Latest Odisha News

BREAKING NEWS

ଏମିତି ଦେଶ, ଯେଉଁଠି କେବେ ହୁଏ ନାହିଁ ରାତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମଗ୍ର ବିଶ୍ୱ ପ୍ରକୃତିର ନିୟମ ଅନୁଯାୟୀ ଚାଲିଥାଏ। ପ୍ରକୃତିର ନିୟମଠାରୁ ଭିନ୍ନ କିଛି ଏହି ପୃଥିବୀରେ ଘଟେ ନାହିଁ। ଏକ ନିର୍ଦ୍ଦିଷ୍ଟ ସମୟରେ ଦିନରାତି ହୋଇଥାଏ। ନିର୍ଦ୍ଧାରିତ ସମୟରେ ସୂର୍ଯ୍ୟ ଉଦୟ ହୁଅନ୍ତି ଏବଂ ଅସ୍ତ ହୁଅନ୍ତି। ତଥାପି ଅନେକ ସ୍ଥାନରେ ଦିନରାତି…

ଆମେରିକାର ସିଲିକନ୍ ଭ୍ୟାଲିରେ ପ୍ରତିଷ୍ଠା ହେବ ଗ୍ରାଣ୍ଡ ଶ୍ରୀଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସ

ଭୁବନେଶ୍ୱର: ଆମେରିକାର ସିଲିକନ୍ ଭ୍ୟାଲିରେ ପ୍ରତିଷ୍ଠା ହେବ ଶ୍ରୀଜଗନ୍ନାଥ ମନ୍ଦିର। ବିଦେଶରେ ଆହୁରି ପରିବ୍ୟାପ୍ତ ହେବ ଜଗନ୍ନାଥ ସଂସ୍କୃତି। ସିଲିକନ୍ ଭ୍ୟାଲିରେ ଗ୍ରାଣ୍ଡ ଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସ ଓ ସାଂସ୍କୃତିକ କେନ୍ଦ୍ରର ପ୍ରତିଷ୍ଠା କରାଯିବ। ବିଶ୍ୱର ଆଇଟି ହବ ଭାବେ ପରିଚିତ…

ସାପ ନେଇଗଲା ଦୁଇ ପୁଅଙ୍କ ଜୀବନ; ଶୂନ୍ୟକୋଳକୁ ଦେଖି କାନ୍ଦୁଛନ୍ତି ବାପା-ମା’

ଦେବଗଡ: ଖାଇପିଇ ରାତିରେ ଶୋଇବାକୁ ଯାଇଥିଲେ ଦୁଇଭାଇ । ହେଲେ କିଏ ଜାଣିଥିଲା ଏ ରାତି ତାଙ୍କ ଜୀବନର ଶେଷ ରାତି ଥିଲା ବୋଲି ? କେତେ ଦୁଃଖସୁଖ ହୋଇ ଶୋଇଥିବେ..ସକାଳ ପାଇଁ କେତେ କଥା ଭାବିଥିବେ..ହେଲେ ସକାଳକୁ ଆଉ କିଛି ନ ଥିଲା । ଦୁଇ ଭାଇ ଶୋଇ ଯାଇଥିଲେ ସବୁଦିନ ପାଇଁ । ରାତିରେ ସାପ…

ଟାୟାର ଫାଟି ଓଲଟିଲା ପିକଅପ୍ ଭ୍ୟାନ, ୨୫ ଗୁରୁତର

ଓଡ଼ିଶା ସମ୍ବାଦ ବ୍ୟୁରୋ: ୧୬ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରୁ ଏକ ଟାଟା ମେଜିକ ଗାଡ଼ି ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ପିକଅପ୍ ଭ୍ୟାନରେ ୪୫ ଜଣ ଶ୍ରମିକ ଜଳେଶ୍ଵର ଅଞ୍ଚଳକୁ ଆସୁଥିବା ବେଳେ ଟାୟାର ଫାଟିବାରୁ ଓଲଟି ପଡ଼ିଲା।…

ଲଗାଣ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳସ୍ତର: ଖୋଲିଲା ଆଉ ୪ଟି ଗେଟ

ସମ୍ବଲପୁର: ଲଗାଣ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳସ୍ତର । ଗତକାଲି ୮ଟି ଗେଟ ଖୋଲିଥିବାବେଳେ ଆଜି ଆଉ ଚାରୋଟି ଗେଟ ଖୋଲାଯାଇଛି ।  ଫଳରେ ଏବେ  ମୋଟ ୧୨ଟି ଗେଟ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରେ ବର୍ଷା ଲାଗି ରହିଛି । ମହାନଦୀ ଜଳସ୍ତର ବୃଦ୍ଧି ପାଇବା ସହ…

ସମ୍ପତ୍ତି ପାଇଁ ପରିବାରର ୪ଜଣଙ୍କୁ ହାଣିଲା ଉନ୍ମତ ପୁଅ

କବିସୂର୍ଯ୍ୟନଗର: ପାରିବାରିକ କଳହର କରୁଣ ପରିଣତି । ସମ୍ପତ୍ତି ପାଇଁ ପରିବାରର ୪ଜଣଙ୍କୁ ହାଣିଲା ଉନ୍ମତ ପୁଅ । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆଳି ଗାଁରେ। ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମକେସିଜି…

ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ସଂଧ୍ୟା ପ୍ରାୟ ୬ଟା ୧୦ ମିନିଟ୍ ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ। ମିଳିଥିବା…

ବିଜେଡିର ମିଶ୍ରଣ ପର୍ବ, ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଓ ସଂଗଠକ ଜଗଦୀଶ ବିଶ୍ୱାଳ ବିଜେଡିରେ ସାମିଲ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଓ ଶ୍ରମିକ ସଂଗଠକ ଜଗଦୀଶ ବିଶ୍ୱାଳ ବିଜେଡିରେ ସାମିଲ ହୋଇଛନ୍ତି। ସୋମବାର ଶଙ୍ଖ ଭବନଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ତଥା ବିଜେଡିର ସାଧାରଣ ସଂପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଜଗଦୀଶ ବିଶ୍ୱାଳ ବିଜୁ ଜନତା…

ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା: ୬ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: ବଙ୍ଗୋପସାଗରରେ ସକ୍ରୀୟ ଲଘୁଚାପ କ୍ଷେତ୍ର । ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ । ଗତ କାଲିର ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ପଶ୍ଚିମକେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡିଶା ଉପକୂଳ…

ଏପରି ମନ୍ଦିର ଯେଉଁଠି ସନ୍ଧ୍ୟା ହେବା ମାତ୍ରେ ଆପଣାଛାଏଁ ପଡ଼େ ପହଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତକୁ ସାଧୁ ସନ୍ଥଙ୍କ ଦେଶ ବୋଲି କୁହାଯାଏ। ଏହା ସହିତ ଆମ ଦେଶରେ ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହା ଉପରୁ ଆଜି ପର୍ଯ୍ୟନ୍ତ ପରଦା ଉଠାଇବାରେ କେହି ସକ୍ଷମ ହୋଇନାହାନ୍ତି। ଆଜି ସେମିତି ଏକ ରହସ୍ୟମୟ ସ୍ଥାନ ବିଷୟରେ କହିବୁ ଯାହା ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ…