Latest Odisha News

BREAKING NEWS

ଲୁଙ୍ଗି ପ୍ୟାଣ୍ଟ ପିନ୍ଧି ଚର୍ଚ୍ଚାରେ ରଣବୀର: ସୋସିଆଲ ମିଡ଼ିଆରେ ଫଟୋ ସେୟାର କଲେ ଆଲିଆ

ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ରଣବୀର କପୁର ନିଜର ଅଭିନୟ ଓ ଷ୍ଟାଇଲିସ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଏବେ ସେ ଲୁଙ୍ଗି ପ୍ୟାଣ୍ଟ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଯାହାର ଫଟୋ ଓ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ଲୁଙ୍ଗି…

ଦେଓଧର ଟ୍ରଫି: ଶୁଭ୍ରାଂଶୁଙ୍କ ଆକର୍ଷଣୀୟ ବ୍ୟାଟିଂ ସତ୍ୱେ ହାରିଲା ପୂର୍ବାଂଚଳ

ପୁଡୁଚେରୀ: ଚଳିତ ଦେଓଧର ଟ୍ରଫି କ୍ରିକେଟରେ ଓଡିଶା ରଣଜୀ ଟିମ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଚମତ୍କାର ବ୍ୟାଟିଂ ସତ୍ୱେ ପୂର୍ବାଂଚଳ ୫ ୱିକେଟରେ ଦକ୍ଷିଣାଂଚଳ ନିକଟରୁ ପରାଜିତ ହୋଇଛି । ଶୁଭ୍ରାଂଶୁ ୪୪ ରନ କରି ଆଉଟ ହୋଇଥିଲେ । ସେ ଦ୍ୱିତୀୟ ୱିକେଟରେ ବିରାଟ ସିଂଙ୍କ ସହ ୮୬ ରନର…

ଭାରତରେ ଖେଳାଯିବ ନାହିଁ କି ଆଇପିଏଲ୍ ୨୦୨୪ ?

ମୁମ୍ବାଇ: ଆଗୁଆ ଖେଳା ଯାଇପାରେ ୨୦୨୪ ଆଇପିଏଲ୍ । ଆଜତକର ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଆଇପିଏଲ୍ ୨୦୨୪କୁ ଆଗୁଆ ଆୟୋଜନ କରିବା ନେଇ ବିଚାର କରୁଛନ୍ତି । ଏଥିସହ ଆଇପିଏଲର ଏହି ସଂସ୍କରଣ ବିଦେଶରେ ହେବା ସମ୍ଭାବନା ରହିଛି । ଯାହାର ବଡ଼ କାରଣ ହେଉଛି ୨୦୨୪ରେ ହେବାକୁ…

ଗୋଟିଏ ଗାଁରେ ଗୋଟିଏ ପରିବାର: ଅଛନ୍ତି ୯୦ ସଦସ୍ୟ

ଉତ୍ତରପ୍ରଦେଶ: ଦିନ ଥିଲା ଲୋକେ ଗୋଟିଏ ଛାତ ତଳେ ମିଶିକି ରହିବାକୁ ପସନ୍ଦ କରୁଥିଲେ । ହେଲେ ଏବେ ତାହା କାଁ ଭାଁ ଦେଖିବାକୁ ମିଳୁଛି । ଏବେ କେହି ମିଶିକି ରହିବାକୁ ପସନ୍ଦ କରୁ ନାହାନ୍ତି । କିନ୍ତୁ ମଧ୍ୟପ୍ରଦେଶରେ ଏମିତି ଏକ ଗାଁ ଅଛି, ଯେଉଁଠି ଗୋଟିଏ ପରିବାର ହିଁ ବାସ କରୁଛନ୍ତି । ତାହା…

ଭାରତରେ ଏପରି ଏକ ରେଲୱେ ଷ୍ଟେସନ ଅଛି ଯାହାର ନାମ ନାହିଁ

ନୂଆଦିଲ୍ଲୀ: ଭାରତରେ ୭୩୪୯ ରେଲୱେ ଷ୍ଟେସନ ରହିଛି । ଏହା ମଧ୍ୟରେ ଏ ଭଳି ଏକ ଷ୍ଟେସନ ଅଛି ଯାହାର କୌଣସି ନାମ ନାହିଁ । ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଏହି ଷ୍ଟେସନ ରହିଛି । ବର୍ଦ୍ଧମାନଠାରୁ ୩୫ କିଲୋମିଟର ଦୂରରେ ରାୟନା ନାମକ ଗ୍ରାମରେ ଏହା ଅବସ୍ଥାପିତ । ୨୦୦୮ ଏହାର ଭାରତୀୟ ରେଳବାଇ…

ଝିଅକୁ ଅସଦାଚରଣ ଅଭିଯୋଗରେ ପିଟିପିଟି ମାରିଦେଲେ

ଫୁଲବାଣୀ: ଅସଦାଚରଣ ଅଭିଯୋଗରେ ପିଟିପିଟି ମାରିଦେଲେ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପରିବାର ଲୋକ ଜଣେ ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି । ରାଇକିଆ ଥାନା ଅନ୍ତର୍ଗତ ସିକାବାଡ଼ି ଗାଁରେ ଏହି ଅଘଟଣ ଘଟିଛି । ମୃତକ ଜଣଙ୍କ…

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଗୁରୁକୃପା ଆଶ୍ରମର ଆଉ ଜଣେ ବାବା

ପୁରୀ: ଆଖି ବୁଜିଲେ ଆଉ ଜଣେ ବାବା । ପୁରୀ ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ବାବା ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁବରଣ କରିଛନ୍ତି । ମୃତକ ହେଲେ ଦୟାନିଧି ବାବା । ପୂର୍ବରୁ ଆକ୍ରମଣରେ ଅର୍ଜୁନ ବାବାଙ୍କ ମୃତ୍ୟୁ ହୋଇଥିଲା । ଏଥିସହ ପଢ଼ନ୍ତୁ: ଗୁରୁକୃପା ଆଶ୍ରମରେ…

ବିରାଟକାୟ କାର: ଲମ୍ବ ୧୪ ମିଟର,ଉଚ୍ଚତା ୫ ମିଟର ,ଚଢିବା ପାଇଁ ସିଡ଼ି ଲୋଡ଼ା

ଦୁବାଇ: ଦୁନିଆରେ ଅନେକ ଯାନ ଅଛି, ଯାହାର ଆକାର ଏବଂ ଆକୃତି ପରସ୍ପରଠାରୁ ଭିନ୍ନ । ଏପରି ଗାଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ଗାଡ଼ି କମ୍ପାନୀ ମଧ୍ୟ ଅନ୍ୟ କାରଠାରୁ ଭିନ୍ନ କରିବା ପାଇଁ ପ୍ରୟାସ କରିଥା’ନ୍ତି । ଏବେ ଏକ କାରର ଭିଡିଓ ଭାଇରାଲ୍ ହେଉଛି , ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ…

ଲଘୁଚାପ ସକ୍ରିୟ, ଆଉ ୪ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଉପରେ ଲଘୁଚାପ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟରେ ୨ ତାରିଖ ଯାଏ ପ୍ରବଳ ବର୍ଷା ଲାଗି ରହିବ । ୩ ତାରିଖରୁ ବର୍ଷାର ପରିମାଣ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ପ୍ରବଳରୁ ଅତି ପ୍ରବଳ…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, କେରଳ ପୋଲିସ କହିଲା ‘ସରି ଡଟର୍.. ଆମକୁ କ୍ଷମା କରିଦେବ’

ଥିରୁବନ୍ତପୁରମ: କେରଳରେ ଜଣେ ୫ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିବା ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ କେରଳ ପୋଲିସ ଦୁଃଖ ପ୍ରକାଶ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛି। ନାବାଳିକାକୁ ବଞ୍ଚାଇ ପାରିନଥିବାରୁ ଟ୍ୱିଟରେ ସରି ଡଟର୍ କହି କ୍ଷମା…