Latest Odisha News

BREAKING NEWS

ସାଧାରଣ ନିର୍ବାଚନ ପାଇଁ ବିଜେପି-ବିଜେଡି ପ୍ରସ୍ତୁତି, ଅପରାଜିତାଙ୍କ ଆସନ ଉପରେ ଶାସକ ଦଳର ନଜର

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଗୁରୁବାର ଦିନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ସମେତ ପୂର୍ବ ଭାରତର ୧୨ଟି ରାଜ୍ୟ ପାଇଁ ପ୍ରସ୍ତୁତି ଏବଂ ରଣନୀତି ଉପରେ ଆଲୋଚନା କରିବା ପାଇଁ ଗୌହାଟୀରେ ବିଜେପିର ବୈଠକ ପରେ ତାଙ୍କ ଗସ୍ତକୁ…

ଫ୍ରାନ୍ସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ‘ଦେଶ ବାହାରେ ଭାରତ ମାତା କି ଜୟ ଶୁଣିବା ପରେ ଲାଗୁଛି ନିଜ ଘରକୁ…

ପ୍ୟାରିସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ପ୍ୟାରିସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ଭାରତ ଓ ଫ୍ରାନ୍ସ ମଧ୍ୟରେ ଥିବା 'ଅତୁଟ ବନ୍ଧୁତ୍ୱ' ଉପରେ ଆଲୋକପାତ କରିଛନ୍ତି। ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ବୋର୍ନଙ୍କ ସହ ବିମାନ ବନ୍ଦରରେ ପହଞ୍ଚିବା ପରେ…

ଦେଓଧର ଟ୍ରଫି: ପୂର୍ବାଂଚଳ ଦଳରେ ଓଡିଶାର ଶୁଭ୍ରାଂଶୁ

ଭୁବନେଶ୍ୱର: ଦେଓଧର ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ଗୁରୁବାର ପୂର୍ବାଂଚଳ ଦଳ ଘୋଷଣା କରାଯାଇଛି । ୧୫ ଜଣିଆ ଦଳରେ ଓଡିଶା ରଣଜୀ ଟିମର ଅଧିନାୟକ ଶୁଭ୍ରାଂଶୁ ସେନାପତି ସ୍ଥାନ ପାଇଛନ୍ତି । ଜୁଲାଇ ୨୪ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ପୁଡୁଚେରୀରେ ଏହି ୫୦ ଓଭର ବିଶିଷ୍ଟ ମ୍ୟାଚ ଖେଳାଯିବ । ଓଡିଶାର…

ଜମ୍ମୁକାଶ୍ମୀରର ଶୋପିଆନରେ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାଡ଼

ଶ୍ରୀନଗର: ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ପ୍ରବାସୀ । ଜମ୍ମୁକାଶ୍ମୀରର ଶୋପିଆନରେ ଗୁରୁବାର ସନ୍ଧ୍ୟାରେ ଗୁଳିମାଡ଼ ହୋଇଛି । ଆତଙ୍କବାଦୀ ୩ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାଡ଼ କରିଥିବା ବେଳେ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀଙ୍କ ଆକ୍ରମଣରେ ଅନୱର, ହୀରାଲାଲ୍ ଓ…

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ହର୍ଡଲ୍ସରେ ସ୍ୱର୍ଣ୍ଣ ଜିତିଲେ ଜ୍ୟୋତି

ବ୍ୟାଙ୍କକ: ଭାରତର ଉଦୀୟମାନ ଆଥଲେଟ ଜ୍ୟୋତି ୟାରାଜୀ ଏଠାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ଆନ୍ଧ୍ରପ୍ରଦେଶର ଜ୍ୟୋତି ୧୦୦ ମିଟର ହର୍ଡଲ୍ସରେ ପ୍ରଥମ ଭାରତୀୟ ଭାବେ ଏହି ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଛନ୍ତି । ସେ ୧୩.୦୯…

ଟେସଲା ଆଣିବ ୨୦ ଲକ୍ଷର ଇଲେକ୍ଟ୍ରିକ୍ କାର, ଭାରତରେ ବସାଇବ କାରଖାନା

ନୂଆଦିଲ୍ଲୀ: ଅରବପତି ବ୍ୟବସାୟୀ ଏଲନ ମସ୍କଙ୍କ କମ୍ପାନୀ ଟେସଲା ଭାରତରେ ବାର୍ଷିକ ୫ ଲକ୍ଷ ଇଲେକ୍ଟ୍ରିକ୍ କାର ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରିବ । ନିବେଶ ନେଇ ଟେସଲା ପକ୍ଷରୁ ସରକାରଙ୍କ ସହ ଆଲୋଚନା ଆରମ୍ଭ ହୋଇଛି । ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁସାରେ,…

ୱିମ୍ବେଲଡନ ଟେନିସ: ସେମିଫାଇନାଲରେ ହାରିଲେ ବୋପାନ୍ନା-ଏବଡେନ

ଲଣ୍ଡନ: ଚଳିତ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନଙ୍କ ଅଭିଯାନ ପୁରୁଷ ଡବଲ୍ସରେ ଶେଷ ହୋଇଛି । ବୋପାନ୍ନ-ଏବଡେନ ପ୍ରଭାବୀ ପ୍ରଦର୍ଶନ ସହ ସେମିଫାଇନାଲରେ ପ୍ରବେଶ କରି ଟାଇଟଲ ହାସଲ ଆଶା ସୃଷ୍ଟି କରିଥିଲେ । ତେବେ ସେମିରେ ସେମାନଙ୍କୁ…

୩୦ ଲକ୍ଷ ଟଙ୍କାର ଟମାଟୋ ବିକିଥିବା ଚାଷୀଙ୍କୁ ହତ୍ୟା, ବ୍ୟବସାୟୀ ମାରି ଦେଇଥିବା ପରିବାରର ଅଭିଯୋଗ

ବିଶାଖାପାଟଣା: ବଜାରରେ ଟମାଟୋର ଭାଉ କାହିଁରେ କେତେ ? ଆଜିର ଦିନରେ ଯାହା ପାଖେ ଟମାଟୋ ଅଛି, ସେ ଏବେ ଲକ୍ଷପତି । ଆଉ ଟମାଟୋ ଚାଷ କରି ଲକ୍ଷପତି ବନିଥିବା ଆନ୍ଧ୍ରର ଜଣେ ଚାଷୀଙ୍କୁ ଗାଁ ଦାଣ୍ଡରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ବୁଧବାର ଆନ୍ଧ୍ରପ୍ରଦେଶର ଅନ୍ନାମୟା ଜିଲ୍ଲାରେ ନରେମ…

ଆଇସିସିର ଐତିହାସିକ ଘୋଷଣା: ପୁରୁଷ ଓ ମହିଳା ଟିମ ପାଇଁ ସମାନ ପୁରସ୍କାର ରାଶି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଏକ ଐତିହାସିକ ଘୋଷଣା କରିଛି । ଆଗକୁ ସମସ୍ତ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଂଟରେ ଉଭୟ ପୁରୁଷ ଓ ମହିଳା ଟିମଙ୍କୁ ସମାନ ପରିମାଣର ପୁରସ୍କାର ରାଶି ପ୍ରଦାନ କରାଯିବ । ଆଗାମୀ ଟି୨୦ ବିଶ୍ୱକପରୁ ଏହାର ଆରମ୍ଭ…

ଏଏସଓ ମେରିଷ୍ଟ ଲିଷ୍ଟ ବାତିଲ ପ୍ରସଙ୍ଗ, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ; କିଏ କ’ଣ ଯୁକ୍ତି ରଖିଲେ ପଢ଼ନ୍ତୁ

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦବୀ ପାଇଁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ରିଭ୍ୟୁ ପିଟିସନ ଉପରେ ଗୁରୁବାର ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି। ଓପିଏସସି ଓ ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।…