Latest Odisha News

ମୋଦି ସରନେମ୍‌ ମାମଲା: ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ କୋର୍ଟକୁ ଗଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୋଦି ସରନେମ ମାମଲାରେ ସୁପ୍ରିମକୋର୍ଟ ଗଲେ ରାହୁଲ ଗାନ୍ଧୀ । ହାଇକୋର୍ଟରୁ ଝଟକା ପାଇବା ପରେ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମୋଦି ସରନେମକୁ ନେଇ ତଳ କୋର୍ଟ ଦଣ୍ଡାଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ରାହୁଲ । ଦଣ୍ଡାଦେଶ ଏବଂ ଦୋଷୀ ସାବ୍ୟସ୍ତ…

ପ୍ରଚଣ୍ଡ ଘଡଘଡି ଓ ବିଜୁଳି ଶବ୍ଦରେ ଖସି ପଡିଲା ରାମେଶ୍ୱର ମନ୍ଦିରର ଦଧିନଉତି

ଭୁବନେଶ୍ୱର:ପ୍ରଚଣ୍ଡ ଘଡଘଡି ଓ ବିଜୁଳିରେ ଭାଙ୍ଗିଲା ମନ୍ଦିର । ଖସିପଡିଲା ଦଧିନଉତି । ଭୁବନେଶ୍ୱର ମାଉସୀମା’ ଛକ ନିକଟରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ଆଜି ଖସି ପଡିଛି । ୬୦ ଫୁଟ ଏହି ମନ୍ଦିରର ଦଧିନଉତି ଖସି ମନ୍ଦିର ପ୍ରାଙ୍ଗଣରେ ପଡ଼ିଛି । ମନ୍ଦିର ଭିତରେ ବ୍ରାହ୍ମଣ ପୂଜା…

ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ଆଣିଲା ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଭଞ୍ଜନଗର ସବ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ବେଲଗୁଣ୍ଠାର ହୋଇଥିବା ବେଳେ ୫ ଦିନ ତଳେ ତାଙ୍କୁ ଏକ ଚୋରି ମାମଲାରେ ଗିରଫ କରିଥିଲା ପୋଲିସ । ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପିଟିପିଟି ମାରି ଦେଇଥିବା ପରିବାର ଲୋକ ଅଭିଯୋଗ…

ଏହି ଲୋକସଭା ଆସନରୁ ନିର୍ବାଚନ ଲଢି ପାରନ୍ତି ଅଭିଷେକ ବଚ୍ଚନ

ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ନିର୍ବାଚନ ଲଢି ପାରନ୍ତି ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ସମାଜବାଦୀ ପାର୍ଟି ପକ୍ଷରୁ ସେ ଏହି ନର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି ।   ଅଭିଷେକ  ଆହ୍ଲାବାଦ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।…

ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବିତ କଲା କଂଗ୍ରେସ

ଭୁବନେଶ୍ୱର: କାରଣ ଦର୍ଶାଅ ନୋଟିସ୍ ପରେ ନିଲମ୍ବନ । କଂଗ୍ରେସରୁ ନିଲମ୍ବିତ ହେଲେ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଦଳ ବିରୋଧୀ କାର୍ଯ୍ୟ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ଏଆଇସିସି ଉଭୟଙ୍କୁ ଦଳର ସସପେଣ୍ଡ କରିଛି । ମେ ମାସ ଶେଷ…

ଶ୍ରାବଣରେ ମହାଦେବଙ୍କୁ କରନ୍ତୁ ଏମିତି ପୂଜା, ଦୂର ହେବ ଆର୍ଥିକ ସଙ୍କଟ, ଟଳିବ ମହାବିପଦ

ଓଡିଶା ସମ୍ବାଦ ବ୍ୟୁର: ଚାଲିଛି ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ । ବିଶ୍ୱାସ ରହିଛି ଯେ, ଶ୍ରାବଣ ମାସରେ ମହାଦେବଙ୍କୁ ପୂଜା କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ମାସରେ ବ୍ରତ ରଖିବାର ବିଶେଷ ମହତ୍ୱ ରହିଛି । ବ୍ରତ ରଖିବାର କିଛି ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ପୂଣ୍ୟ…

ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପରେ ଫିଡିକିଲେ ଓୱେସି: କହିଲେ-ଗାଈ କ୍ଷୀର କିମ୍ବା କୁକୁଡା ଅଣ୍ଡା ନ ଦେଲେ ବି ମିଆଁ ଭାଇ…

ନୂଆଦିଲ୍ଲୀ: ଖାଲି ରାଜଧାନୀ ଭୁବନେଶ୍ୱର ବା ଓଡ଼ିଶା ନୁହେଁ । ସାରା ଦେଶରେ ପରିବା ଦର ହୁ ହୁ ହୋଇ ବଢି ଚାଲିଛି । ତେବେ ପରିବା ଦର ବୃଦ୍ଧିକୁ ନେଇ ରାଜନୈତିକ ବୟାନବାଜି ବି ଜୋର ଧରିଛି । ପରିବା ଦର ବୃଦ୍ଧିକୁ ନେଇ ମୁହାଁମୁହିଁ ହୋଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଏବଂ AIMIM ମୁଖ୍ୟ…

ଏହି ସବୁ ଖାଦ୍ୟ କମ୍ କରିବ ଋତୁସ୍ରାବର ଯନ୍ତ୍ରଣା

ଓଡିଶା ସମ୍ବାଦ ବ୍ୟୁରୋ: ନାରୀ ମାନଙ୍କୁ ପ୍ରତି ମାସରେ ମାସିକ ଧର୍ମ ଅଥବା ଋତୁସ୍ରାବ ଜନିତ ସମସ୍ୟା ଦେଖାଦେଇଥାଏ । ଯେଉଁଥିପାଇଁ ସେମାନଙ୍କୁ ଖୁବ୍ ଯନ୍ତ୍ରଣା ଅନୁଭବ ହୁଏ । ଖାସ କରି ଶୀତଦିନେ କିମ୍ବା ବର୍ଷାଦିନେ ଏହି ସମସ୍ୟା ଅଧିକ ବଢ଼ିଥାଏ । ଏହି ସମୟରେ ମହିଳାମାନଙ୍କର ମୁଡ୍ ସୁଇଙ୍ଗ ମଧ୍ୟ…

ଅପରାହ୍ନ ୩ଟା ସୁଦ୍ଧା ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆସୁଛି ବଡ ବର୍ଷା । ୧୫ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ଥିବା ଅନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି । ୧୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତାକାଲି ବଙ୍ଗୋପସାଗରରେ ଏକ…

ଆବୁଧାବିରେ ମୋଦିଙ୍କୁ ଭବ୍ୟ ସ୍ୱାଗତ; ତିରଙ୍ଗା ରଙ୍ଗରେ ଝଲସିଲା ବୁର୍ଜ ଖଲିଫା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଯାତ୍ରା ଶେଷ କରି ଏବେ ସଂଯୁକ୍ତ ଆରବ ଏମିରେଟରେ ପହଞ୍ଚିଛନ୍ତି । ଆବୁଧାବି ବିମାନବନ୍ଦରରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଆବୁଧାବି ବିମାନ ବନ୍ଦରରେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟଦ ତାଙ୍କର…