Latest Odisha News

BREAKING NEWS

International Tiger Day: ଆମ ହାତରେ ଆମ ଜାତୀୟ ପଶୁର ସୁରକ୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ଅନ୍ତଃରାଷ୍ଟ୍ରୀୟ ବ୍ୟାଘ୍ର ଦିବସ । ପ୍ରତିବର୍ଷ ଜନସଚେତନତା କରିବା ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଘ୍ର ଦିବସ ପାଳନ କରାଯାଏ । ବିଶ୍ଵବ୍ୟାପୀ ବାଘ ସଂଖ୍ୟା କମିଯିବାକୁ ନେଇ ଚିନ୍ତା ପ୍ରକଟ କରାଯାଇ ବଘମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଜନସଚେତନତା…

ମୋହନାରେ ଭାସିଗଲା ଅସ୍ଥାୟୀ ପୋଲ, ତିନି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ମୋହନା: ଗଜପତି ଜିଲ୍ଲା ମୋହନାର ହରଭଙ୍ଗୀ ନଦୀରେ ଲଗାଣ ବର୍ଷା ଯୋଗୁଁ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ମୋହନାର ଏକ ଅସ୍ଥାୟୀ କାଠ ପୋଲ ଭାସି ଯାଇଛି। ଫଳରେ ତିନିଟି ଗାଁର ଲୋକେ ଏବେ ବାକି ଦୁନିଆରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। କାରଣ ଏହି ଯୋଗାଯୋଗ ପାଇଁ ଏହି ଅସ୍ଥାୟୀ ପୋଲ ହିଁ…

ଟ୍ରକ ଉପରେ ଚଢିଗଲା ଟ୍ରକ, ଚାପି ହୋଇଗଲେ ଡ୍ରାଇଭର, ହେଲପର

ସୁନ୍ଦରଗଡ଼: ଟ୍ରକ ଉପରେ ଚଢିଗଲା ଆଉ ଏକ ଟ୍ରକ । ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ । ଏପରି ଭୟାବହ ଦୁର୍ଘଟଣା ଘଟିଛି  ସୁନ୍ଦରଗଡ଼ ଟାଉନ୍‌ ଥାନା କୁନାଲ ପେଟ୍ରୋଲ ପମ୍ପ ନିକଟରେ  । ଦୁର୍ଘଟଣାରେ     ୨ ଜଣ  ଗୁରୁତର   ହୋଇଛନ୍ତି  । ସେମାନଙ୍କୁ  ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।…

ଭାଇ ହତ୍ୟା କଲା ଭାଇକୁ, ଜମି ପାଇଁ ଭୁଲିଗଲେ ରକ୍ତର ସମ୍ପର୍କ

ଗଞ୍ଜାମ: ଭାଇକୁ ହତ୍ୟା କଲା ଭାଇ । ସମ୍ପର୍କୀୟ ଭାଇ ହୋଇଥିଲେ ମଧ୍ୟ ଜମି ଜମାକୁ ନେଇ ସ୍ଥିତି ଏପରି ଉପୁଜିଥିଲା ଯେ ଭୁଲିଗଲେ ରକ୍ତର ସମ୍ପର୍କ । ଆଉ ଶେଷରେ ଧାରୁଆ ଲୁହା ରଡରେ ଆକ୍ରମଣ କରିବାରୁ କୁଲୁ ପ୍ରଧାନର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ବାସୁଦେବପୁର…

ଛାତ୍ରୀଙ୍କୁ ଚାପିଦେଲା ଟ୍ରକ; ବାପାଙ୍କ ଆଖି ସାମ୍ନାରେ ଚାଲିଗଲା ଝିଅର ଜୀବନ

ସମ୍ୱଲପୁର: କଲେଜ ଛାତ୍ରୀଙ୍କୁ ଚାପିଦେଲା ଟ୍ରକ । ବାପାଙ୍କ ସାଙ୍ଗରେ ବାଇକରେ ଯାଉଥିବାବେଳେ ଚାପିଦେଲା ଟ୍ରକ । ବାପା ଆଖି ସାମ୍ନାରେ ଚାଲିଗଲା ଝିଅର ଜୀବନ । ଏମିତି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସମ୍ବଲପୁରରେ  । ସମ୍ବଲପୁର ରେମେଡ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ।…

ବିଷ୍ନୁଙ୍କ ମାଡ଼ରେ ଅର୍ଜୁନଙ୍କ ମୃତ୍ୟୁ, ଆଶ୍ରମରେ ପୋଲିସ ଟିମ୍

ପୁରୀ: ବାସେଲସାହି ଲୋକନାଥ ରୋଡରେ ଥିବା ଗୁରୁକୃପା ଆଶ୍ରମରେ ଅନ୍ୟ ଜଣେ ବାବାଙ୍କୁ କାଠ ଫାଳିଆରେ ଆକ୍ରମଣ କରିବା ଅଭିଯୋଗରେ ଶନିବାର ଜଣେ ଆତ୍ମଘୋଷିତ ବାବାଙ୍କୁ ଅଟକ ରଖିଛି ପୋଲିସ। ମୃତକ ହେଲେ ପଡୋଶୀ ପଶ୍ଚିମବଙ୍ଗର ଅର୍ଜୁନ ଦାସ। ପ୍ରାଥମିକ ସୂଚନା ଅନୁସାରେ ବିଷ୍ଣୁ ଦାସ ନାମକ ଏହି…

ଭୁଲରେ ବି ଘରର ଛାତ ଉପରେ ରଖନ୍ତୁ ନାହିଁ ଏହି ଜିନିଷ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁଖ ଓ ଶାନ୍ତିରେ ରହିବାକୁ କିଏ ବା ନ ଚାହେଁ । କିନ୍ତୁ ଅନେକ ସମୟରେ ପରିବାରରେ ଅଯଥା ଆର୍ଥିକ କ୍ଷତି ସହ କଳିଝଗଡ଼ା ଲାଗି ରହିଥାଏ । ଏହିସବୁ ପରିସ୍ଥିତି ବାସ୍ତୁ ନିୟମକୁ ନ ମାନିବା ଦ୍ଵାରା ହୋଇଥାଏ। ତେବେ ଘର ନିର୍ମାଣ ଓ ସାଜସଜ୍ଜା ସମୟରେ ବାସ୍ତୁ ନିୟମକୁ ଅନୁସରଣ…

ଆପଣଙ୍କ ଶରୀରରେ ଭିଟାମିନ B12ର ମାତ୍ରା କମ୍ ଅଛି କି? ତେବେ ସେବନ କରନ୍ତୁ ଏହି ସାବୁ ଖାଦ୍ୟ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭିଟାମିନ B12 ଶରୀରରେ ରେଡ ବ୍ଲଡ଼ ସେଲ୍ କୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ ଓ ଶରୀରରେ ଟିସୁର ରିପେଆର କରିବାରେ ମୁଖ୍ୟ ରୂପ ଗ୍ରହଣ କରିଥାଏ । ଯଦି ଆପଣଙ୍କ ଶରୀରରେ ଉଚିତ ମାତ୍ରାରେ ଭିଟାମିନ B12 ନାହିଁ, ତେବେ ଏହା ଏନିମିଆ ହେବାର ଆଶଙ୍କା ସୃଷ୍ଟି କରିଥାଏ ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ହେଇ, ଦୟାକରି ଅନ୍ତତଃ ଆଜି ଦିନଟା ତମେ ଦୁହେଁ ମତେ ହତାଶ କଲାଭଳିଆ କଥାବାର୍ତ୍ତା ନକଲେ ଚଳନ୍ତାନି? ମୋ' ଖୁସିବାସିଆ ମୁଡ଼୍‌ଟାକୁ ଆଜି ତମେ ବିଗାଡ଼ି ଦେଉଛ!” ଗୋଟେ ନାଟକୀୟ ଶୈଳୀରେ ମୁଣ୍ଡ ଉପରେ ଦି’ହାତ ରଖି…

ବର୍ଷକରେ ୮ ମାସ ଯାଏଁ ପାଣିରେ ବୁଡିକି ରହିଥାଏ ଏହି ରହସ୍ୟମୟ ମନ୍ଦିର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଦେଶ ଭାରତରେ ଏଭଳି ଅନେକ ମନ୍ଦିର ରହିଛି ଯାହାର ପଛରେ ରହସ୍ୟ ଲୁଚି ହୋଇ ରହିଛି। ପ୍ରାୟତଃ ଅନେକ ମନ୍ଦିରର ନିର୍ମାଣ ଶୈଳୀକୁ ଦେଖିଲେ ଏବେ ବି ଆଶ୍ଚର୍ଯ୍ୟ ଲାଗେ। ଦୁନିଆରେ ଏମିତି ଅନେକ ଅଦ୍ଭୁତ ପୂର୍ବ ମନ୍ଦିର ରହିଛି ଯାହାର ବାସ୍ତୁକଳା ଆଦିକୁ ଧ୍ୟାନ ଦେଲେ ଏହାକୁ…