ଘରେ ପଶିଗଲା ୧୪ ଫୁଟ ଲମ୍ବା କିଙ୍ଗ୍ କୋବ୍ରା, ଧରିବାକୁ ୬ ଜଣଙ୍କୁ ଲାଗିଲା ୨ ଘଣ୍ଟା
ବିହାର: ସାପ ବିଷାକ୍ତ ହେଉ ବା ନ ହେଉ ତାର ନାଁ ଶୁଣିଲେ ଲୋକେ ଭୟ କରନ୍ତି । ଆଉ ପ୍ରତ୍ୟେକ ସାପଠାରୁ କିଙ୍ଗ୍ କୋବ୍ରା ସବୁଠୁ ବେଶୀ ବିଷାକ୍ତ । ସେଥିଲାଗି ଲୋକେ ସାପଠୁ ଦୂରେଇ ରହିଥାନ୍ତି । ହେଲେ ଏବେ ବର୍ଷା ଦିନରେ ଅନେକଙ୍କ ଘରେ ସାପ ପଶି ଛୁଆ ଦେଉଥିବା ଦେଖିବାକୁ ମିଳୁଛି । ଫଳରେ ଲୋକେ…