Latest Odisha News

BREAKING NEWS

ICC ପ୍ରମୋରେ ବିରାଟଙ୍କ ଓଡ଼ିଆ ଫ୍ୟାନ୍ ପିଣ୍ଟୁ, ସାରା ବିଶ୍ୱ ଦେଖିଲା ତାଙ୍କ ଟାଟୁ

ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପିଣ୍ଟୁ ବେହେରା l ଓଡ଼ିଶାରେ ସେ ଯେତେ ପରିଚିତ ନୁହଁନ୍ତି ତା’ଠୁ ଅଧିକ ପରିଚିତ ଏବେ ସାରା ବିଶ୍ୱରେ। କାରଣ, ଦେହସାରା ନିଜ ପ୍ରିୟ ଖେଳାଳି ବିରାଟ କୋହଲିଙ୍କ ଟାଟୁ ଆଙ୍କି ସେ ଅନେକ ପ୍ରଶଂସା ସାଉଁଟିଛନ୍ତି। ପିଣ୍ଟୁ ଏହି ଟାଟୁ ଜରିଆରେ ଏବେ ICC…

ଜେଲରେ ନିଘୋଡ଼ ନିଦରେ ଶୋଇଥିଲେ ୨ ୱାର୍ଡର, ଫଟୋ ଭାଇରାଲ ପରେ ହେଲେ ସସପେଣ୍ଡ

ଅନୁଗୁଳ: ଜେଲ୍‌ରେ ରହିଛନ୍ତି ବହୁ ମୋଷ୍ଟ ୱାଣ୍ଟେଡ ଅପରାଧୀ। ଘଟାଇ ସାରିଛନ୍ତି ବହୁ ବଡ଼ ବଡ଼ ଅପରାଧ । ହେଲେ ସେମାନଙ୍କୁ ଜଗିବାକୁ ନିୟୋଜିତ ହୋଇଥିବା ୨ ଜେଲ୍‌ କର୍ମଚାରୀ ଚେଇଁବା ବଦଳରେ ଅଚିନ୍ତା ନିଦରେ ଶୋଇ ପଡ଼ିଛନ୍ତି। ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କାରାଗାରରେ ଜେଲ ୱାର୍ଡର ଶୋଇବାର ଫଟୋ…

ଜାତିପ୍ରଥା ସାଜିଲା ବାଧକ: ଅନ୍ୟ ଜାତିରେ ଝିଅ ବାହା ହୋଇଥିବାରୁ ଶବ ଛୁଇଁଲେନି ପଡ଼ୋଶୀ

ନବରଙ୍ଗପୁର: ହଜିଗଲା ମାନବିକତା । ମୃତ ମହିଳାଙ୍କ ଶବକୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ । ମୃତ୍ୟୁ ପରେ ବି ପିଛା ଛାଡ଼ିଲାନି ଜାତିପ୍ରଥା । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପରଜାବାରଙ୍ଗପଦର ପଞ୍ଚାୟତର ଖାତିଗୁଡା ଗାଁରେ । ଝିଅ ଅନ୍ୟ ଜାତିରେ ବିବାହ…

ଗରିବ ପରିବାରକୁ ମିଳିବ ମାଗଣା ଚିନି, ଉପକୃତ ହେବେ ୨.୮୦ ଲକ୍ଷ ହିତାଧିକାରୀ

ନୂଆଦିଲ୍ଲୀ: ଏଣିକି ଦିଲ୍ଲୀର ଗରିବ ପରିବାରକୁ ମିଳିବ ମାଗଣାରେ ଚିନି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାବିନେଟ ଗୁରୁବାର ଦିଲ୍ଲୀବାସୀଙ୍କୁ ମାଗଣା ଚିନି ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିରେ ଉପକୃତ ହେବେ ୨.୮୦ ଲକ୍ଷ ହିତାଧିକାରୀ।…

ଅଲ ନୀନୋର ପ୍ରଭାବ: ନାସା ବୈଜ୍ଞାନିକଙ୍କ ଚେତାବନୀ, ୨୦୨୪ରେ ଆହୁରି ଅଧିକ ହେବ ଗରମ

ନୂଆଦିଲ୍ଲୀ: ବିଶ୍ୱରେ ତାପମାତ୍ରା ବଢ଼ିବାରେ ଲାଗିଛି । ଧିରେ ଧିରେ ଅସହ୍ୟ ଗରମରେ ଜୀବଜନ୍ତୁ ଛଟପଟ ହେବାରେ ଲାଗିଛନ୍ତି । ଚଳିତ ବର୍ଷ ଜୁଲାଇ ମାସ ଶତାବ୍ଦୀର ସବୁଠାରୁ ଉତପ୍ତ ଥିଲା । ଅଲ ନୀନୋର ପ୍ରଭାବ ଯୋଗୁ ଏହା ହୋଇଥିବା ବୈଜ୍ଞାନିକମାନେ କହିଥିଲେ । ତେବେ ନାସାର ଜଳବାୟୁ ବିଜ୍ଞାନୀ ଆଗକୁ…

ମଣିପୁର ଉଲଗ୍ନ ଭିଡିଓ ଘଟଣା: ମୁଖ୍ୟ ଅଭିଯୁକ୍ତର ଘର ଜାଳିଦେଲେ ଉତ୍ତ୍ୟକ୍ତ ଜନତା

ମଣିପୁର: ମଣିପୁର ରାଜରାସ୍ତାରେ ଶତାଧିକ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ସହ ଅସଦାଚରଣ କରୁଥିବା ଭିଡିଓ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। କାକୁତିମିନତୀ ହୋଇ ଛାଡ଼ି ଦେବାକୁ ନେହୁରା ହେଉଥିବା ମହିଳାଙ୍କ ପ୍ରତି ଏପରି ପାଶବିକ ଅତ୍ୟାଚାର ଯୋଗୁ ସମଗ୍ର…

ଗତ ୨୪ ଘଣ୍ଟାରେ ନୟାଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ସକ୍ରିୟ ଲଘୁଚାପ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ୨ ଟି ସ୍ଥାନରେ ଅତିପ୍ରବଳ, ୧୦ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ତଥ୍ୟ ଜାରି ହୋଇଛି। ଗତ ୨୪ ଘଣ୍ଟାରେ ନୟାଗଡ଼ରେ ସର୍ବାଧିକ…

ଚନ୍ଦ୍ରୟାନ-୩ ସଫଳତାରେ ଶ୍ରୀବାସ୍ତବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ୧୪ ଜୁଲାଇ ୨୦୨୩ ଭାରତୀୟ ମହାକାଶ ଗବେଷଣା ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ କେବଳ ନୁହେଁ ଅବିସ୍ମରଣୀୟ ତାରିଖ । ଚାରି ବର୍ଷ ପୂର୍ବେ ଆଂଶିକ ବିଫଳତା ହେତୁ ନିରାଶ ହୋଇ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ପୁଣି ଥରେ ଚନ୍ଦ୍ରକୁ ଏକ ମିଶନ ପଠାଇଲା ।…

ଆଇଏସଆଇଏସ ସହ ସମ୍ପୃକ୍ତି ଅଭିଯୋଗରେ ଜଣେ ସନ୍ଦିଗ୍ଧକୁ ଗିରଫ କଲା ଏନଆଇଏ

ଝାଡଖଣ୍ଡ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ସମ୍ପୃକ୍ତି ଅଭିଯୋଗରେ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି ଏନଆଇଏ। ଝାଡ଼ଖଣ୍ଡର ଲୋହରଦଗାରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆଇଏସ୍ଆଇଏସ ଆତଙ୍କବାଦୀ ଫୈଜାନ୍ ଅନସାରୀକୁ ବିର୍ସା ମୁଣ୍ଡା ଜେଲକୁ ପଠାଯାଇଛି। ଫୈଜାନକୁ ଶୁକ୍ରବାର ଏନଆଇ ରାଞ୍ଚିର ସ୍ୱତନ୍ତ୍ର…

ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ: ଯେବେ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା ମଣିଷ …

ଓଡିଶା ସମ୍ବାଦ ବ୍ୟୁରୋ : ସେଦିନ ଥିଲା ୧୯୬୯ ମସିହା ଜୁଲାଇ ୨୦ ତାରିଖ, ଯେତେବେଳେ ନାସା ମହାକାଶଚାରୀ ନିଲ ଆର୍ମଷ୍ଟ୍ରଙ୍ଗ, ବଜ ଆଲଡ୍ରିନ୍ ଏବଂ ମାଇକେଲ କଲିନ୍ସଙ୍କ ନେତୃତ୍ୱରେ ଆପୋଲୋ ୧୧ ମିଶନ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ମାନବ…