ପ୍ରଶାନ୍ତ ମହାସାଗରରେ ୨ମାସ ଧରି ଫସି ରହିବା ପରେ ଜୀବିତ ଫେରିଲେ ନାବିକ
ମେଲବୋର୍ଣ୍ଣ: ଭଗବାନ ଯାହାକୁ ବଂଚାଇବାକୁ ଚାହିଁବେ ତାକୁ କିଏ ବା ମାରିପାରିବ । ପ୍ରଶାନ୍ତ ମହାସାଗରରେ ୨ମାସ ଧରି ଜଣେ ଅଷ୍ଟ୍ରେଲୀୟ ନାବିକ ଫସି ଯାଇଥିଲେ । ସେ ଜୀବିତ ଫେରିବେ ବୋଲି କେହି ଆଶା କରି ନ ଥିଲେ । ୫୧ ବର୍ଷୀୟ ଟିମ ଶେଡାକ ତାଙ୍କ କୁକୁର ବେଲା ସହ ମେକ୍ସିକୋରୁ ଫ୍ରେଂଚ ପୋଲିନେଶିଆ…