Latest Odisha News

BREAKING NEWS

ଗାଁକୁ ରାସ୍ତା ନାହିଁ, ଜିନିଷପତ୍ର ଆଣିବାକୁ ବିମାନରେ ଯାଆନ୍ତି ଲୋକେ

ୱାଶିଂଟନ: ସାଧାରଣତଃ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନେ ସବୁ ସୁବିଧାରୁ ବଞ୍ଚିତ ହୋଇଥାନ୍ତି । ହେଲେ ଆମେରିକା ସହରରେ ଏମିତି ଏକ ସ୍ଥାନ ଅଛି ଯେଉଁଠି କୌଣସି ସୁବିଧା ନାହିଁ । ଆମେରିକାର ଆଲାକ୍ସାରେ ରହିଛି ପୋର୍ଟ ଏଲ୍‌ସୱର୍ଥ୍ ଗାଁ । ଏହି ଗାଁରେ କେବଳ ୧୮୬ ଜଣ ରହୁଛନ୍ତି । ଏହି ସ୍ଥାନ…

୧୨୫ କୋଟି ବ୍ୟବସାୟ କଲାଣି ‘ସତ୍ୟପ୍ରେମ କି କଥା’

ମୁମ୍ବାଇ: ଫିଲ୍ମ ‘ସତ୍ୟପ୍ରେମ କି କଥା’କୁ ନେଇ ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଓ ଅଭିନେତ୍ରୀ କିଆରା ଆଡ଼ଭାନି ଖୁବ୍ ଚର୍ଚ୍ଚାରେ । ଏଥିରେ ଉଭୟ କାର୍ତ୍ତିକ ଓ କିଆରା ଚିତାକର୍ଷକ ଅଭିନୟ କରିଥିବା ବେଳେ ଏହି ଯୋଡ଼ିକୁ ଦର୍ଶକ ମଧ୍ୟ ବହୁତ ପସନ୍ଦ କରିଛନ୍ତି । ଏହି ଫିଲ୍ମ ଏବେ ବକ୍ସ ଅଫିସରେ…

ୟୁକ୍ରେନ ଯୁଦ୍ଧ ରୁଷିଆ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି, ଉତରକୋରିଆ ଶରଣରେ ପୁତିନ !

ମସ୍କୋ: ୟୁକ୍ରେନ ସହ ଯୁଦ୍ଧ ରୁଷିଆ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି । ୟୁରୋପୀୟ ଦେଶର ସାହାଯ୍ୟରେ ୟୁକ୍ରେନ ଯୁଦ୍ଧରେ ତିଷ୍ଠି ରହିଥିବା ବେଳେ ରୁଷର କିନ୍ତୁ ଅସ୍ତ୍ରଶସ୍ତ୍ର ଶେଷ ହେବାରେ ଲାଗିଛି । ରିପୋର୍ଟ ମୁତାବକ ରୁଷ ଏହି ଅଭାବ ପୂରଣ ପାଇଁ ଉତରକୋରିଆକୁ ସାହାଯ୍ୟ ମାଗିଛି । ଏକଚ୍ଛତ୍ରବାଦ…

ଏମିତି ପଞ୍ଚାୟତ: ଯେଉଁଠି ୨୫ ବର୍ଷ ଧରି ଥାନାରେ ହୋଇନି ମାମଲା

ରାଜସ୍ଥାନ: ଆଜିକାଲି ଆମ ଦେଶରେ ହତ୍ୟା,ଲୁଟ୍‌,ଡ଼କାୟତି,ରାହାଜାନୀ ଆଦି ଦିନକୁ ଦିନ ବୃଦ୍ଧି ପାଉଛି । ପୋଲିସ ଯେତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବି ଅପରାଧୀମାନେ ସେମାନଙ୍କ କାର୍ଯ୍ୟକଳାପରୁ ଦୂରେଇ ରହୁନାହାନ୍ତି । ପ୍ରତ୍ୟେକ ସହରରେ ପ୍ରତିଦିନ ଛୋଟବଡ଼ ଅପରାଧିକ ଘଟଣା ଘଟୁଥିବା ସାମ୍ନାକୁ…

ଓଡିଶାର ପ୍ରଥମ ଆଥଲେଟ ଭାବେ ଏସିଆନ ପାରା ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ପ୍ରମୋଦ

ଭୁବନେଶ୍ୱର: ଭାରତର ଷ୍ଟାର ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତ ଚୀନର ହାଙ୍ଗଝୋଉରେ ହେବାକୁ ଥିବା ପାରା ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ପ୍ରମୋଦ ଓଡିଶାର ପ୍ରଥମ ଆଥଲେଟ ଭାବେ ଏହି ଯୋଗ୍ୟତା ଅର୍ଜନ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଏସିଆନ ଗେମ୍ସ ଚୀନରେ…

ବିବାହର ୫ ବର୍ଷ ପରେ ଯମଜ ସନ୍ତାନର ମା’ ହେଲେ ପଙ୍ଖୁରୀ ଅୱସ୍ତି

ମୁମ୍ବାଇ: ବିବାହର ୫ ବର୍ଷ ପରେ ଯମଜ ସନ୍ତାନର ମା’ ହେଲେ ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ପଙ୍ଖୁରୀ ଅୱସ୍ତି । ଯମଜ ସନ୍ତାନର ମାତାପିତା ହୋଇଥିବାରୁ ଅଭିନେତ୍ରୀ ପଙ୍ଖୁରୀ ଓ ତାଙ୍କ ସ୍ୱାମୀ ଗୌତମ ରୋଡ଼େ ଖୁସି ହେବା ସହ ଉଭୟଙ୍କ ପରିବାରରେ ଆନନ୍ଦ ଦେଖାଦେଇଛି । ଏନେଇ ଅଭିନେତ୍ରୀ ନିଜେ ସୋସିଆଲ…

ଆଉ ନାହାନ୍ତି କଣ୍ଠଶିଳ୍ପୀ ସୁରିନ୍ଦର ସିନ୍ଦା

ମୁମ୍ବାଇ: ଆଉ ନାହାନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ସୁରିନ୍ଦର ସିନ୍ଦା । ବୁଧବାର ସକାଳେ ଲୁଧିଆନାର ଡିଏମଏଚ ହସ୍ପିଟାଲରେ ୬୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଅନେକ ଦିନ ହେବ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ହାରିଯାଇଛନ୍ତି କଣ୍ଠଶିଳ୍ପୀ ସୁରିନ୍ଦର । ତାଙ୍କ ମୃତ୍ୟୁକୁ ନେଇ ପଞ୍ଜାବୀ…

୬ ବର୍ଷର ପିଲା ପ୍ରସ୍ତୁତ କଲା ନିଜ ପାଇଁ ଟାଇମ୍ ଟେବୁଲ: ଦେଖିଲେ ହସି ହସି ଗଡ଼ିଯିବେ

ଆଜିକାଲି ସବୁକିଛି ପରି ପିଲାମାନଙ୍କର ଶିକ୍ଷାକୁ ନେଇ ଅନେକ ପରିବର୍ତ୍ତନ ଆସିଛି । ପୂର୍ବରୁ ପିଲାମାନେ ଘରର ଅନୁଶାସନ ଅନୁସରଣ କରୁଥିଲେ । କିନ୍ତୁ ବର୍ତ୍ତମାନ ସେମାନଙ୍କ ପାଇଁ ଏକ ଉପଯୁକ୍ତ ଟାଇମ୍ ଟେବୁଲ ପ୍ରସ୍ତୁତ କରିବାର ଆବଶ୍ୟକତା ପଡ଼ୁଛି । କେବେକେବେ ବାପାମାଆ ପିଲାମାନଙ୍କ ପାଇଁ ଏହି…

ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବ ଭାରତର ୨୩ ବର୍ଷରୁ କମ ଫୁଟବଲ ଟିମ

ନୂଆଦିଲ୍ଲୀ: ଭାରତର ୨୩ ବର୍ଷରୁ କମ ପୁରୁଷ ଏବଂ ମହିଳା ଫୁଟବଲ ଟିମ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବେ । କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଏ ସମ୍ପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି । ଭାରତୀୟ ଫୁଟବଲ ଟିମ ଏବେ ୧୮ତମ ସ୍ଥାନରେ ରହିଛି । ଏସିଆଡ ଫର୍ମାଟ ଅନୁସାରେ ୨୩ ବର୍ଷରୁ କମ ଟିମ ସହ ୩ଜଣ…

ରାହୁଲଙ୍କ ପାଦରେ ପାଦ ମିଶାଇବ ବିଜେପି!

ଭୁବନେଶ୍ୱର: ଅନ୍ୟତମ ପ୍ରମୁଖ ଦକ୍ଷିଣ ରାଜ୍ୟ ତାମିଲନାଡୁରେ ବିଜେପି ନିଜର ସ୍ଥିତି ଦୃଢ଼ କରିବାକୁ ବଡ଼ ଯୋଜନା କରିଛି। ଏକମାତ୍ର ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ହାରିଯିବା ପରେ ଏବେ ଦକ୍ଷିଣରେ ନିଜର ସ୍ଥିତିକୁ ଜାହିର କରିବାକୁ ଦଳ ଯୋଜନା କରୁଛି। ସେଥିପାଇଁ ତାମିଲନାଡୁରେ ଦଳ ରାଜ୍ୟବ୍ୟାପୀ…