ଗଡ଼କରୀଙ୍କ ୱାର୍ଣ୍ଣିଂ; ନେତା ହୁଅନ୍ତୁ କି ଠିକାଦାର, ଖରାପ କାମ କଲେ ଚାଲିବ ବୁଲଡୋଜର
ନାଗପୁର: ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସବୁବେଳେ କେନ୍ଦ୍ର ସରକାରଙ୍କ ବିକାଶ କାର୍ଯ୍ୟ କରି ଚର୍ଚ୍ଚାରେ ରହିଆସୁଛନ୍ତି। ସଡ଼କ ନିର୍ମାଣ ହେଉ କିମ୍ବା ରାଜପଥ ନିର୍ମାଣ, କିଛି ନବସୃଜନ ହେଉ କିମ୍ବା ଅଧିକାରୀଙ୍କୁ ଚେତାଇବା, ନିଜ କାମ ସଠିକ ଭାବେ ତୁଲାଇ ଆସିଛନ୍ତି ଗାଡ଼କରୀ। ବେଳେ ବେଳେ…