Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ କିନ୍ତୁ ବୀରା କ'ଣ ପାଇଁ ଏତେ ଭାବପ୍ରବଣ ହୋଇପଡ଼ୁଥିଲା କେଜାଣି? ସେ ଏ ପରିମଲ୍ ପରିବାରର ସଦସ୍ୟଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଉ ନଥିଲା । ତଥାପି ତାଙ୍କ ଘର ଦୁଆରମୁହଁ ଡେଇଁବା ମାତ୍ରେ ତା' ଭିତରେ ସୃଷ୍ଟି…

ଅଜବ ଏ ରିଲ୍‌ସ ନିଶା, ଆଇଫୋନ କିଣିବାକୁ ୮ ମାସର ପୁଅକୁ ବିକିଦେଲେ ବାପା-ମାଆ

କୋଲକାତା: ସୋସିଆଲ ମିଡିଆ ଏବେ ଅନେକ ଲୋକଙ୍କ ଦୈନିନ୍ଦିନ ଜୀବନର ଅବଚ୍ଛେଦ୍ୟ ଅଂଶ ପାଲଟି ଗଲାଣି। ଆଜିକାଲି ଯୁବପିଢିଙ୍କର ଇନଷ୍ଟାଗ୍ରାମରେ ରିଲ୍‌ସ ଭିଡିଓ ବନେଇ ପୋଷ୍ଟ କରିବା ଏକ ନିଶା ପାଲଟିଲାଣି। ହେଲେ ପଶ୍ଚିମବଙ୍ଗର ଏକ ଦମ୍ପତିଙ୍କ ଏଭଳି ନିଶା କଥା ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହେବେ।…

ଖାଦ୍ୟରେ ସାମିଲ୍ କରନ୍ତୁ କଞ୍ଚା ଲଙ୍କା, ଦୂର ହେବ ଏହି ସବୁ ରୋଗ…..

ଓଡ଼ିଶା ସମ୍ବାଦ ବ୍ୟୁରୋ: କିଛି ଲୋକଙ୍କୁ ସ୍ପାଇସି ଖାଦ୍ୟ ପସନ୍ଦ। ସେଥିପାଇଁ ଏମାନେ ଖାଦ୍ୟରେ ଲଙ୍କାକୁ ସାମିଲ୍‌ କରନ୍ତି। ଆଉ ଲଙ୍କା ଭିତରେ କଞ୍ଚା ଲଙ୍କା ପ୍ରାୟ ସମସ୍ତଙ୍କର ପସନ୍ଦ। କଞ୍ଚା ଲଙ୍କାକୁ ଆପଣ ଯେଉଁଥିରେ ବି ପକାଇ ରାନ୍ଧନ୍ତୁ ଏହା ସ୍ୱାଦକୁ ଦୁଇ ଗୁଣା କରିଦେବ। ପାଟିକୁ ରାଗ…

କବିତା : ଫେରିବାର ଥାଏ ବୋଲି

ସୁନନ୍ଦା (ବି) ମହାପାତ୍ର  ଫେରିବାର ଥାଏ ବୋଲି ଫେରିବାକୁ ହୁଏ, ନହେଲେ,ଥରେ ଗଲେ କିଏ ଅବା ଫେରିବାକୁ ଚାହେଁ ! ଫେରିଲେ କି ଫେରିଆସେ ଯାହା ଚାହେଁ ମନ ? ମନାଏ କି କେହି ଭାଙ୍ଗି ଅଭିମାନ ? ଧାଏଁ କି ପଛେ କେହି ଭିଡ଼ି କି ଆଣେ କେହି ? ଅଳି କି କରେ କେହି ‘ଆସ ଫେରି ଆସ’…

ମଶା କାମୁଡାରେ ଡହଳ ବିକଳ ଲୋକେ, ରାଜଧାନୀରୁ ଦିନକରେ ୪୩ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ମାଡିଚାଲିଛି ଡେଙ୍ଗୁ। ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଜଳାଳୟ ପାଲଟିଛି ମଶାଙ୍କ ଘର। ରାଜଧାନୀର ବିଭିନ୍ନ ସ୍ଥାନରେ ଜମିରହୁଛି ପାଣି। ଏଥିଯୋଗୁଁ ଡେଙ୍ଗୁ ମଶାଙ୍କ ବଂଶ ବିସ୍ତାର ଦୃତଗତିରେ ବୃଦ୍ଧି ପାଇଚାଲିଛି। ଗତ ୨୪ ଘଣ୍ଟାରେ ରାଜଧାନୀରୁ ୪୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ…

ଭାଷା ଭାଗବତ : ସଂସ୍କୃତି ସଂରକ୍ଷଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ ଅସଲି କର୍ତବ୍ୟ ପାସୋରି ଦରକାରୀ କାମ ନ କରି ବାରଂବାର ଗଲେ ବି ହାରି ଦାୟିତ୍ୱ ରହୁନି କାହାରି ଅଜାଗାରେ କରି ଗୁହାରି ନିଜ କାମ ନିଜେ ନ କରି ରହିଛୁଁ ଯେହେତୁ ନିଷ୍କ୍ରିୟ ହେଉନି ମନେ ଜ୍ଞାନୋଦୟ ସଂସ୍କାର ଶିଖାଇବା ପାଇଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିର୍ମାଲ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ବର୍ଣ୍ଣନା ଶାସ୍ତ୍ରମାନଙ୍କରେ ଏତେ ହୋଇଛି ଯେ ତାହା ଆଲୋଚନା କଲେ ଅନେକ ଦିନ ଚାଲିଯିବ। ତଥାପି କିଛି ମୂଖ୍ୟ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ…

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀଙ୍କ ଖାଇବା ଥାଳିରେ ରୁଟିରେ ଅସରପା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଜ ରୁଟିରେ ଏକ ଅସରପା ଲାଗିଥିବା ଦେଖିବାକୁ ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଇଆରସିଟିସି କ୍ୟାଟରିଂ ଷ୍ଟାଫ୍ ଏହି ଖାଦ୍ୟ ପରିବେଷଣ କରିଥିଲେ। ଭୋପାଳରୁ ଗ୍ୱାଲିୟର ଯାଉଥିବା ବେଳେ ଏପରି ଏକ…

ଓଡ଼ିଆ ଉପନ୍ୟାସ “ଯାଜ୍ଞସେନୀ”ର ସଂସ୍କୃତ ଅନୂଦିତ ପୁସ୍ତକ ଉନ୍ମୋଚିତ

ନୂଆଦିଲ୍ଲୀ: ଭାରତର ଇତିହାସରେ ଯାଜ୍ଞସେନୀ ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଅନେକ ଚରିତ୍ର ଅଛନ୍ତି । ଏହି କଥାକୁ ନୂଆ ପୀଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକ ଉକ୍ତ ବିଷୟ ଉପରେ ଅନୁସନ୍ଧାନ ସହ ବାଖ୍ୟାନ କରିବା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ…

ଓଡ଼ିଶାରେ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଧର୍ମେନ୍ଦ୍ରଙ୍କୁ ପ୍ରତିଶ୍ରୁତି ଦେଲେ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା ସହ ଆଲୋଚନା…