Latest Odisha News

BREAKING NEWS

ଅନାସ୍ଥା ଭୋଟ୍ ପୂର୍ବରୁ ଶାହ-ନବୀନ ଭେଟ, ବଢିଲା ଇଣ୍ଡିଆ ମେଣ୍ଟର ଚିନ୍ତା

ଭୁବନେଶ୍ୱର: କେବେ ପୋଡା ଟ୍ରାନ୍ସଫର ତ ଆଉ କେତେବେଳେ ଚିଟଫଣ୍ଡ ଭଳି ପ୍ରସଙ୍ଗ ଉଠାଇ ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି କହି ଭରା ସଭାରେ ନବୀନ ସରକାରଙ୍କୁ ସମାଲୋଚନା କରିଥିବା ତତ୍କାଳୀନ ବିଜେପି ସଭାପତି ତଥା ଏବେର ଗୃହମନ୍ତ୍ରୀ ଅମିତ ଶାହ ଆଜି ସରକାରୀ କାର୍ଯ୍ୟକ୍ରମ ଜରିଆରେ…

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଭୁବନେଶ୍ୱର: ସ୍ତନ୍ୟପାନ ଶିଶୁ ପାଇଁ ସବୁଠାରୁ ଉପକାରୀ । ଏହାର ମହତ୍ୱ ଦର୍ଶାଇବା ନିମନ୍ତେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଶିଶୁରୋଗ ବିଭାଗ ପକ୍ଷରୁ ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଇଣ୍ଡିଆନ୍ ଆସୋସିଏସନ୍ ଅଫ୍…

କିଟ୍‍ ଟିବିଆଇ ଦ୍ୱାରା ଦିନକରେ ୫ ଷ୍ଟାର୍ଟଅପ୍‍ ସହାୟତା କାର୍ଯ୍ୟକ୍ରମ

ଭୁବନେଶ୍ୱର: କିଟ୍‍-ଟିବିଆଇ ଦ୍ୱାରା ଗୋଟିଏ ଦିନରେ ଭୁଟାନ ଓ ଭାରତରେ ୫ଟି ଷ୍ଟାର୍ଟଅପ୍‍ କାର୍ଯ୍ୟକ୍ରମ ଆରମ୍ଭ କରି ସଫଳ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟକୁ ସାମିଲ କରାଯାଇପାରିଛି। ଅଗଷ୍ଟ ୩ ଓ ୪ ତାରିଖରେ କିଟ୍‍ ଟିବିଆଇ ଭୁଟାନ୍‍ରେ ଦୁଇ ଦିନିଆ ଆଞ୍ଚଳିକ ଷ୍ଟାର୍ଟଅପ୍‍…

ଅଷ୍ଟ୍ରେଲିଆନ ଓପନ ବ୍ୟାଡମିଂଟନ: ଫାଇନାଲରେ ପ୍ରଣୟ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଏଚଏସ ପ୍ରଣୟ ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଶନିବାର ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ସେ ନିଜ ଦେଶର ପ୍ରିୟାଂଶୁ ରାଜାୱତଙ୍କୁ ୨୧-୧୮ ଓ ୨୧-୧୨ରେ ହରାଇଥିଲେ । ଫାଇନାଲରେ ପ୍ରଣୟ ଚୀନର ୱେଙ୍ଗ…

ଅଂଗଦାନ ମହୋତ୍ସବ : ମୃତ୍ୟୁ ପରେ ବି ଜୀବନର ସଚେତନତା ବାର୍ତ୍ତା ବାଣ୍ଟିଲା ସମ୍ମମ୍‌

ଭୁବନେଶ୍ୱର: ମଣିଷର ମୃତ୍ୟୁ ପରେ ବି ସେ ଆହୁରି ୮ଟି ଜୀବନ ବଂଚାଇ ପାରିବ । “ମୃତ୍ୟୁ ପରେ ବି ଜୀବନ” ଶୀର୍ଷକ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତାର ବାର୍ତା ବାଂଟିଛି ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାର । ସମ୍ମମ୍ ପକ୍ଷରୁ ଶନିବାର ଅଂଗଦାନ ମହୋତ୍ସବ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ…

ଚର୍ମ ରୋଗ ପାଇଁ ବିଗିଡ଼ିଲା ଅଦାଙ୍କ ସ୍ୱାସ୍ଥ୍ୟାବସ୍ଥା, ସୋସିଆଲ ମିଡିଆରେ କଲେ ସେୟାର

ମୁମ୍ବାଇ : ଅଭିନେତ୍ରୀ ଅଦା ଶର୍ମା ନିଜ ଅଭିନୟ ପାଇଁ ବେଶ୍ ଜଣାଶୁଣା । ବିବାଦୀୟ ଫିଲ୍ମ ‘ ଦ କେରଳ ଷ୍ଟୋରୀ’ ରିଲିଜ୍ ପରେ ଅଦାଙ୍କ ଲୋକପ୍ରିୟତା ବଢିଛି । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏବେ ଚର୍ମ ରୋଗ ଯୋଗୁ ଅଦାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗଡ଼ି ଯାଇଛି । ତେଣୁ…

ସୁନ୍ଦର ଦେଖାଯିବା ପାଇଁ ଘର ବିକି ପ୍ଲାଷ୍ଟିକ ସର୍ଜରି କଲେ ମହିଳା

ଫୋଇନିକ୍ସ: ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ସେଥିଲାଗି ଅନେକେ ପାଣି ପରି ଟଙ୍କା ଖର୍ଚ୍ଚ କରିଥାନ୍ତି । ପାର୍ଲର ଯିବା ସହ ବଜାରରେ ମିଳୁଥିବା ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ନିକଟରେ ଜଣେ ୫୦ ବର୍ଷୀୟା ମହିଳା ସବୁଦିନ ପାଇଁ ଚୀରଯୌବନ ଦେଖାଯିବାକୁ ନିଜ ଘର ବିକି…

ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ବେଙ୍ଗଳୁରୁ: ଚନ୍ଦ୍ରଯାନ-୩ରେ ଇସ୍ରୋକୁ ଏକ ସଫଳତା ମିଳିଛି । ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଛି । ଏବେ ଚନ୍ଦ୍ରଯାନ-୩ ଜହ୍ନ ଚାରିପାଖେ ୧୬୬ କିଲୋମିଟର X ୧୮୦୫୪ କିଲୋମିଟରର ଅଣ୍ଡାକାର ଚକ୍କର ଲଗାଇବ । ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ରହିବା ଲାଗି ଇସ୍ରୋ ୨୦ରୁ ୨୫…

ବିପର୍ଯ୍ୟୟ ମୁକାବିଲାରେ ନବୀନଙ୍କ ପଦକ୍ଷେପ ମୋଦୀଙ୍କ ଦୃଷ୍ଟିକୋଣର ଅନୁରୂପ: ଶାହ

ଭୁବନେଶ୍ୱର: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ୱର ଠାରେ ଓଡିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହ ସଚିବ ତଥା ଗୃହ ମନ୍ତ୍ରଣାଳୟ…

୩ ବର୍ଷ ପରେ ପୁଣି ଫିଲ୍ମ କରିବେ ହେମାମାଳିନି: ରଖିଲେ ଏମିତି କିଛି ସର୍ତ୍ତ

ମୁମ୍ବାଇ: ଦୀର୍ଘ ୩ ବର୍ଷ ପରେ ପୁଣି ଫିଲ୍ମ ଦୁନିଆକୁ ଫେରିବେ ବଲିଉଡ଼ର ‘ଡ୍ରିମ୍ ଗାର୍ଲ\' ତଥା ଅଭିନେତ୍ରୀ ହେମା ମାଳିିନି । ସେ ଗତ ୩ବର୍ଷ ଧରି ଫିଲ୍ମ ଦୁନିଆଠାରୁ ଦୂରରେ ରହିଥିଲେ । ୨୦୨୦ ମସିହାରେ ତାଙ୍କୁ ଫିଲ୍ମ ‘ଶିମଲା ମିର୍ଚି\'ରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ରାଜନୀତି…