ନା ‘ଇଣ୍ଡିଆ’, ନା ଏନଡିଏ; କ’ଣ ରହିବ ଏହି ୫ ଦଳର ଆଭିମୁଖ୍ୟ?
ନୂଆଦିଲ୍ଲୀ: ଦିଲ୍ଲୀ ଓ ବେଙ୍ଗାଲୁରୁରେ ୬୨ ରାଜନୈତିକ ଦଳର ନେତା ଉପସ୍ଥିତ ରହି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଙ୍କ କଷୁଛନ୍ତି। ଦିଲ୍ଲୀରେ ଅଶୋକା ହୋଟେଲରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଯେଉଁଥିରେ…