ଲୋଭ କଳସ
ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ଲୋଭ ଏପରି ଏକ ଶଦ୍ଦ ଯାହା ମଣିଷ କୁ ମୃତ୍ୟୁ ଆଡ଼କୁ ନେଇଯାଏ । ସତ୍ତ୍ୱ ଗୁଣରୁ ଜ୍ଞାନର ଉଦୟ ହୁଏ । ରଜୋଗୁଣରୁ ଲୋଭ ଏବଂ ତମୋଗୁଣରୁ ଅବହେଳା ଓ ଭ୍ରମ ଉତ୍ପନ୍ନ । ମନରେ କୌଣସି ବସ୍ତୁ ପ୍ରତି ଲୋଭ ଜନ୍ମିଲେ ତାକୁ ମାୟାବନ୍ଧନ ବୋଲାଯାଏ ।…