଂସଦ ଭାବେ ପଦ ହରାଇଥିବା ରାହୁଲ ଗାନ୍ଧୀ ଆସନ୍ତାକାଲି ସଂସଦକୁ ଫେରିବା…

ମହିଳା ବିଶ୍ୱକପ ଫୁଟବଲ: ୪ଥର ଚାମ୍ପିୟନ ଆମେରିକା ବିଦା

ସିଡନୀ: ଚଳିତ ଫିଫା ମହିଳା ବିଶ୍ୱକପ ଫୁଟବଲରେ ବଡ ବିପର‌୍ୟ୍ୟୟ ଦେଖିବାକୁ ମିଳିଛି । ୪ଥର ଚାମ୍ପିୟନ ଯୁକ୍ତରାଷ୍ଟ୍ର ଆମେରିକା ଏଥର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇପାରିନି । ୨୦୦୩ର ରନର୍ସଅପ ସ୍ୱିଡେନ ଚାମ୍ପିୟନ ଆମେରିକାକୁ ସଡନ ଡେଥରେ ୫-୪ ଗୋଲରେ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟ…

ସେଲୁନ୍‌ରେ ବସି ସେଭିଙ୍ଗ୍ ହେଲେ ଯୁବତୀ,ଲୋକେ ଆଶ୍ଚର୍ଯ୍ୟ

ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକମାନେ ସବୁକିଛି କରିବାକୁ ପ୍ରସ୍ତୁତ । ଆଉ ଏପରି କାର୍ଯ୍ୟ କରି ବସନ୍ତି ଯେ ଭାଇରାଲ୍ ତ ହୁଅନ୍ତି କିନ୍ତୁ ସମାଲୋଚନାର ଶୀକାର ବି ହୁଅନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକେ ପସନ୍ଦ କରିବା ତ ଦୂରର କଥା…

‘ଗଦର ୨’ ର ଚାଲିଛି ଆଡ଼ଭାନ୍ସ ବୁକିଂ, ଦ୍ୱିତୀୟ ଦିନରେ ଭାଙ୍ଗିଲା ରେକର୍ଡ଼

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର ୨’ କୁ ଅଭିନେତା ସନି ଦେଓଲ ଏବଂ ଅମିଷା ପଟେଲ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଆସନ୍ତା ୧୧ ତାରିଖରେ ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ ହେବ । କିନ୍ତୁ ଏହାପୂର୍ବରୁ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି । ଏହାର ପ୍ରଥମ ଦିନରେ ପ୍ରାୟ ୩୦…

ଆସନ୍ତୁ ଜାଣିବା ଭୋୟାଜର ସ୍ପେଶକ୍ରାଫ୍ଟ ସମ୍ପର୍କରେ…ଯାହାକି ପରଗ୍ରହୀଙ୍କ ପାଖରେ ପଂହଚାଇବ ଆମ ବାର୍ତା

ୱାଶିଂଟନ: ୪୬ ବର୍ଷ ତଳେ ନାସା ପକ୍ଷରୁ ଭୋୟାଜର ସ୍ପେଶକ୍ରାଫ୍ଟ ସୌରଜଗତ ବାହାରକୁ ପଠା ଯାଇଥିଲା । ୧୯୭୭ରେ ଲଂଚ ହେବା ପରେ ଏବେ ପ୍ରଥମ ଥର ପାଇଁ ଏହା ସହିତ ନାସାର ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ଯାହାକି ଏକ ଚିନ୍ତାର ବିଷୟ ଥିଲା । ଅବଶ୍ୟ ୧୨ ଦିନ ପରେ ଭୋୟାଜର ହର୍ଟବିଟ ପଠାଇଥିଲା ।…

୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲା, ଆଉ ୨ ଗିରଫ

ସୋନପୁର: ୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲାରେ ସୋନପୁର ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା । ଏବେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ, ସୋନପୁର ସହରରେ ଗତ ଜୁଲାଇ ୩୦ ତାରିଖରେ ୨୦୦୦…

ଅଷ୍ଟ୍ରେଲିଆନ ଓପନ ବ୍ୟାଡମିଂଟନ: ଫାଇନାଲରେ ହାରିଲେ ପ୍ରଣୟ

ନୂଆଦିଲ୍ଲୀ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଏଚଏସ ପ୍ରଣୟ ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପରାଜିତ ହୋଇଛନ୍ତି । ଚୀନର ୱେଙ୍ଗ ହୋଙ୍ଗ ୱାଙ୍ଗଙ୍କ ନିକଟରୁ ସେ ୯-୨୧, ୨୧-୨୩ ଓ ୨୨-୨୦ରେ ହାରି ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ତୀବ୍ର ସଂଘର୍ଷପୂର୍ଣ୍ଣ…